Browsing Category
ରାଜ୍ୟ
ଶିକାରୀ ପାଲଟିଲା ଶିକାର: ଭିଜିଲାନ୍ସ ଜାଲରେ ଫସିଗଲେ ନିଜେ ଭିଜିଲାନ୍ସ ଇନ୍ସପେକ୍ଟର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆକ୍ସନ ମୁଡ଼ରେ ଭିଜିଲାନ୍ସ ବିଭାଗ । ପୂର୍ବରୁ ବେଆଇନ ଅର୍ଥ ମାମଲାରେ ରାଜ୍ୟର ଶହ ଶହ ଅଧିକାରୀଙ୍କୁ ଭିଜିଲାନ୍ସ ବାନ୍ଧିଥିବା ବେଳେ ଆଜି ବନ୍ଧା ହୋଇଛନ୍ତି ଜଣେ ଭିଜିଲାନ୍ସ…
ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏଣିକି ମେଡିକାଲରେ କାର୍ଯ୍ୟ କରିବେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖୁବଶୀଘ୍ର ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଏଣିକି ରାଜ୍ୟର ସ୍ୱାସ୍ଥ୍ୟକ୍ଷେତ୍ରରେ କାର୍ଯ୍ୟ କରିବାର ସୁଯୋଗ ପାଇବେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ…
ଭିଜିଲାନ୍ସ ଜାଲରେ ମାହାଙ୍ଗା ଆଇଆଇସି ନିହାର ରଞ୍ଜନ ମହାନ୍ତି
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଭୁବନେଶ୍ୱର ଭିଜିଲାନ୍ସ ଡିଭିଜିନ କାର୍ୟ୍ୟାଳୟରେ ହାଜର ହେଲେ ମାହାଙ୍ଗା ଆଇଆଇସି ନିହାର ରଞ୍ଜନ ମହାନ୍ତି । ରାୟଗଡ଼ା ଅବକାରୀ ବିଭାଗ ଅଧିକ୍ଷକ ନିନା ବେଉରାଙ୍କ ସ୍ୱାମୀ ହେଉଛନ୍ତି ନିହାର…
ଆସିକାର ପୂର୍ବତନ MLA ସରୋଜ ପାଢ଼ୀଙ୍କ ପତ୍ତା ମିଳୁନି: କିଡନାପ୍ ନେଇ ବଢ଼ିଲା ସନ୍ଦେହ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କର କୌଣସି ଖୋଜ ଖବର ନାହିଁ । ଗତକାଲିଠାରୁ ସରୋଜ ନିଖୋଜ ଥିବା ନେଇ ତାଙ୍କ ପୁଅ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି । ତେବେ ସରୋଜଙ୍କୁ କେହି…
ଗିରଫ ହେଲେ ରାୟଗଡ଼ା ଅବକାରୀ ଅଧିକ୍ଷକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗିରଫ ହୋଇଛନ୍ତି ରାୟଗଡ଼ା ଅବକାରୀ ଅଧିକ୍ଷକ । ଅବକାରୀ ଅଧିକ୍ଷକ ନିନା ବେଉରାଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାପଡ଼ିଛି । ନିନାଙ୍କ ଗାଡ଼ିକୁ ପିଛା କରି ଭିଜିଲାନ୍ସ ଟିମ୍ ତାଙ୍କୁ ଖୋର୍ଦ୍ଧ…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୮ ଜଣ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…
ଜବତ ହେଲା ୩ କୋଟିର ବ୍ରାଉନସୁଗର: ଜଣେ ଗିରଫ, ୨ ଅଟକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଶାସନ ପକ୍ଷରୁ ଯେତେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ମଧ୍ୟରେ ରାଜ୍ୟରେ ଧଳା ଜହରର କାରବାର ବଢ଼ିବାରେ ଲାଗିଛି । ଇତିମଧ୍ୟରେ ପୁରୀରୁ ୩ କୋଟି ଟଙ୍କା ମୂଲ୍ୟର ବ୍ରାଉନସୁଗର ଜବତ…
ଆଶ୍ରମ ବିଦ୍ୟାଳୟର ଅଧ୍ୟାପକଙ୍କ ବିରୋଧରେ ଅସଦାଚରଣ ଅଭିଯେଗା କଲେ ଛାତ୍ରୀ, ମାମଲା ରୁଜୁ ପରେ ଅମରକୁ ଉଠାଇଆଣିଲା ପୋଲିସ
ନବରଙ୍ଗପୁର, (ଭାସ୍କର ନ୍ୟୁଜ୍): ନବରଙ୍ଗପୁରର ଏକ ଆଶ୍ରମ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ଦ୍ୱିତୀୟ ବର୍ଷ ଛାତ୍ରୀମାନଙ୍କୁ ଅଧ୍ୟାପକ ଆଶାଳୀନ ବ୍ୟବହାର କରିଥିବା ନେଇ ନବରଙ୍ଗପୁର ଆରକ୍ଷୀ ଅଧୀକ୍ଷକଙ୍କ ଉଦ୍ଦେଶ୍ୟରେ…
ସମ୍ଭାଳି ପାରିଲେନି ଋଣ ଚାପ, ନେଇ ଗଲେ ଶେଷ ନିଷ୍ପତ୍ତି: ଉଧାର ଟଙ୍କା ସୁଝି ନପାରି ଜୀବନ ହାରିଲେ ଅଙ୍ଗନବାଡ଼ି କର୍ମୀ
ଛତ୍ରପୁର(ଭାସ୍କର ନ୍ୟୁଜ୍): ଛତ୍ରପୁର ଥାନା ଅଧୀନ ପୋଡ଼ାପଦର ଗ୍ରାମର ଅଙ୍ଗନବାଡ଼ି କର୍ମୀ ସୁ୍ୱାସିନୀ ପଣ୍ଡା ଆତ୍ମହତ୍ୟା କରିଛନ୍ତି । ସୁଭାସିନୀ ୫ ଦିନ ହେଲା ନିଖୋଜ ଥିଲେ । ଶୁକ୍ରବାର ପୋଡାପଦର ଗ୍ରାମ ନିକଟରେ ଥିବା…
ହୃଦଘାତରେ ଥାନା ଅଧିକାରୀଙ୍କ ମୃତ୍ୟୁ, ୨୩ ଦିନ ପୂର୍ବରୁ ଚନ୍ଦ୍ରଭାଗା ସାମୁଦ୍ରିକ ଥାନାରେ ଯୋଗ ଦେଇଥିଲେ
କୋଣାର୍କ (ଭାସ୍କର ନ୍ୟୁଜ୍): କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗା ସାମୁଦ୍ରିକ ଥାନାରେ ଥାନା ଅଧିକାରୀ ଭାବେ ୨୩ ଦିନ ହେବ ଯୋଗ ଦେଇଥିବା ବଂଶୀଧର ବେହେରାଙ୍କ ହୃଦଘାତରେ ମୃତ୍ୟୁ ଘଟିଛି । ଖବରରୁ ପ୍ରକାଶ ଯେ ଚନ୍ଦ୍ରଭାଗା…