Browsing Category
ରାଜ୍ୟ
ପୁଣି ମୁଣ୍ଡ ନେଲା ଲାଲବାହିନୀ, ଜଣଙ୍କୁ ଗଳା କାଟି ହତ୍ୟା
ମାଲକାନଗିରି(ଓଡ଼ିଶା ଭାସ୍କର): ମାଓବାଦୀଙ୍କ ବର୍ବର କାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗଳା କାଟି ହତ୍ୟା କରିଛି ଲାଲବାହିନୀ । ମାଲକାନିଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାର ଏରାବର ଥାନା ଅଞ୍ଚଳରୁ ଏଭଳି…
ଚିତ୍ତରଞ୍ଜନଙ୍କର ଶତ୍ରୁ କିଏ ଥିଲା, ହତ୍ୟା ପଛର କାରଣ କ’ଣ ହୋଇପାରେ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଛି । ଚିତ୍ତ ନିଖୋଜ ହେବାର ଦୁଇଦିନ ପରେ ତାଙ୍କର…
ବିବାହ କାର୍ଯ୍ୟ ସାରି ଫେରୁଥିବା ବେଳେ ଓଲଟିଲା କନ୍ୟାଯାତ୍ରୀ ବସ୍: ୩୦ ଆହତ, ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ନିକଟରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଛି । ଏକ ବିବାହ କାର୍ଯ୍ୟରେ ଯୋଗଦେଇ ଫେରୁଥିବା ଏକ କନ୍ୟାଯାତ୍ରୀ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଏହି…
କୋଇଲା ଚୋରା ଚାଲାଣ ମାମଲା: ତ୍ରିଶକ୍ତି ସିପିଙ୍ଗର ପରିଚାଳକ ଗିରଫ
ପାରାଦୀପ (ଭାସ୍କର ନ୍ୟୁଜ୍): ବହୁ ଚର୍ଚ୍ଚିତ ପାରାଦୀପ କୋଇଲା ଚୋରା ଚାଲାଣ ମାମଲାରେ ପାରାଦୀପ ପୋଲିସ୍ ତ୍ରିଶକ୍ତି ସିପିଙ୍ଗ ପ୍ରାଇଭେଟ୍ ଲିମିଟେଡ୍ର ସ୍ଥାନୀୟ ପରିଚାଳକ ତଥା ନିକଟସ୍ଥ କୁଜଙ୍ଗ ଥାନା ଅନ୍ତର୍ଗତ…
(VIDEO) ସୁମିତଙ୍କ ନିରବତା ଝଡ଼ର ପୂର୍ବବର୍ତ୍ତୀ ଲକ୍ଷଣ ନୁହେଁ ତ, କାହିଁକି ସେ ତପସ୍ୱିନୀଙ୍କଠାରୁ ଦୂରେଇ ରହୁଛନ୍ତି?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ବିବାଦ ଥମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୧୦ ତାରିଖ ଠାରୁ ଫେରାର ହେବା ପରେ ଏହି ଘଟଣା ନୂଆ ମୋଡ଼ ନେଇଥିଲା । ତେବେ ସୁମିତ…
ସାହେବ କେନାଲ ନିକଟରୁ ଲୁଟ ଘଟଣା: ୩ ଲକ୍ଷ ୭୦ ହଜାର ଜବତ, ୩ ଗିରଫ
ଛତ୍ରପୁର (ଭାସ୍କର ନ୍ୟୁଜ୍): ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ସାହେବ କେନାଲ ନିକଟରୁ ଲୁଟ ଘଟଣାରେ ପୋଲିସକୁ ସଫଳତା ମିଳିଛି । ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ…
ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା କୋଚିଂ: ଆସନ୍ତା ୧୫ରୁ ପଞ୍ଜୀକରଣ, ଜାଣନ୍ତୁ କେମିତି କରିବେ ଆବେଦନ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନରେ ଏକାଦଶ ଶ୍ରେଣୀରେ ପଢୁଥିବା ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଜାତୀୟ ସ୍ତରୀୟ ପ୍ରବେଶିକା…
ଭାଇ-ଭଉଣୀଙ୍କ ପବିତ୍ର ସଂପର୍କରେ କଳଙ୍କ: ଭିନ୍ନକ୍ଷମ ଭଉଣୀକୁ ଦୁଷ୍କର୍ମ ମାମଲାରେ ବଡ଼ଭାଇକୁ ବାନ୍ଧିଲା ପୁଲିସ
ନିମାପଡ଼ା (ଭାସ୍କର ନ୍ୟୁଜ୍): ନିମାପଡ଼ା ପୋଲିସ ଉପଖଣ୍ଡ ଅଞ୍ଚଳରେ ଲଜ୍ଜ୍ୟା ଜନକ ଘଟଣା ଘଟିଯାଇଛି । ଭାଇଭଉଣୀଙ୍କ ପବିତ୍ର ସଂପର୍କରେ କଳଙ୍କ ଲାଗିଛି । ପାନ ବରଜରେ କାମ କରିବାକୁ ଭିନ୍ନକ୍ଷମ ଭଉଣୀକୁ ଡ଼ାକି ବଡ଼ଭାଇ…
Picnic ହେଲାନି ବୋଲି ତାତିଲେ ଛାତ୍ରଛାତ୍ରୀ: କଲେଜ ଗେଟରେ ତାଲା ପକାଇଦେଲେ, ଦେଖନ୍ତୁ ଭିଡିଓ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): କଲେଜ ପକ୍ଷରୁ ପିକନିକ୍ ଅନୁଷ୍ଠିତ ନହେବା କାରଣରୁ କଲେଜ ମୁଖ୍ୟ ଫାଟକରେ ତାଲା । ଏପରି ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଥିଲା ଗୋପ କଲେଜରେ । ପିକନିକ୍ ଯିବାକୁ ନେଇ କଲେଜରେ ତାଲା…
ବରିଷ୍ଠ ସାମ୍ବାଦିକ ମହମ୍ମଦ ଜାୱେଦ ସମ୍ବର୍ଦ୍ଧିତ
କଟକ (ଓଡ଼ିଶା ଭାସ୍କର): ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା କବଳରେ କବଳିତ । ଏପରି ଘଡିସନ୍ଧି ମୂହୂର୍ତ୍ତରେ ଜୀବନକୁ ପାଣି ଛଡାଇ ଲୋକଙ୍କ ନିକଟରେ ଖବର ଏବଂ ପ୍ରଶାସନ ନିକଟରେ ଲୋକଙ୍କ ସମସ୍ୟା ପହଞ୍ଚାଇବାରେ ଗୁରୁଦାୟିତ୍ୱ…