Browsing Category
ରାଜ୍ୟ
ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶକୁ ମୁହାଁଇବ ‘ଜୱାଦ’: ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧିଲାଣି ଆଉ ଏକ ଲଘୁଚାପ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ବାତ୍ୟା ଜୱାଦର ପ୍ରଭାବରେ ରାଜ୍ୟବାସୀ ଘରୁ ବାହାରି ପାରୁ ନାହାନ୍ତି । ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା,…
ଆହୁରି ଛେଚିବ: ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ମଧ୍ୟାହ୍ନରେ ପୁରୀରେ ପହଞ୍ଚିବ ‘ଜୱାଦ୍’
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ଜୱାଦ୍ ଏବେ ଦୁର୍ବଳ ହୋଇଯାଇଛି ସତ କିନ୍ତୁ ଏହାର ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଗଭୀର ଅବପାତ ପରେ ଏବେ ଉତ୍ତର-ଉତ୍ତରପୂର୍ବ ଦିଗମୁହାଁ ହୋଇଛି ବାତ୍ୟା ।…
କଣାସରେ ବାଘ ଆତଙ୍କ, ଗ୍ରାମବାସୀଙ୍କ ମନରେ କୋକୁଆ ଭୟ
କଣାସ (ଭାସ୍କର ନ୍ୟୁଜ୍): କଣାସ ବ୍ଲକ ଅନ୍ତର୍ଗତ ତ୍ରିଲୋଚନପୁର ଗ୍ରାମପଞ୍ଚାୟତର ବେଲପଡା ଗ୍ରାମ ନିକଟରେ ଗତକାଲି ରାତିରେ କେତେକ ଯୁବକ ଏକ ବାଘକୁ ଦେଖିଥିଲେ । ଯୁବକମାନେ ବାଘକୁ ଦେଖିବାପରେ ଗ୍ରାମକୁ ଯାଇ…
୨୪ବର୍ଷ ପରେ କର୍କଟ କେନ୍ଦ୍ରରେ ହଜିଲା ଭାଇକୁ ପାଇଥିଲେ ଭଉଣୀ: ମାସେ ବି ରହିଲାନି ସୁଖ.. ଅଧାରେ ଆରପାରିକୁ ଚାଲିଗଲା….
କଟକ(ଭାସ୍କର ନ୍ୟୁଜ୍): ୨୪ବର୍ଷ ପରେ ନିଜ ହଜିଲା ଭାଇକୁ ଫରି ପାଇଥିଲା ଭଉଣୀ । ହେଲେ ଏହି ଖୁସି ମାସେ ବି ରହିଲାନି । ଗତ ମାସ ୯ ତାରିଖରେ ଭାଇଭ-ଭଉଣୀ ଏକାଠି ହେବା ଘଟଣାକୁ ନେଇ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ…
ରୋହିତାସ ବର୍ଡରରେ ଅମିତ୍ ଶାହା: capf ଯବାନଙ୍କ ପାଇଁ କଲେ ବଡ଼ ଘୋଷଣା
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ସୀମାରେ ଅବସ୍ଥିତ ରୋହିତାସ୍ ବର୍ଡର ଗସ୍ତ କରିଛନ୍ତି ଗୃହ ମନ୍ତ୍ରୀ ଅମିତ୍ ଶାହା। ଏହି ଗସ୍ତ ସମୟରେ ଶାହା bsf ଅଧିକାରୀ ମାନଙ୍କୁ ଭେଟିବା ସହିତ ଡିନର ମଧ୍ୟ କରିଥିଲେ। ଏହା ସହିତ ଯବାନ…
ଡରାଉଛି ନୂଆ ଭ୍ୟାରିଆଣ୍ଟ; କର୍ଣ୍ଣାଟକ, ଗୁଜୁରାଟ ପରେ ମହାରାଷ୍ଟ୍ରରେ ଚିହ୍ନଟ ହେଲା ଓମିକ୍ରନ୍
ମୁମ୍ବାଇ: କର୍ଣ୍ଣାଟକ, ଗୁଜୁରାଟ ପରେ ମହାରାଷ୍ଟ୍ରରେ ଚିହ୍ନଟ ହେଲା ଓମିକ୍ରନ । ମୁମ୍ବାଇ କଲ୍ୟାଣ ଅଞ୍ଚଳର ୩୩ ବର୍ଷୀୟ ଯୁବକ ଓମିକ୍ରନ ଚିହ୍ନଟ ହୋଇଛନ୍ତି । ଯୁବକ ଜଣକ ଦକ୍ଷିଣ ଆଫ୍ରିକା ଫେରନ୍ତା କହିଲେ ରାଜ୍ୟ ସରକାର…
ଗଭୀର ଅବପାତରେ ପରିଣତରେ ହେଲା ବାତ୍ୟା; ଏସଆରସି କହିଲେ ଓଡ଼ିଶା ଛୁଇଁନପାରେ
ଭୁବନେଶ୍ୱର: ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ’ । ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି । ଏବେ ଏହା ଗୋପାଳପୁରରୁ ୨୬୦ କିମି ଦୂରରେ ରହିଛି । ପୁରୀ ଠାରୁ ୩୩୦ କିମି ଓ ପାରାଦୀପଠାରୁ ୪୨୦ କିମି ଦୂରରେ…
ପଦ୍ମଶ୍ରୀ ନନ୍ଦ ସାର୍ ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର
ପଦ୍ମଶ୍ରୀ ନନ୍ଦ ସାର୍ ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । ଚିକିତ୍ସା ପାଇଁ ଯାଜପୁରରୁ ଭୁବନେଶ୍ୱରକୁ ହେଲେ ସ୍ଥାନାନ୍ତର । ଗତ ନଭେମ୍ବର ୩୦ ତାରିଖରେ କରୋନା ଆକ୍ରାନ୍ତ ହୋଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ…
Navy Day ୨୦୨୧: ଗେଟ୍ ୱେ ଅଫ୍ ଇଣ୍ଡିଆରେ ସ୍ଥାନ ପାଇଲା ବିଶ୍ୱର ବୃହତ୍ତମ ଜାତୀୟ ପତାକା
ମୁମ୍ବାଇ: ଗେଟ୍ ୱେ ଅଫ୍ ଇଣ୍ଡିଆଠାରେ ଉଡ଼ିଲା ଦୁନିଆର ସବୁଠୁ ବଡ଼ ଜାତୀୟ ପତାକା । ନୌସେନା ଦିବସ ଅବସରରେ ଭାରତୀୟ ନୌସେନାର ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡ ଶନିବାର ମୁମ୍ବାଇ ନାଭାଲ ଡକୟାର୍ଡରେ ଦୁନିଆର ସବୁଠୁ ବଡ଼…
ଓଡ଼ିଶାରେ କମୁଛି କରୋନା ଟେଷ୍ଟିଂ: ତାଗିଦ କଲା କେନ୍ଦ୍ର
ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧି ଓ ଟେଷ୍ଟି କମିବା ନେଇ କେନ୍ଦ୍ରର ତାଗିଦ । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଓଡ଼ିଶାର ୬ଟି…