Browsing Category

ରାଜ୍ୟ

ପକ୍ଷୀ ମାଂସ ଝୋଳ ଖାଇବାକୁ ଚାଲିଥିଲା ରୋଷେଇ, ମାଡି ବସିଲେ ପକ୍ଷୀ ସୁରକ୍ଷା ବାହିନୀ: ଜଣେ ଶୀକାରୀ ଗିରଫ

ଟାଙ୍ଗୀ (ଭାସ୍କର ନ୍ୟୁଜ): ଚିଲିକାରୁ ବିଦେଶୀ ପକ୍ଷୀ ଶିକାର କରିବା ପରେ ସେହି ପକ୍ଷୀର ମାଂସକୁ ରୋଷେଇ ପାଇଁ କରାଯାଉଥିଲା ପ୍ରସ୍ତୁତି । ହେଲେ ମାଡି ବସିଲେ ପକ୍ଷୀ ସୁରକ୍ଷା ବାହିନୀ । ଶୀତ ଦିନେ ଚିଲିକାକୁ ସୁଦୂର…

ବାତ୍ୟା “ଜୱାଦ’ ପ୍ରଭାବ: ଆଜି-କାଲି ଶିମିଳିପାଳ ଅଭୟାରଣ୍ୟ ବନ୍ଦ

ବାରିପଦା(ଭାସ୍କର ନ୍ୟୁଜ୍‌): ବାତ୍ୟା "ଜୱାଦ'କୁ ଦୃଷ୍ଟିରେ ରଖି ଶନିବାରଠାରୁ ଦୁଇଦିନ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ । ବାତ୍ୟାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଏହି ଘୋଷଣା କରିଛନ୍ତି ।…

ବାତ୍ୟା ଜୱାଦ ଅପଡେଟ୍: ଘୁଞ୍ଚିଲା UGC-NET ପରୀକ୍ଷା

ଭୁବନେଶ୍ୱର: ବାତ୍ୟା ‘ଜୱାଦ’ ପାଇଁ ୬ଟି ସହରରେ ୟୁଜିସି-ନିଟ୍ ପରୀକ୍ଷା ଘୁଞ୍ଚିଲା । ଭୁବନେଶ୍ୱର, ଗୁଣୁପୁର, କଟକ, ବ୍ରହ୍ମପୁର, ପୁରୀ, ବିଶାଖାପାଟଣା କେନ୍ଦ୍ର ପରୀକ୍ଷା ଘୁଞ୍ଚିଲା । ୫ ତାରିଖରେ ହେବାକୁ ଥିବା…

ଅଭୟକାନ୍ତ ପାଠକଙ୍କୁ ଇଡିର ୧୨ ଘଣ୍ଟା ମାରାଥନ ଜେରା: ପୁଅ ଆକାଶ ପାଠକଙ୍କ ଦାମୀ କାର୍ ଜବତ

ଭୁବନେଶ୍ୱର: ଅଭୟକାନ୍ତ ପାଠକଙ୍କ ଘରେ ରେଡ ସହ ୧୨ ଘଣ୍ଟାର ମାରାଥନ ଜେରା କରିଛି ଇଡି ରେଡ୍ ବେଳେ ପୁଅ ଆକାଶ ପାଠକଙ୍କ ଦାମୀ କାରକୁ ନିଜ ଅଧୀନକୁ ନେଇଛି ଇଡି । ସେପଟେ ଇଡି ଜେରା ପରେ ପ୍ରତିକ୍ରିୟା ରଖି ଅଭୟକାନ୍ତ ପାଠକ…

ବିଶ୍ୱକପ୍ ହକି: ସେମିରେ ପରାସ୍ତ ହେଲା ଭାରତ

ଭୁବନେଶ୍ୱର: ଜୁନିୟର ପୁରୁଷ ହକି ବିଶ୍ୱକପ୍ ର ସେମିଫାଇନାଲରେ ଭାରତ ଜର୍ମାନୀଠାରୁ ୪-୨ ଗୋଲରେ ହାରିଲା ଭାରତ । ରବିବାର ସ୍ପେନ୍ ସହ ସ୍ଥାନ ନିର୍ଣ୍ଣାୟକ ମ୍ୟାଚ ଖେଳିବ ଭାରତ । ଶୁକ୍ରବାର ଫ୍ରାନ୍ସକୁ ୧-୩ ଗୋଲ୍ ରେ…

ବାତ୍ୟା ‘ଜୱାଦ’ ଅପଡେଟ: ଶନିବାର ୧୯ ଜିଲ୍ଲାରେ ସ୍କୁଲ ବନ୍ଦ

ଭୁବନେଶ୍ୱର: ବାତ୍ୟା ‘ଜୱାଦ’ ପାଇଁ ଶନିବାର ୧୯ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା । ୪ ତାରିଖରେ ସ୍କୁଲ ଛୁଟି ନେଇ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ । ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା,…

ଘୁଞ୍ଚିଲା ବିପିୟୁଟି Ph.D ଏଣ୍ଟ୍ରାନ୍ସ

ଭୁବନେଶ୍ୱର: ବାତ୍ୟା ଜୱାଦ ପାଇଁ ବିପିୟୁଟି ପରିଚାଳିତ ପିଏଚ.ଡି ପ୍ରେଗାମ ଏଣ୍ଟ୍ରାନ୍ସ ଘୁଞ୍ଚିଲା । ଆସନ୍ତା ୫ ତାରିଖ ରବିବାର ହେବାକୁ ଥିବା ଏଣ୍ଟ୍ରାନ୍ସ ୧୨ ତାରିଖକୁ ଘୁଞ୍ଚିଲା । ସୂଚନାଯୋଗ୍ୟ, ଆଣ୍ଡାମାନ ସାଗରୁ…

ଜୱାଦ ପାଇଁ ବିଏମସିର ତତ୍ପରତା: ଦାୟିତ୍ୱ ବାଣ୍ଟିଲେ କମିଶନର

ଭୁବନେଶ୍ୱର: ବାତ୍ୟା ‘ଜୱାଦ’ ପୁରୀରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଦୃଷ୍ଟିରୁ ବିଏମସିର ତତ୍ପରତା । ବାତ୍ୟା ମୁକାବିଲା ନେଇ ବିଏମସି କମିଶନର ବୈଠକ କରି ଦାୟିତ୍ୱ ବାଣ୍ଟିଲେ । ୬୭ ୱାର୍ଡର ଫିଲ୍ଡ ଷ୍ଟାଫଙ୍କୁ ନେଇ…

ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ଭିନ୍ନକ୍ଷମଙ୍କୁ ନିଶୁଳ୍କ କୃତ୍ରିମ ଅଙ୍ଗଦାନ

ଭୁବନେଶ୍ୱର: ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ଭିନ୍ନକ୍ଷମଙ୍କୁ ନିଶୁଳ୍କ କୃତ୍ରିମ ଅଙ୍ଗଦାନ ନିମନ୍ତେରେଡ୍ ସ୍ୱସ୍ତିକ ସୋସାଇଟି ପକ୍ଷରୁ ୫ ଦିନିଆ ପରିମାପ ଶିବିର ଅନୁଷ୍ଠିତ ହୋଇଛି । ଭିନ୍ନକ୍ଷମମାନଙ୍କର ବହୁବିଧ…

ଗୋପାଳପୁରଠାରୁ ୪୭୦ କିମି ଦୂରରେ ବାତ୍ୟା; SRCଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଡ଼ି ଆସୁଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଜୱାଦ’ । ବାତ୍ୟାକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ସେ…