
Browsing Category
ରାଜ୍ୟ
ସ୍କୁଲ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ପାଣିରେ ବୁଡ଼ି ଛାତ୍ର ମୃତ
ଯାଜପୁର: ସ୍କୁଲ ଗଣେଶ ମୂତ୍ତି ଭସାଣି ବେଳେ ପୋଖରୀରେ ବୁଡ଼ି ଛାତ୍ରଙ୍କର ମୃତ୍ୟୁ ଘଟିଛି। ପାଣିକୋଇଲି ଥାନା ରଙ୍ଗରଙ୍ଗା ଗାଁର ପୋଖରୀରେ ବୁଡ଼ି ଜଣେ ଛାତ୍ରଙ୍କର ପ୍ରାଣହାନି ଘଟିଛି।
ସୂଚନାନୁଯାୟୀ, ମୃତକ ପ୍ରହଲ୍ଲାଦ…
‘ଓଡ଼ିଶାରେ ଜନଜାତିଙ୍କ ବିକାଶ ଜରୁରୀ’, ଏସସି/ଏସଟି ଜାତୀୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା
ଭୁବନେଶ୍ୱର: ଏସସି/ଏସଟି ଜାତୀୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନଜାତିଙ୍କୁ ନେଇ ନିଜ ପ୍ରତିକ୍ରିୟା ଜାରି କରିଛନ୍ତି। ସେ କହିଛନ୍ତି ଯେ, ଜନଜାତିଙ୍କ ବିକାଶ ନିହାତି ଆବଶ୍ୟକ।
ସେ କହିଛନ୍ତି ଯେ,…
ଚାନ୍ଦା ଆଦାୟକାରୀଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ, ହେଲ୍ପଲାଇନ୍ ନମ୍ୱର ଜାରି କଲେ DCP
କଟକ: ପାର୍ବଣ ସମୟରେ ଚାନ୍ଦା ଆଦାୟକାରୀଙ୍କ ଉପରେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ସବୁ ଜିଲ୍ଲାର ଏସପିଙ୍କୁ ନିର୍ଦ୍ଦେଶ ଦେଲେ ପୋଲିସ ମହାନିର୍ଦ୍ଦେଶକ । ଅସାମାଜିକ କାର୍ଯ୍ୟକଳାପ ରୋକିବାକୁ ସିସିଟିଭି ଓ ଡ୍ରୋନ…
ପୁଣି ଆସୁଛି ଯୋଡ଼ା ଲଘୁଚାପ, ଆସନ୍ତା 31ରୁ ସେପ୍ଟେମ୍ବର 3 ଯାଏଁ ପ୍ରବଳ କାଚିବ
ଭୁବନେଶ୍ବର: ଆସୁଛି ଆଉ ଦୁଇଟି ଲଘୁଚାପ । ସେପ୍ଟେମ୍ବର ପହିଲାରୁ ପୁଣି ବଢିବ ବର୍ଷା । ସେପ୍ଟେମ୍ବର 3 ରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ଏହା ଅଧିକ ଘନୀଭୂତ ହୋଇ 5ରେ ଅବପାତ ରୂପ ନେବା…
ତୁଟିଲା କେଁ, ବଦଳିଲା ଝାରପଡ଼ା ଦୂର୍ଗାପୂଜା ମଣ୍ଡପର ଠିକଣା
ଭୁବନେଶ୍ୱର: ଝାରପଡ଼ା ଦୁର୍ଗାପୂଜା ମଣ୍ଡପର ବଦଳିଲା ଠିକଣା। ଲାଗିରହିଥିବା ବିବାଦର ଅନ୍ତ ହେଲା।
ଏଥର ମେଳଣ ପଡ଼ିଆରେ ହେବ ଝାରପଡ଼ା ଦୁର୍ଗା ପୂଜା। ଜେଲ୍ ରୋଡ୍ ଛକ ପରିବର୍ତ୍ତେ ମେଳଣ ପଡ଼ିଆରେ ହେବ ପୂଜା।
ଝାରପଡ଼ା…
Breaking: ଓଡ଼ିଶାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା; ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀର କରିବେ ଉଦଘାଟନ, 31 ବର୍ଷ ପରେ ଏହି ସମ୍ମିଳନୀ
ଭୁବନେଶ୍ବର: ଏୟାରପୋର୍ଟରେ ପହଞ୍ଚିଲେ ଲୋକସଭା ବାଚସ୍ପତି ଓମ ବିର୍ଲା । ଅନୁସୂଚିତ ଜାତି ଓ ଜନଜାତି ଜାତୀୟ ସମ୍ମିଳନୀକୁ କରିବେ ଉଦଘାଟନ। 1994 ପରେ ପ୍ରଥମଥର ଓଡ଼ିଶାରେ ସଂସଦୀୟ କମିଟିର ହେବ ବୈଠକ । ସମ୍ମିଳନୀରେ ବାଗ…
ଆସନ୍ତା 3ଦିନ ସାବଧାନ ରୁହନ୍ତୁ ଏହି ଜିଲ୍ଲାବାସୀ, ଆସୁଛି ଆଉ 2 ଲଘୁଚାପ
ଭୁବନେଶ୍ବର: ଗତ କିଛି ଦିନ ହେବ ବର୍ଷା ଲାଗି ରହିଥିବା ବେଳେ ଗତକାଲି କିଛି ସ୍ଥାନରେ ଟାଣ ଖରା ଦେଖାଯାଇଥିଲା । ତେବେ ବର୍ତ୍ତମାନ ବଡ଼ ବର୍ଷାର ସମ୍ଭାବନା ରହିନଥିବା ବେଳେ ସେପ୍ଟମ୍ବରରେ ଦୁଇଟି ଲଘୁଚାପ ଆସିବା ନେଇ…
ରାତି ଅଧରେ ଭୁବନେଶ୍ବରରେ ଛାତିଥରା ଘଟଣା, ପେଟ୍ରୋଲ୍ ଢାଳି ନିଜ ଦେହରେ ନିଆଁ ଲଗାଇଦେଲେ ଆଇନଜୀବୀ
ଭୁବନେଶ୍ବର: ପାଣ୍ଡରା ଅଞ୍ଚଳରେ ଅଭାବନୀୟ ଘଟଣା । ଏଠାରେ ଜଣେ ଆଇନଜୀବୀ ଜୀବନ ଦଗ୍ଧ ହୋଇ ପ୍ରାଣ ହରାଇଛନ୍ତି ।
ସେ ନିଜ ଉପରେ ପେଟ୍ରୋଲ ଢାଳି ଆତ୍ମହୁତି ଦେଇଥିବା ଜଣାପଡିଛି । ମୃତକ ହେଲେ ଦୀପକ କୁମାର ସାହୁ ଏବଂ ସେ…
(Breaking) ଜଗନ୍ନାଥ ମନ୍ଦିରରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁରେ ଜଳିଗଲେ ଜଗନ୍ନାଥଙ୍କ ସମେତ ତିନି ଠାକୁର
ବ୍ରହ୍ମଗିରି: ଜଗନ୍ନାଥ ମନ୍ଦିରରେ ଭୟଙ୍କର ଅଗ୍ନିକାଣ୍ଡ। ନିଆଁର ଆଁରେ ଜଳିଗଲେ ତିନି ଠାକୁର। ସେବାୟତ ସନ୍ଧ୍ୟା ଆଳତୀ ବେଳେ ଯେଉଁ ଦୀପ ଦେଇଥିଲେ ସେହି ଦୀପରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି।
ଏହି ଭୟଙ୍କର…
୩୧ ତାରିଖରେ ହେବାକୁ ଥିବା ହୋମଗାର୍ଡ ପରୀକ୍ଷା ସ୍ଥଗିତ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କରନ୍ତୁ ଅପେକ୍ଷା
କୋରାପୁଟ: ଗୃହରକ୍ଷୀ ପଦବୀ ପାଇଁ ହେବାକୁ ଥିବା ପାରକ୍ଷା ସ୍ଥଗିତ । ୩୧ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିଲା ।
୧୨୫ଟି ପଦବୀ ପାଇଁ ପରୀକ୍ଷା ହେବାର ଥିଲା । ପ୍ରତିକୂଳ ପାଗ, ପରିସ୍ଥିତି ଓ ପ୍ରାର୍ଥୀଙ୍କ…