Browsing Category
ରାଜ୍ୟ
ରାଜଧାନୀରେ ସ୍ଥାପନ ହେବ ICONIC ଆଦର୍ଶ ବିଦ୍ୟାଳୟ; ଗୁରୁଦିବସରେ ଭୂମି ପୂଜନ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ସ୍ଥାପନ ହେବାକୁ ଯାଉଛି ଏକ ଆଇକନିକ୍ ଆଦର୍ଶ ବିଦ୍ୟାଳୟ । ଏହି ଆଇକନିକ୍ ଆଦର୍ଶ ବିଦ୍ୟାଳୟରେ ୫୦୦ ଛାତ୍ରଛାତ୍ରୀଙ୍କୁ ପାଠ ପଢିବାର ସୁଯୋଗ ମିଳିବ । ୨୫ ଏକର…
୧୧୦ଟି ନୂଆ ବସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,(ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ଏ.ଜି ଛକରେ ଥିବା ଓ.ଏସ୍.ଆଇ.ଟି.ସି ର ମୁଖ୍ୟ କାର୍ଯ୍ୟାଳୟରୁ ୧୧୦ଟି ନୂଆ ଅତ୍ୟାଧୁନିକ ବସ୍ ର ଯାତ୍ରା ଶୁଭାରମ୍ଭ କରିଛନ୍ତି । ଯାତ୍ରୀ…
ସ୍କୁଟି ଡିକି ଭାଙ୍ଗି ନେଇଗଲେ ୨ ଲକ୍ଷ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଲୁଟ୍ ବଢ଼ିବାରେ ଲାଗିଛି । କେତେବେଳେ ଦିନ ଦିପହରରେ ବେକ କାଟି ସୁନା ଗହଣା ନେଇଯାଉଛନ୍ତି ତ କେତେବେଳେ ଏଟିଏମ୍ ଭାଙ୍ଗି ଟଙ୍କା ନେଇ ଯାଉଛନ୍ତି । ତେବେ ଇତି ମଧ୍ୟରେ ଆଉ ଖବର…
ଗାଡ଼ି ପାର୍କିଂକୁ ନେଇ ରାଜଧାନୀରେ ଫୁଟିଲା ଗୁଳି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାମାନ୍ୟ ଗାଡ଼ି ପାର୍କିଂକୁ ନେଇ ରାଜଧାନୀ ଉପକଣ୍ଠରେ ଫୁଟିଛି ଗୁଳି । ଜାଗମରାରେ ଗାଡ଼ି ପାର୍କିଂକୁ ନେଇ ପଡୋଶୀଙ୍କ ଖୁବ୍ ଜୋରରେ ଝଗଡ଼ା ହୋଇଥିଲା । ସାମାନ୍ୟ ବଚସାକୁ ନେଇ ଦୁଇ ପଡ଼ୋଶୀଙ୍କ…
ରାଜ୍ୟରେ ୩୨୦୭ ଉଦ୍ୟୋଗ ବନ୍ଦ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀ ଯୋଗୁଁ ଅର୍ଥନୀତିରେ ବିଶେଷ ପ୍ରଭାବ ପଡିଛି । କେତକେ ଶିଳ୍ପାନୁଷ୍ଠାନ ବନ୍ଦ ହୋଇ ପଡିଛି ତ ଆଉ କେତେକର ଅବସ୍ଥା ଅତି ଶୋଚନୀୟ ହୋଇଛି । ଏହାରି ମଧ୍ୟରେ କରୋନା ସ୍ଥିତି ପାଇଁ…
ୱେବ୍ ସାମ୍ବାଦିକଙ୍କୁ ଉଠାଇନେଲା ପୋଲିସ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଣେ ୱେବ୍ ସାମ୍ବାଦିକଙ୍କୁ ଉଠାଇନେଇଛି ପୋଲିସ୍ । ୱେବ ଚ୍ୟାନେଲ୍ ସମ୍ପାଦନ ସୁଧାଂଶୁ ରାଉତଙ୍କୁ ଉଠାଇ ନେଇଛି ପୋଲିସ୍ । ଧାବିକା ଦୂତୀ ଚାନ୍ଦଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଉଠାଇଥିବା…
ପୁଣି ଆସୁଛି ଲଘୁଚାପ!
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସେପ୍ଟେମ୍ବର ମାସ ଆରମ୍ଭରୁ ପୁଣି ଆସୁଛି ଲଘୁଚାପ । ସେପ୍ଟେମ୍ବର ୬ରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ…
ରାଜ୍ୟରୁ ପୁଣି ବାହାରିଲେ ୮୪୯ ଆକ୍ରାନ୍ତ, ଜାଣନ୍ତୁ କେତେ ଶିଶୁ ସଂକ୍ରମିତ
ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି…
ରାଜ୍ୟରେ ଆଉ ୭ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର, (ଓଡିଶା ଭାସ୍କର): ସମ୍ଭାବ୍ୟ ତୃତୀୟ ଲୋକଙ୍କ ମନରେ ଭୟ ସୃଷ୍ଟି ହେଉଥିବା ବେଳେ ରାଜ୍ୟରେ ମୃତ୍ୟୁସଂଖ୍ୟା ହଠାତ୍ କମିଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।…
ଗୋପରେ ଚୋର ଗ୍ୟାଙ୍ଗ ସକ୍ରିୟ: ଦୋକାନ ଓ ଗୋଦାମ ଘରେ ସିରିଜ ଲୁଟ୍, ସିସିଟିଭି ଫୁଟେଜ ଥାଇ ବି ଅଭିଯୁକ୍ତଙ୍କ ଟେର୍ ପାଉନି ପୋଲିସ
ଗୋପ (ଭାସ୍କର ନ୍ୟୁଜ୍): ଗୋପ ଥାନା ଅଞ୍ଚଳରେ ଏବେ ଦିନକୁ ଦିନ ଚୋରି ଡ଼କାୟତି ବଢ଼ି ଚାଲିଥିବା ବେଳେ ୨ ସପ୍ତାହ ମଧ୍ୟରେ ୧୨ ଗୋଟି ଚୋରି ହୋଇଥିବା ଅଭିଯୋଗ ହୋଇଥିବା ବେଳେ ପୁଣି ଗତ ରାତିରେ ନାଗପୁର ବଜାରରେ ଏକ ସିମେଣ୍ଟ…