Browsing Category
ରାଜ୍ୟ
ଚକୋଲେଟ୍ ଓ ଫୁଲ ରାଖୀ, ଏଥର ଭାଇ ହାତରେ ଭଉଣୀ ବାନ୍ଧିବ ନୂଆ ଡିଜାଇନ୍
ସୋର(ଓଡ଼ିଶା ଭାସ୍କର): ରାତି ପାହିଲେ ରକ୍ଷା ବନ୍ଧନ। ଏହି ଦିନରେ ଭଉଣୀଟିଏ ଭାଇ ହାତରେ ରାଖୀ ବାନ୍ଧି ତାର ଶୁଭ ମନାସି ଥାଏ। ଏଥିପାଇଁ ବିଭିନ୍ନ ସ୍ଥାନରେ ଭଳିକି ଭଳି ରାଖୀ ଦୋକାନ ଖୋଲିଛି। ବଜାରରେ ଫେନ୍ସି ଠାରୁ…
ଗରିବଙ୍କୁ ଏମ୍ସରେ ଇକମୋ ଚିକିତ୍ସା ମାଗଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗରିବ ଲୋକଙ୍କୁ ଭୁବନେଶ୍ୱର ଏମ୍ସରେ ଏଣିକି ମାଗଣା ଇକମୋ ଚିକିତ୍ସା ମାଗଣା ଦିଆଯିବ । ଏହି ପରିପ୍ରେକ୍ଷୀରେ ରାସନ କାର୍ଡ ଧାରୀ ଏବଂ ଗରିବ ଲୋକମାନଙ୍କୁ ମାଗଣାରେ ଯୋଗାଇ ଦିଆଯିବ ଏହି…
ଆରମ୍ଭରୁ ଅଘଟଣ: ସୌନ୍ଦର୍ଯ୍ୟକରଣ କାମ ବେଳେ ଭାଙ୍ଗିଲା ଯୁଦ୍ଧଘୋଡା ସଂଲଗ୍ନ ନର୍ତ୍ତକୀ ମୂର୍ତ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଘୋଡା ଓ ଯୁଦ୍ଧ ମୂର୍ତ୍ତିର ସୌନ୍ଦର୍ୟ୍ୟକରଣ କାମ ଆରମ୍ଭ ହୋଇଛି । ହେଲେ କାମ ଆରମ୍ଭ ନ ହେଉଣୁ ଅଘଟଣ ହୋଇଥିବା ଦେଖିବାକୁ ମିଳିଛି । ମୂର୍ତ୍ତି…
ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଡିଏଫ୍ଓ ସଂଗ୍ରାମ କେଶରୀଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ
ଗଜପତି (ଓଡିଶା ଭାସ୍କର): ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ନୂଆ ମୋଡ ନେଉଛି । ଏହା ମଧ୍ୟରେ ଆଜି କ୍ରାଇମବ୍ରାଞ୍ଚ ନିକଟରେ ହାଜର ହୋଇଛନ୍ତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। କ୍ରାଇମବ୍ରାଞ୍ଚର…
ଆଜି ‘ସ୍ମାର୍ଟ ସ୍କୁଲ୍’ର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର(ଓଡିଶା ଭାସ୍କର): ଆଜି ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡରେ ‘ସ୍ମାର୍ଟ ସ୍କୁଲ୍’ର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସ୍ମାର୍ଟ ବିଦ୍ୟାଳୟର ଉଦ୍ଘାଟନ…
ମାଲକାନାଗିରି ପୋଷ୍ଟ ଅଫିସରେ ଦୁର୍ନୀତି ମାମଲା: ୩୦ ଦିନ ଭିତରେ ରିପୋର୍ଟ ଦିଅ, ନଚେତ୍ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ: ରେଳମନ୍ତ୍ରୀ
କୋରାପୁଟ: ମାଲକାନାଗିରି ପୋଷ୍ଟ ଅଫିସ୍ ରେ ଦୁର୍ନୀତି ମାମଲା । ଜୟପୁରର ସଦର ଡିଭିଜନ୍ ଏସଏସପିଙ୍କୁ ୩୦ ଦିନର ସମୟ ସୀମା ଭିତରେ ରିପୋର୍ଟ ଦେବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ସମୟସୀମା ମଧ୍ୟରେ ରିପୋର୍ଟ ନଦେଲେ…
ରାଜ୍ୟରେ ପୁଣି ଆଖି ବୁଜିଲେ ୬୬ କରୋନା ସଂକ୍ରମିତ
ଭୁବନେଶ୍ୱର(ଓଡିଶା ଭାସ୍କର): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ…
ରାଜ୍ୟରେ ଜାରି ରହିଛି ସଂକ୍ରମଣ ଧାରା, ପୁଣି ଚିହ୍ନଟ ହେଲେ ୯ ଶହରୁ ଅଧିକ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନାର ପ୍ରଭାବ ଥମିନାହିଁ । ଲଗାତର ୬ ଦିନ ଧରି ଦୈନିକ ସଂକ୍ରମଣ ହଜାରେ ଉପରେ ରହିଥିଲା । ଏବେ ତିନିଦିନ ହେଲା ହଜାରେ ତଳକୁ ସଂକ୍ରମଣ ଖସିଛି । ଗତକାଲି ଅପେକ୍ଷା ଆଜି…
ଭୁବନେଶ୍ୱରରେ ୪ ଓଡ଼ିଆ ହକି ଖେଳାଳିଙ୍କ ସହ ରାତ୍ରି ଭୋଜନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଟୋକିଓ ଅଲମ୍ପିକ୍ସରେ ଭାଗ ନେଇ ଓଡ଼ିଶା ଏବଂ ଭାରତକୁ ଗୌରବାନିତ୍ୱ କରିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳର ୪ ଜଣ ଓଡ଼ିଆ ହକି ଖେଳାଳି ଦିଗ୍ରେସ ଏକ୍କା, ନମିତା ଟୋପୋ, ବୀରେନ୍ଦ୍ର…
ବହୁଚର୍ଚ୍ଚିତ ବାବୁରାମ ପଣ୍ଡା ହତ୍ୟା ମାମଲା: ୭ବର୍ଷ ପରେ ଫେରାର ଅଭିଯୁକ୍ତକୁ ଧରିଲା ପୁଲିସ
ପିପିଲି,(ଭାସ୍କର ନ୍ୟୁଜ୍): ଦୀର୍ଘ ୭ବର୍ଷ ପରେ ଫେରାର ହତ୍ୟା ଅଭିଯୁକ୍ତକୁ ବଳଙ୍ଗା ପୁଲିସ ଧରିବାରେ ସକ୍ଷମ ହୋଇଛି । ୨୦୧୪ ମସିହାରେ ପିପିଲି ଥାନା ଅଂଚଳରେ ଘଟିଥିବା ବହୁଚର୍ଚ୍ଚିତ ବାବୁରାମ ପଣ୍ଡା ହତ୍ୟାକାଣ୍ଡ…