Browsing Category
ରାଜ୍ୟ
ହାଇଦରର ବଡ଼ପୁଅ ମୁନ୍ନାର ଜାମିନ ଆବେଦନ ଖାରଜ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି । ଏହି ଘଟଣାକୁ କିଛି ଦିନ ବିତିଯାଇଥିବା ବେଳେ ଏବେ ଖବର ମିଳିଛି ଯେ, ହାଇଦରର ବଡ଼ପୁଅ ସେକ କାଦିର ଓରଫ ମୁନ୍ନାର ଜାମିନ…
ବ୍ରହ୍ମପୁରରେ କେବେ ମିଳିବ ବିଶୁଦ୍ଧ ଜଳ? ୨ ବର୍ଷ ହେଲା ସରୁନି କାମ
ଓଡ଼ିଶା ଭାସ୍କର ବ୍ୟୁରୋ: ପୁରୀରେ ବିଶ୍ୱସ୍ତରୀୟ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଶୁଭାରମ୍ଭ ହୋଇଯାଇଛି । ଏହାକୁ ନେଇ ପୁରୀ ସମେତ ଓଡ଼ିଶାରେ ଖୁସି ପ୍ରକାଶ ପାଇଛି । ତେବେ ଏହି ପ୍ରକଳ୍ପ ହେବା ପୂର୍ବରୁ ବ୍ରହ୍ମପୁର…
କ୍ୟାପିଟାଲ ହସପିଟାଲରେ ହେବ ଅକ୍ସିଜେନ୍ ପ୍ଲାଣ୍ଟ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ଆଉ ବାହାରୁ କିଣା ଯିବନି ଅକ୍ସିଜେନ୍ । କ୍ୟାପିଟାଲ ହସପିଟାଲରେ ହେବ ଅକ୍ସିଜେନ୍ ପ୍ଲାଣ୍ଟ । ଅଗଷ୍ଟ ୧୫ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ । ଏଭଳି ସୂଚନା ମିଳିବା ପରେ ରାଜଧାନୀ ସମେତ…
ପୁଣି ଘୁଞ୍ଚିଲା ଶୁଣାଣି, ବର୍ଷାଙ୍କ ପକ୍ଷରୁ କେହି ଆସିଲେନି କୋର୍ଟ
କଟକ(ଓଡ଼ିଶା ଭାସ୍କର): ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦର ବର୍ତ୍ତମାନ ସୁଦ୍ଧା କୌଣସି ସମାଧାନ ହୋଇପାରିନାହିଁ । ଏହାରି ମଧ୍ୟରେ ହାଇକୋର୍ଟରେ ଆସନ୍ତା ସପ୍ତାହକୁ…
ଦୂତୀ ଟୋକିଓରୁ ଦେଲେ ଚାନ୍ଦ ଭଳି ବାର୍ତ୍ତା… ଜାଣିଲେ ଆପଣ ବି ଖୁସି ହୋଇଯିବେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର ବ୍ୟୁରୋ): ଓଡ଼ିଶାର ସ୍ପ୍ରିଣ୍ଟର୍ ତଥା କ୍ରୀଡ଼ାବିତ୍ ଦୂତୀ ଚାନ୍ଦ ବର୍ତ୍ତମାନ ଟୋକିଓ ଅଲିମ୍ପିକ୍ସର କ୍ରୀଡ଼ାଗ୍ରାମରେ । ତାଙ୍କୁ ନେଇ ଓଡ଼ିଶା ସମେତ ସାରା ଦେଶରେ ଅନେକ ଆଶା ଓ ବିଶ୍ୱାସ ସୃଷ୍ଟି…
OAS ଅଧିକାରୀ ସ୍ତରରେ ଅଦଳବଦଳ, ରମେଶ ଚନ୍ଦ୍ର ପଣ୍ଡାଙ୍କୁ ବୌଦ୍ଧ ଡେପୁଟି କଲେକ୍ଟର ଦାୟିତ୍ୱ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ରାଜ୍ୟର ଦୁଇଜଣ ଓଏଏସ୍ ଅଧିକାରୀଙ୍କୁ ପରିବର୍ତ୍ତନ କରାଯାଇଛି । ତିହିଡ଼ି ତହସିଲଦାର ରମେଶ ଚନ୍ଦ୍ର…
ମାଗିଥିଲେ ମାତ୍ର ଶହେ ଟଙ୍କା, ସ୍ତ୍ରୀକୁ ମନା କରିଦେବାରୁ ଅତ୍ମହତ୍ୟା କଲେ ସ୍ୱାମୀ
ବୁଗୁଡ଼ା,(ଭାସ୍କର ନ୍ୟୁଜ୍) : ମଦ ଉଜାଡ଼ି ଦେଲା ପରିବାର । ନବ ବିବାହିତାର ମଥାରୁ ଲିଭିଗଲା ସିନ୍ଦୂର । ମାତ୍ର ଶହେ ଟଙ୍କା ପାଇଁ ଜୀବନ ହାରିଲେ ସ୍ୱାମୀ । ଏଭଳି ଏକ ଅଭାବନୀୟ ଘଟଣା ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଲିଆ…
ଓଡ଼ିଶାରେ ୬୦ ତଳକୁ ଖସୁନି କରୋନା ମୃତ୍ୟୁର ତାଣ୍ଡବ, ଜାଣନ୍ତୁ ଆଜି କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ ବି ମୃତ୍ୟୁ ସଂଖ୍ୟା ରେକର୍ଡସ୍ତରରେ ରହୁଛି । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।…
ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର
ପୁରୀ,(ଭାସ୍କର ନ୍ୟୁଜ୍): ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ବୁଧବାର ଅପରାହ୍ଣରେ ଦତ୍ତମହାପାତ୍ର ସେବକମାନେ ଦାରୁଦିଅଁଙ୍କ ଏହି ସେବା କରିବେ । ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ…
କରୋନା ପରେ ରାଜଧାନୀରେ ଡେଙ୍ଗୁ ଭୟ: ଦିନକୁ ୩୦ରୁ ୪୦ଜଣ ହେଉଛନ୍ତି ଆକ୍ରାନ୍ତ, ୪ଶହ ଟପିଲାଣି ରୋଗୀଙ୍କ ସଂଖ୍ୟା
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଏବେ ରାଜଧାନୀରେ ଡରାଉଛି ଡେଙ୍ଗୁ । ଏପର୍ଯ୍ୟନ୍ତ ଚିହ୍ନଟ ହେଲେଣି ୪୨୧ଜଣ ଆକ୍ରାନ୍ତ । ଶୈଳେଶ୍ରୀ ବିହାର ଓ ନିଳାଦ୍ରି ବିହାରରେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜଧାନୀରେ…