Browsing Category
ରାଜ୍ୟ
ଆସନ୍ତା ୧୯ ତାରିଖରୁ ରାସ୍ତାରେ ପୁଣି ଗଡ଼ିବ ‘ମୋ ବସ୍’
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୯ ତାରିଖରୁ ରାସ୍ତାରେ ପୁଣି ଗଡ଼ିବ ‘ମୋ ବସ୍’ । କରୋନା କଟକଣା ଏବଂ ଲୋକ ମାନଙ୍କର ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋହଳ କରିଛନ୍ତି। ଏଥିରେ ସମଗ୍ର ରାଜ୍ୟରେ…
ବାଲେଶ୍ୱରରେ ନାରୀ ନିର୍ଯାତନା, ଆଖି ବୁଜିଲେ ବଧୂ, ଆଉଜଣେ କଲବଲ
ବାଲେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱରରେ ନାରୀ ନିର୍ଯାତନାର ଦୁଇଟି ଘଟଣା ସାମ୍ନାକୁ ଆସିଛି । ଗୋଟିଏ ଖଇରା ଥାନା ଅଞ୍ଚଳର ଓ ଅନ୍ୟଟି ବସ୍ତା ଥାନା ଅନ୍ତର୍ଗତ ଘଟିଛି । ଖଇରା ଥାନା ଅଧୀନ ସରସତିଆ ଗାଁର ସସ୍ମିତା ଦାସ…
ଆଜି ରାଜ୍ୟରେ ୬୪ ଜଣଙ୍କର କରୋନାରେ ମୃତ୍ୟୁ
ଭୁବନେଶ୍ୱର, (ଓଡିଶା ଭାସ୍କର): ଆଜି ରାଜ୍ୟରେ କରୋନା ମୃତ୍ୟୁ ରେକର୍ଡ ପାର କରିଛି । ଗତ ଏଗାର ଦିନ ହେଲା କରୋନାରେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । କରୋନା ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ କବଳିତ…
ସରକାରୀ ବାବୁଙ୍କ ହାକିମାତି: ମାସ୍କ ପିନ୍ଧି ନଥିଲେ ପେଟ୍ରୋଲ ପମ୍ପ କର୍ମଚାରୀ, ତହସିଲଦାର କରାଇଲେ ବସ୍ ଉଠ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଜଣେ ସରକରୀ ବାବୁଙ୍କର ଜୁଲୁମ୍ ଦେଖିବାକୁ ମିଳିଛି । ମାସ୍କ ପିନ୍ଧି ନ ଥିବାରୁ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଜଣେ ତହସିଲଦାର ବସ୍ ଉଠ୍ କରିଛନ୍ତି । ତେବେ ଏହି ଘଟଣାର ଭିଡିଓ…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୦୭୦ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି । ଗତ ଦୁଇଦିନ ଧରି ରାଜ୍ୟରେ ସଂକ୍ରମଣ ୨ ହଜାର ଉପରକୁ ଉଠିଛି । ଗତ ଏପ୍ରିଲ ୧୨ ତାରିଖରେ ଶେଷଥର ପାଇଁ ରାଜ୍ୟରେ ସଂକ୍ରମଣ…
ମଦ୍ୟପ ସ୍ୱାମୀର ଉନ୍ମତକାଣ୍ଡ: ସ୍ତ୍ରୀ, ଶଳା ସହ ସଢୁକୁ ଭୁଜାଲି ଦେଲା ଚୋଟୋ, ଅଭିଯୁକ୍ତକୁ ଧରିଲା ପୋଲିସ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଗାଡ଼କଣରେ ଜଣେ ବ୍ୟକ୍ତି ଅତ୍ୟଧିକ ମଦ୍ୟପାନ କରି ଉନ୍ମତ୍ତକାଣ୍ଡ ଭିଆଇଛି । ସ୍ତ୍ରୀ, ସଢ଼ୁ ଓ ଶାଳକଙ୍କୁ ଅତର୍କିତ ଭୁଜାଲି ମାଡ଼ କରିଛି । ପୋଲିସ ଖବର ପାଇ…
ବିଶ୍ୱରେ ଆରମ୍ଭ ହେଲାଣି ତୃତୀୟ ଲହର, ବଢୁଛି ଡେଲ୍ଟା ଭାରିଏଣ୍ଟ୍ର ପ୍ରକେପ ; ଏବେଠୁ ସତର୍କ ନହେଲେ ସଂକ୍ରମଣ ବ୍ୟାପିବା ସହ ରଚିବ ମୃତ୍ୟୁର…
ଜେନେଭା, (ଓଡ଼ିଶା ଭାସ୍କର): ବିଶ୍ୱରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଯାଇଛି ବୋଲି କହି ଗୁରୁବାର ସତର୍କ କରାଇ ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) ମୁଖ୍ୟ ଟେଡ୍ରୋସ୍ ଆନ୍ଧାନୋମ୍ ଘେବ୍ରେୟେସୁସ୍…
ଆଜିଠୁ ଅଗଷ୍ଟ ୧ ଯାଏଁ ଓଡ଼ିଶାରେ ଆଂଶିକ ଲକ୍ଡାଉନ୍: ଗଡ଼ିବ ବସ୍, ଖୋଲିବ ପାର୍ଲର, ସ୍ପା ଓ ଜିମ୍, ପୂର୍ବ ଭଳି କାଟାଗୋରୀ-ବି’ରେ…
ଭୁବନେଶ୍ୱର,(ଓଡ଼ିଶା ଭାସ୍କାର) : ରାଜ୍ୟରେ ପୁଣି ବଢ଼ିଛି ଆଂଶିକ ଲକଡାଉନ୍ ଅବଧି । ଅଗଷ୍ଟ ୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି । ଏନେଇ ଗୁରୁବାର ମୁଖ୍ୟ ଶାସନ ସଚିବ…
ଦୁର୍ଘଟଣା ଦେଖି ଧାଇଁ ଆସିଲେ ମହିଳା ଟ୍ରାଫିକ୍ ପୋଲିସ୍; ତାପରେ…
ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ଟ୍ରାଫିକ ପୋଲିସଙ୍କ ସେବା ମନୋବୃତ୍ତିର କାହାଣୀ ଆପଣ ଶୁଣିଥିବେ । ଗୁରୁବାର ରାଜଧାନୀ ଭୁବନେଶ୍ୱରରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ରାଜଧାନୀର ଏଜି ଛକରେ ଜନୈକ ମହିଳାଙ୍କ…
ପରଲୋକରେ ଆଜାଦ ହିନ୍ଦ ଫୌଜର ବୀର ଯବାନ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆଜାଦ ହିନ୍ଦ ଫୌଜର ବୀର ଯବାନ ଓ ସ୍ୱାଧୀନତା ସଂଗ୍ରାମୀ ଇଶ୍ୱର ବିଷୋୟୀଙ୍କ ପରଲୋକ ଘଟିଛି । ରଣପୁର ବ୍ଲକର ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ବିୟୋଗରେ ଶୋକର ଛାୟା ଖେଳି ଯାଇଛି । ମଝିଆ…