Browsing Category

ରାଜ୍ୟ

ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଶ୍ରୀକ୍ଷେତ୍ରଧାମ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଜ୍ୟେଷ୍ଠଭ୍ରାତା ବଳଭଦ୍ର, ଭଗିନୀ ସୁଭଦ୍ରାଙ୍କ ସହ କାଳିଆ ସାଆନ୍ତ ମାଉସୀ ମାଆ ଘରକୁ ଯାତ୍ରା…

ବାଲୁକା ଶିଳ୍ପୀ ସତ୍ୟଙ୍କ ଅନନ୍ୟ କଳାକୃତି, ୧୦୯୭ ବୋତାମରେ ନିର୍ମାଣ କଲେ ୧୧ ଇଞ୍ଚର ନନ୍ଦିଘୋଷ ରଥ

ବ୍ରହ୍ମପୁର (ଓଡ଼ିଶା ଭାସ୍କର): ବିଶ୍ୱ ପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା ଅବସରରେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ନିଆରା କଳାକୃତି ଦେଖିବାକୁ ମିଳିଛି । ସେ ଚଳିତ ରଥଯାତ୍ରା ଅବସରରେ ୧୦୯୭ ବୋତାମରେ ନିର୍ମାଣ…

କରୋନା ପରେ ସ୍ମାର୍ଟ ସିଟିରେ ଡେଙ୍ଗୁ ଟେନ୍‌ସନ୍, ଘର ଘର ବୁଲି ଡେଙ୍ଗୁ ମୁକାବିଲା ପାଇଁ ସଚେତନତା କରିବ ବିଏମ୍‌ସି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଏବେ ରାଜଧାନୀରେ ଡେଙ୍ଗୁ ମୁକାବଲା ପାଇଁ ବିଏମ୍‌ସି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଜୋରଦାର ହୋଇଛି । ଏବେ ଘର ଘର ବୁଲି ସହରବାସୀଙ୍କୁ ସଚେତନତା କରୁଛି ବିଏମ୍‌ସି । ଡେଙ୍ଗୁର ଲକ୍ଷଣ ସହ…

ଇସ୍କନ୍‌ରେ ଅସ୍ଥାୟୀ ରଥରେ ପୂଜା ପାଇବେ ତିନି ଠାକୁର, କରୋନା କଟକଣା ନିୟମ ଅନୁଯାୟୀ ପାଳନ ହେବ ନୀତିକାନ୍ତି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମହାମାରୀ କରୋନା ସଂକମ୍ରଣ ଆଜି ସବୁ କ୍ଷେତ୍ରରେ ତାର ପ୍ରଭାବ ବିସ୍ତାର କରିଚାଲିଛି । ଗତ ଦୁଇବର୍ଷ ହେବ ଓଡ଼ିଶାର କଳା ସଂସ୍କୃତିକୁ ମଧ୍ୟ ରାଜ୍ୟବାସୀଙ୍କ ନିକଟରୁ ଛଡାଇ ନେଇଛି । ଗତବର୍ଷ…

ରାଜ୍ୟରେ ଟିକା ଅଭାବ, ଆଜି ୨୪ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ରାଜ୍ୟରେ ଟିକା ଅଭାବ ଯୋଗୁ  ଆଜି ୨୪ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ଅନୁଗୁଳ, ବଲାଙ୍ଗୀର, ବାଲେଶ୍ୱର, ବରଗଡ଼, ଭଦ୍ରକ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଯାଜପୁର,…

ଜଳ ଜୀବନ ମିଶନ: ଓଡ଼ିଶାକୁ ୩,୩୨୩ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ, ଆର୍ଥିକ ଆବଣ୍ଟନ ପରିମାଣ ଚାରିଗୁଣା ବୃଦ୍ଧି

ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର): ଦେଶର ପ୍ରତ୍ୟେକ ପରିବାରକୁ ଟ୍ୟାପ ଜରିଆରେ ସ୍ୱଚ୍ଛ ଜଳ ଯୋଗାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଙ୍କଳ୍ପ ଅନୁରୂପ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜଳ ଜୀବନ ମିଶନରେ ଓଡ଼ିଶାକୁ…

ଆଜି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା: ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରା କରିବେ ମହାବାହୁ, ରଥ-ପଥ ସବୁ ପ୍ରସ୍ତୁତ

ପୁରୀ, (ଓଡ଼ିଶା ଭାସ୍କର): ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସବୁଠାରୁ ବଡ ଯାତ୍ରା ତଥା ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଭାଇ, ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ମା’ ଘରକୁ ଯିବେ କାଳିଆ ଠାକୁର ।…

୨୪ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ; ଜାଣନ୍ତୁ କାହିଁକି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆସନ୍ତା କାଲି ରାଜ୍ୟର ୨୪ଟି ଜିଲ୍ଲାରେ ବନ୍ଦ ରହିବ ଟିକକରଣ । ଟିକା ଅଭାବରୁ ରାଜ୍ୟରେ ଟିକାକରଣ ଗଭୀର ଭାବରେ ପ୍ରଭାବିତ ହୋଇଛି । ସୋମବାର ରାଜ୍ୟର ୨୪ଟି ଜିଲ୍ଲାରେ ଟିକାକରଣ ବନ୍ଦ…

ସିଂହଦ୍ୱାରେ ବିଜେ ତିନି ରଥ; ଭାଇ-ଭଉଣୀ ସହ ଆସିବେ ଜଗତର ନାଥ

ପୁରୀ(ଓଡ଼ିଶା ଭାସ୍କର): ସୋମବାର ସକାଳ ହସିବ ନୂତନ ସୂର୍ଯ୍ୟୋଦୟ। ମହାପ୍ରଭୁଙ୍କ କରୁଣାରୁ ଶ୍ରୀକ୍ଷେତ୍ରେ ପଡ଼ିବ ସୁନେଲି କିରଣ ଛିଟା। ସ୍ୱାଗତ କରିବ ମହୋଦଧୀ। ଉଲ୍ଲସିତ ଶ୍ରଦ୍ଧାଳୁ ଆଉ ଭାବବିହ୍ୱଳ ଭକ୍ତପ୍ରାଣ। ସେପଟେ…