Browsing Category

ରାଜ୍ୟ

ଶ୍ରୀମନ୍ଦିରର ଦ୍ୱାର ପାଇଁ ପହଞ୍ଚିଲା ୧.୨ଟନ ରୁପା, ୧୫ କାରିଗରରେ ଚାଲିଛି କାମ

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ଦ୍ୱାରର ଉପରେ ରୁପାର ଛାଉଣୀ ହେବ । ଏନେଇ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଆଜି ପ୍ରାୟ ୧.୨ ଟନର ରୁପା ଆସିଥିବା ସୂଚନା ଦେଇଛନ୍ତି ଉନ୍ନୟନ ପ୍ରଶାସକ । ସୂଚନା…

ଧର୍ମେନ୍ଦ୍ରଙ୍କ ପ୍ରମୋସନ ନା ଡିମୋସନ୍?

ସବୁ କଳ୍ପନାଜଳ୍ପନା ପରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରିତ ହୋଇଛି । ୪୩ ନୂତନ ମନ୍ତ୍ରୀଙ୍କୁ ମନ୍ତ୍ରୀ ପରିଷଦରେ ସାମିଲ କରାଯାଇଛି । ଏଥିରେ ୩୫ ନୂଆ…

ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ଆହତ ୨ ଯବାନ ଏମ୍ସରେ ଭର୍ତ୍ତି

ଭୁବନେଶ୍ୱର: ବୌଦ୍ଧ-କନ୍ଧମାଳ ସୀମା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଉମା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ କମ୍ବିଂ ବେଳେ ଗୁଳିବିନିମୟ ହୋଇଛି । ୮ ଘଣ୍ଟାରୁ ଅଧିକ ସମୟ ହେଲାଣି ଗୁଳି…

କରୋନା ଓ ଡେଙ୍ଗୁର ପ୍ରାଥମିକ ଲକ୍ଷଣ ସମାନ, ଜାଣନ୍ତୁ କେମିତି ଚିହ୍ନଟ କରିବେ ରୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମଗ୍ର ବିଶ୍ୱକୁ ବର୍ତ୍ତମାନ କରୋନା କବଳିତ କରି ରଖିଥିବା ବେଳେ ବର୍ତ୍ତମାନ ସାମନାକୁ ଆସିଛି ଘାତକ ଡେଙ୍ଗୁ । ଉଭୟ କରୋନା ଓ ଡେଙ୍ଗୁ ରୋଗର ପ୍ରାଥମିକ ଲକ୍ଷଣ ପ୍ରାୟତଃ ସମାନ ହୋଇଥିବାରୁ…

ଦେଢ଼ ସେମିର ରଥ ଗଢ଼ିଲେ ଶିଳ୍ପୀ ସୁବଳ ମହାରଣା, ରଚିଲେ ରେକର୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କ ଭାବାବେଗ ବଢ଼ିଯାଏ । ମହାବାହୁଙ୍କୁ ଦର୍ଶନ କରିବାକୁ ପ୍ରାଣ ବ୍ୟାକୁଳ ହୋଇଉଠେ । ଜଗତର ଠାକୁର କାଳିଆ ସାଆନ୍ତଙ୍କୁ କିଏ କେଉଁ ଭଳି ରୂପ…

ମେଡ଼ିକାଲ ଛାତରୁ ଡେଇଁ ଆତ୍ମହତ୍ୟା କଲେ ଯୁବତୀ

ରାୟଗଡ଼ା(ଓଡ଼ିଶା ଭାସ୍କର): ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଣେ ଯୁବତୀ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ମେଡ଼ିସିନ ୱାର୍ଡର ୩…

ଓଡ଼ିଶାରେ ‘ମୋହଲ୍ଲା କ୍ଲାସ’ ଢାଞ୍ଚାରେ ହେବ ଶିକ୍ଷାଦାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ଯୋଗୁଁ ଶିକ୍ଷାଦାନରେ ବିଶେଷ ପ୍ରଭାବ ପଡ଼ିଛି । ଏହାରି ମଧ୍ୟରେ ଓଡ଼ିଶାରେ ‘ମୋହଲ୍ଲା କ୍ଲାସ’ ଢାଞ୍ଚାରେ ଶିକ୍ଷାଦାନ ଆରମ୍ଭ ହେବାକୁ ଯାଉଛି । ଏଣିକି ନିଜ ନିଜ ଗାଁରେ…

ଶ୍ରମିକ ହନ୍ତସନ୍ତ; ୧୫ରେ ବନ୍ଦ ଡାକରା ଦେଲେ ବାମପନ୍ଥୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାମାରୀ ଯୋଗୁଁ ସାଧାରଣ ଜନତା ଦରମରା ହୋଇଗଲେଣି । ଏଭଳି ସ୍ଥିତିରେ ନିତ୍ୟ ବ୍ୟବହାର୍ଯ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି କଲବଲ କରସାରିଲାଣି । ସେହିପରି ବିଭିନ୍ନ କାରଣ ଯୋଗୁଁ…

ଅଗଷ୍ଟରେ ଆସିବ ମୋଲନୁପିରାଭିର ଟିକା, ମାତ୍ର ୮ ଦିନରେ କରୋନାରୁ ମୁକ୍ତି ମିଳିବ ବୋଲି କହିଲେ ଡାକ୍ତର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମଗ୍ର ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିବା ସହ ତୃତୀୟ ଲହରର ଆଶଙ୍କା ରହିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଟିକାକରଣକୁ ଜୋରଦାର କରାଯାଉଛି । ତେବେ ଏହି ସମୟରେ…

ଆଜି ରାଜ୍ୟରେ ୫୮ ଜଣଙ୍କର କରୋନାରେ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ଆଜି ରାଜ୍ୟରେ କରୋନା ମୃତ୍ୟୁ ରେକର୍ଡ ପାର କରିଛି । ଗତ ପାଞ୍ଚଦିନ ହେଲା କରୋନାରେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । କରୋନା ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ କବଳିତ…