Browsing Category

ରାଜ୍ୟ

ପୁଣି ବିବାହ କଲେ ଭାରତୀ, ଯାତ୍ରା ନାୟିକାଙ୍କ ନୂଆ ଜୀବନ-ସାଥୀ ବିଷୟରେ ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯଲିଉଡ୍ ଜଗତ ତଥା ଯାତ୍ରା ଜଗତର ଏକ ଚର୍ଚ୍ଚିତ ନାମ ଭାରତୀ । ପୂରା ନାମ ଭାରତୀ ଧଳ । ମଞ୍ଚ ଉପରେ ସେ ଲୋକଙ୍କୁ ହସାଇ ପାରନ୍ତି ଆଉ କନ୍ଦାଇ ଦେବାର ଦକ୍ଷତା ବି ରଖିଛନ୍ତି । ଦୀର୍ଘଦିନର…

ଲୁଚାଛପାରେ ଚଳାଇଥିଲେ ମଦ କାରବାର, ମାଡ଼ି ବସିଲା ବିଏମସି ସ୍କ୍ୱାଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ ନିୟମ ଉଲ୍ଲଂଘନ କରନାହିଁ । ଜାରି ହୋଇଥିବା ନିୟମ ପାଳନ କର । ବାରମ୍ବାର ଏଭଳି ତାଗିଦ୍ ସତ୍ତେ୍ୱ ଶୁଣୁନାହାନ୍ତି ଅମାନିଆ । ଫଳରେ ବାଧ୍ୟ ହୋଇ କାର୍ଯ୍ୟାନୁଷ୍ଠାନ ନେଉଛି ବିଏମସି…

ବସ୍ ଚଳାଚଳ ପାଇଁ ଆସିବ ଗାଇଡଲାଇନ୍: ପରିବହନ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟରେ ଆଂଶିକ ଲକଡାଉନ ଘୋଷଣା କରିଛନ୍ତି । ପଜିଟିଭିଟି ହାର ୫% କମିଥିବା ‘ଏ’ କାଟେଗୋରୀର ୨୦ଟି ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଅନୁମତି ମିଳିଛି । ୨୦ଟି…

ରୋଷେଇ ଘରକୁ ମହଙ୍ଗା ମାଡ଼: ବଢ଼ିଲା ଗ୍ୟାସ୍ ସିଲିଣ୍ଡର ଦର, ଜାଣନ୍ତୁ କେତେ?

ନୂଆଦିଲ୍ଲୀ: ମହଙ୍ଗା ହୋଇଛି ଗ୍ୟାସ ସିଲିଣ୍ଡର । କରୋନା କାଳରେ ପେଟ୍ରୋଲ-ଡିଜେଲ ପରେ ଜୁଲାଇ ୧ ଅର୍ଥାତ୍ ଆଜିଠାରୁ ରୋଷେଇ ଗ୍ୟାସର ଦର ବଢ଼ିଛି । ସରକାରୀ ତୈଳ କମ୍ପାନୀଗୁଡିକ ଘରୋଇ ରୋଷେଇ ଗ୍ୟାସରେ ୨୫.୫୦ ଟଙ୍କା…

ରାଜ୍ୟରେ ପୁଣି ବଢ଼ିଲା ସଂକ୍ରମଣ: ଆଜି ୩୦୮୭ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସଂକ୍ରମଣ ହ୍ରାସ ପାଇଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ସଂକ୍ରମଣ ଅଧିକ ରହିଥିବା ଦେଖିବାକୁ…

ଥମୁନି କରୋନା ମୃତ୍ୟୁ: ଆଜି ଓଡ଼ିଶାରୁ ୪୫ ଆକ୍ରାନ୍ତ ହରାଇଲେ ପ୍ରାଣ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ମୃତ୍ୟୁସଂଖ୍ୟା ନିୟନ୍ତ୍ରଣକୁ ଆସିନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ମୃତ୍ୟୁସଂଖ୍ୟାରେ ରୋକ୍ ଲାଗିପାରୁନାହିଁ । ଗତ ୨୪…

ଘୁଞ୍ଚିଲା ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ତାଲିକା ଦାଖଲ ଅବଧି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ତାଲିକା ଦାଖଲ କରିବାର ଅବଧି ଘୁଞ୍ଚିଛି । ସମ୍ପତ୍ତି ତାଲିକା ଦାଖଲ ଅବଧି ଅଗଷ୍ଟ ୩୧ ପର୍ଯ୍ୟନ୍ତ ଘୁଞ୍ଚିବା ନେଇ ସବୁ ଜିଲ୍ଲାପାଳମାନଙ୍କୁ ଚିଠି…

ତୈଳଦର ବୃଦ୍ଧିକୁ ନେଇ ବଢ଼ୁଛି ଜନଅସନ୍ତୋଷ, ଜୁଲାଇ ୭ ରୁ ୧୭ ଯାଏଁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କେନ୍ଦ୍ରର ବିଜେପି ନେତୃତ୍ୱ ମୋଦି ସରକାରଙ୍କ ଦୂରଦର୍ଶିତାର ଅଭାବ ଯୋଗୁଁ ସାରା ଦେଶରେ କରୋନା ମହାମାରୀ ଥମିବାର ନାଁ ନେଉନଥିବା ବେଳେ କେନ୍ଦ୍ର ସରକାର କ୍ରମାଗତ ଭାବେ ୨ ମାସ ମଧ୍ୟରେ ୨୯…

ଖୋର୍ଦ୍ଧା ରାେଡ଼ରୁ ସୁରତକୁ ଗଡ଼ିବ ବିଶେଷ ଟ୍ରେନ୍, ଜୁଲାଇ ୫ରୁ ଆରମ୍ଭ ହେବ ଟ୍ରେନ୍ ସେବା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ପଶ୍ଚିମ ଭାରତକୁ ଯାତାୟାତ କରୁଥିବା ନିୟମିତ ଟ୍ରେନ୍‌ ଗୁଡ଼ିକରେ ମାତ୍ରାଧିକ ପ୍ରତିକ୍ଷା ତାଲିକାକୁ ଏଡାଇବା ପାଇଁ ରେଳ ମନ୍ତ୍ରଣାଳୟ ଗୁଜୁରାଟର ସୁରଟ…

ଆସନ୍ତା ୩ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା, ଆଜି ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ…