Browsing Category

ରାଜ୍ୟ

ଓଡିଶା ଛୁଇଁଲା ମୌସୁମୀ ବାୟୁ, କାଲିଠୁ ପ୍ରବଳ ବର୍ଷିବ

ଭୁବନେଶ୍ୱର (ଓଡିଶା ଭାସ୍କର): କେରଳ ପରେ ଓଡିଶା ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ବାୟୁ ଓଡିଶା ଛୁଇଁବା ନେଇ ଭୁବନେଶ୍ୱର ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ୪୮ ଘଣ୍ଟା…

ପାଣି ବଦଳରେ ଏସିଡ ପିଇ ଦେଲେ ତହସିଲଦାର; ତା’ପରେ….

ନୂଆଦିଲ୍ଲୀ: ଖୁବ୍ ଶୋଷ ହେଉଥିଲା । ହେଲେ ତରବରରେ ବୁନ୍ଦେ ପାଣି ବଦଳରେ ପିଇ ଦେଲେ ଏସିଡ୍ । ଏହାକୁ ପିଇବା ପରେ ପାଟି ଓ ତଣ୍ଟି ପୋଡିଗଲା । କୁଲଗାମ ହାଜିପୁରାର ତହସିଲଦାରଙ୍କ ଏଭଳି ଅବସ୍ଥା ହୋଇଛି । ଏ ଘଟଣାକୁ ନେଇ…

ଓଡ଼ିଶାରୁ ଆଜି ୪୪ ଜଣଙ୍କର ଜୀବନ ନେଲା କରୋନା, ଜାଣନ୍ତୁ କେଉଁଠୁ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ବି ମୃତୁସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାଫଳରେ…

ରାଜ୍ୟରେ ଆଜି ୬,୦୯୭ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ହାର କ୍ରମଶଃ ନିମ୍ନମୁଖୀ ହେବାରେ ଲାଗିଛି । ପୂର୍ବରୁ ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଥିଲା । ବର୍ତ୍ତମାନ…

ପ୍ରବଳ ବର୍ଷାରେ ଭୁଶୁଡିଲା ୪ ମହଲା ବିଲ୍ଡିଂ: ୧୧ ମୃତ, ୮ ଗୁରୁତର 

ମୁମ୍ବାଇ: ମୁମ୍ବାଇରେ ମୌସୁମୀ ଆରମ୍ଭ ହେବା ସହିତ ଏକ ବଡ ଅଘଟଣା ଘଟିଯାଇଛି ।  ବୁଧବାର ବିଳମ୍ବିତ ରାତିରେ ପ୍ରବଳ ବର୍ଷା ହେବା କାରଣରୁ ମଲାଡ ପଶ୍ଚିମ ଅଞ୍ଚଳରେ ଅବସ୍ଥିତ ୪ ମହଲା କୋଠା ଭୁଶୁଡି ପଡିଛି । ସ୍ଥାନୀୟ…

ଜୁନ୍ ୨୪ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଦେବ ସ୍ନାନ ପୂର୍ଣ୍ଣିମା, ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁରୀ ଏସପିଙ୍କ ସମୀକ୍ଷା ବୈଠକ…

ପୁରୀ (ଓଡ଼ିଶା ଭାସ୍କର): କରୋନା କଟକଣା ମଧ୍ୟରେ ଚଳିତ ମାସ ଜୁନ ୨୪ ତାରିଖରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଦେବ ସ୍ନାନ ପୂର୍ଣ୍ଣିମା । ହାତ ଗଣତି ପରି ଆଉ ବାକି ରହିଲା…

ଔଷଧ ଦୋକାନୀ ଓ କର୍ମଚାରୀ ନେବେ ଟିକା, ଜିଲ୍ଲାପାଳ ଓ ସମସ୍ତ କମିଶନରଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ଏବେ ରାଜ୍ୟର ସମସ୍ତ ଔଷଧ ଦୋକାନୀ ଏବଂ ସେଠାରେ କାମ କରୁଥିବା କର୍ମଚାରୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକାକରଣ କରାଯିବ । ଏନେଇ ବୁଧବାର ସ୍ୱାସ୍ଥ୍ୟ ବିଭାଗ ସଚିବ ପ୍ରଦୀପ୍ତ କୁମାର…

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ: ଆଜିଠୁ ୧୪ ଯାଏଁ ପ୍ରବଳ ବର୍ଷା ଆଶଙ୍କ, ଜିଲ୍ଲାପାଳ, ମ୍ୟୁନିସିପାଲ୍‌ କମିଶନରଙ୍କୁ ସତର୍କ…

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ବାତ୍ୟା "ୟଶ୍'ର କ୍ଷୟକ୍ଷତି ସମ୍ପୂର୍ଣ୍ଣଭାବେ ମନରୁ ଲିଭି ନଥିବା ବେଳେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପର ସମ୍ଭାବନା ଦେଖାଦେଇଛି । ଏଥିସହ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗାମୀ…

ଖୁସି ଖବର: ଓଡ଼ିଶାରୁ ଆଜି ୮୦୩୨ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହଇଚଇ ସୃଷ୍ଟି କରିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଜି ଆଉ ୮ ହଜାର ୩୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହ ରାଜ୍ୟରେ କରୋନାରୁ ସୁସ୍ଥ…

୭ଟି ଜିଲ୍ଲାରେ ୭ଟି ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡିଶା ଭାସ୍କର): କରୋନା କାଳରେ ରାଜ୍ୟର ୭ଟି ଜିଲ୍ଲାରେ ୭ଟି ତରଳ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ଓ ୭ଟି ପିଏସଏ ବ୍ୟବସ୍ଥାର ଭିତ୍ତିପ୍ରସ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ବିଭିନ୍ନ…