CHARIDHAM
Browsing Category

ରାଜ୍ୟ

ମେ’ ୨୪ ପର୍ଯ୍ୟନ୍ତ ଏହି ରାଜ୍ୟରେ ବଢିଲା ଲକଡାଉନ୍‌, ଗରିବ ଲୋକଙ୍କୁ ମିଳିବ ଭତ୍ତା

ଲକ୍ଷ୍ନୌ,୧୫ ।୫: କରୋନା ସଂକ୍ରମଣ ନିୟନ୍ତ୍ରଣକୁ ନଆସିବାରୁ ଅନେକ ରାଜ୍ୟରେ ଲକଡାଉନ ଓ ସଟଡାଉନ ଭଳି କଟକଣାର ଅବଧିକୁ ବଢାଇଯାଉଛି । ଏହାରି ମଧ୍ୟରେ ଉତ୍ତରପ୍ରଦେଶରେ କରୋନା କର୍ଫ୍ୟୁକୁ ମେ’ ୨୪ ତାରିଖ ସକାଳ ୭ଟା…

ଖୁସି ଖବର : ଓଡ଼ିଶାରେ ଆଜି ୧୦,୭୮୧ ସଂକ୍ରମିତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୫।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୦,୭୮୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…

ଭୁବନେଶ୍ୱରରୁ ଆଜି ୧୧୧୮ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୫ ।୫(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ପୁଣି ୧୧୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…

ବରିଷ୍ଠ ନାଗରିକ ମାନଙ୍କୁ ଘରୁ ଆଣି ଟିକା ଦିଆଯିବ

ଭୁବନେଶ୍ୱର, ୧୫/୦୫(ଓଡିଶା ଭାସ୍କର) : ବରିଷ୍ଠ ନାଗରିକଙ୍କ ଟିକାକରଣ ପାଇଁ ନୁତନ ବ୍ୟବସ୍ଥା କରାଯାଇଛି । ୧୯୨୯ ନମ୍ବରକୁ କଲ୍ କଲେ ବିଏମସି ତରଫରୁ ଉକ୍ତ ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ସେମାନଙ୍କୁ ଟିକାକରଣ କେନ୍ଦ୍ରକୁ…

କରୋନା ମୁକାବିଲା ନେଇ ରାଜ୍ୟ ସରକାର ଗଠନ କଲେ ଉପଦେଷ୍ଟା କମିଟି

ଭୁବନେଶ୍ୱର, ୧୫/୦୫(ଓଡିଶା ଭାସ୍କର) : କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଏନେଇ ଆଜି ପ୍ରେସମିଟ ମାଧ୍ୟମରେ ସୁଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏହି କମିଟି ବିଶିଷ୍ଟ…

ଘରୋଇ ସଂସ୍ଥାଙ୍କ ପାଇଁ ଆସିଲା ଇ-ପରମିସନ୍ ଆପ୍

ଭୁବନେଶ୍ୱର, ୧୫/୦୫(ଓଡିଶା ଭାସ୍କର) : କୋଭିଡ୍ ସମୟରେ କାର୍ଯ୍ୟ କରୁଥିବା କିଛି ଘରୋଇ ସଂସ୍ଥାଙ୍କୁ ସେମାନଙ୍କର କାର୍ଯ୍ୟ ଜାରି ରଖିବାକୁ ଅନୁମତି ମିଳିଛି । ଏହି ପରିପ୍ରେକ୍ଷୀରେ କୋଭିଡ୍ ନିୟମକୁ କଡାକଡି କରିଛନ୍ତି…

ରାଜଧାନୀରେ ଏଣିକି ଅନଲାଇନରେ ମିଳିବ ମଦ: ସପ୍ତାହକୁ ପାଞ୍ଚଦିନ କରିପାରିବେ ଅର୍ଡର

ଭୁବନେଶ୍ୱର, ୧୫ା୫ (ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏଣିକି ଅନଲାଇନରେ ମିଳିବ ମଦ । ଅନଲାଇନରେ ମଦ ବିକ୍ରି ନେଇ ଅନୁମତି ପ୍ରଦାନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଫୋନରୁ ମେସେଜ୍ କରି କିମ୍ବା ହ୍ୱାଟସଆପ୍…

କରୋନାରେ କବଳରେ ୨୧୦ କମିଶନରେଟ୍ ପୋଲିସ

ଭୁବନେଶ୍ୱର, ୧୫ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଅତି ଭୟଙ୍କର ଭାବେ ଦିନକୁ ଦିନ ମାଡ଼ି ଚାଲିଛି । ପୂର୍ବରୁ ସାମ୍ବାଦିକ, ଆଇନଜୀବୀ, ଅଭିନେତା, ରାଜନେତା ଓ କ୍ରୀଡ଼ାବିତମାନେ କରୋନାରେ ପ୍ରାଣ…

ବଢ଼ିବ କି ଲକଡାଉନ୍ ଅବଧି: ୪ଟା ୩୦ରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍

ଭୁବନେଶ୍ୱର, ୧୫/୦୫(ଓଡିଶା ଭାସ୍କର) : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ରତିଦିନର ମୃତ୍ୟୁ ସଂଖ୍ୟା ପ୍ରଶାସନକୁ ଚିନ୍ତାରେ ପକାଉଛି । ତେବେ ଏହି ପରିପ୍ରେକ୍ଷୀରେ ଆଜି କରୋନାର ଦ୍ୱିତୀୟ…

ଝାରସୁଗୁଡା ସବଜେଲରେ ୬୮ କଏଦୀ କରୋନା ପଜିଟିଭ୍

ଝାରସୁଗୁଡା, ୧୫/୦୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ ବିଭିନ୍ନ ଜେଲ୍ ର କଏଦୀ ମାନେ ସଂକ୍ରମିତ ହୋଇଥିବା ଦେଖିବାକୁ ମିଳୁଛି । ଏହି ମାରାତ୍ମକ ମହାମାରୀ ଗତ ବର୍ଷ ଭଳି…