Browsing Category
ରାଜ୍ୟ
ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
ଭୁବନେଶ୍ୱର, ୧୨ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୫୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୩ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ୩ଜଣ ମୃତକ ଗଞ୍ଜାମ ଜିଲ୍ଳାର ହୋଇଥିବା ସୂଚନା ମିଳିଛି । ସେମାନଙ୍କ ବୟସ…
ବଡ଼ ଖବର: ରାଜ୍ୟରେ ଆଉ ୫୯୫ ପଜିଟିଭ ଚିହ୍ନଟ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ
ଭୁବନେଶ୍ୱର, ୧୨ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ଆଉ ୨୧ ଟି ଜିଲ୍ଲାରୁ ୫୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫୯୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୯୪ ଓ ସ୍ଥାନୀୟ ଅଞ୍ଚଳରୁ ୨୦୧ ଜଣ ଚିହ୍ନଟ…
୨୪ଘଣ୍ଟାରେ ୫୫୧ଜଣଙ୍କ ଜୀବନ ନେଲା କରୋନା
ନୂଆଦିଲ୍ଲୀ, ୧୨ା୭: ଦେଶରେ ଦିନକୁ ଦିନ ପରିସ୍ଥିତି ଅଣଆୟତ ହେବାରେ ଲାଗିଛି । କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୪୯ହଜାର ୫୫୩କୁ ବୃଦ୍ଧି…
ଗଞ୍ଜାମରେ ହେବ ଆଉ ୮ଟି କୋଭିଡ୍ ହସ୍ପିଟାଲ
ଗଞ୍ଜାମ,୧୨/୭(ଓଡିଶା ଭାସ୍କର): କରୋନାକୁ ଦୃଷ୍ଟିରେ ରଖି ଗଞ୍ଜାମରେ ୮ଟି କୋଭିଡ୍ ହସ୍ପିଟାଲ ହେବ। ୫ଟି CCC ଓ ୩ଟି DCHC ହସ୍ପିଟାଲ ହେବ। ତେବେ CCC ହେଉଛି କୋଭିଡ୍ କେୟାର ସେଣ୍ଟର ଓ DCHC ହେଉଛି ଡେଡିକେଟେଡ…
ରାଜ୍ୟରେ ବଢ଼ିଲା ୧୪୪୧ କୋଭିଡ ଶଯ୍ୟା
ଭୁବନେଶ୍ୱର,୧୧ ।୭(ଓଡିଶା ଭାସ୍କର):ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏହାର ମୁକାବିଲା କରିବା ପାଇଁ ହସ୍ପିଟାଲରେ ବଢିଛି ୧୪୪୧ କୋଭିଡ ଶଯ୍ୟା । ହାଇଟେକ୍ ମେଡିକାଲ କଲେଜରେ ବଢିଛି ଆଉ ୫୦୦…
କରୋନାରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ
ଭୁବନେଶ୍ୱର,୧୧ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଏହାର କବଜାରେ ଆସି ସାଧାରଣ ଜନତାଙ୍କ ସମେତ ବହୁ କରୋନା ଯୋଦ୍ଧା ମଧ୍ୟ ସଂକ୍ରମିତ ହେଉଛନ୍ତି । ସେହିପରି କରୋନାରେ…
ନାମଯଜ୍ଞ କରି ନାମ ନେଲେ ନାଏବ ସରପଞ୍ଚ
ଗଞ୍ଜାମ,୧୧ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ବଢିଚାଲିଛି, କିନ୍ତୁ ଅମାନିମା ଲୋକେ କଟକଣା ଫୁ କରି ଉଡାଇ ଦେଉଛନ୍ତି । ଲୋକଙ୍କ ଅମାନିଆ ଗୁଣକୁ ଦେଖି ମହାମାରୀ କମିବା ବଦଳରେ ଦିନକୁ ଦିନ ବଢି ବଢି…
ଖୁସି ଖବର: ଆଜି ୩୮୮ ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର,୧୧ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ଆସିଛି ଖୁସି ଖବର । ଆଜି ରାଜ୍ୟରେ ୩୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ସୁସ୍ଥ ସଂଖ୍ୟା…
ଭୁବନେଶ୍ୱରରେ କୋଭିଡ ସ୍ଥିତିକୁ ନେଇ କ’ଣ କହିଲେ ସରକାର?
ଭୁବନେଶ୍ୱର,୧୧ ।୭(ଓଡିଶା ଭାସ୍କର): ରାଜ୍ୟରେ ବିଭିନ୍ନ ଜିଲ୍ଲା ସମତେ ରାଜଧାନୀରେ ବି କରୋନା ମହାମାରୀ ବଢି ବଢି ଚାଲିଛି । ଭୁବନେଶ୍ୱରରେ କୋଭିଡ ସ୍ଥିତି ନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ସରକାର । ବିଏମସି କମିଶନର…
ଢେଙ୍କାନାଳକୁ ୮ଟି ଜିଲ୍ଲାର ଲୋକଙ୍କ ପ୍ରବେଶ ମନା, ଜାଣନ୍ତୁ କେଉଁଟି?
ଢେଙ୍କାନାଳ,୧୧ ।୭(ଓଡିଶା ଭାସ୍କର): କରୋନାର ବୃଦ୍ଧି ହେତୁ କଟକଣା ବଢିବାରେ ଲାଗିଛି । ଏହାରି ମଧ୍ୟରେ ଢେଙ୍କାନାଳ ଜିଲ୍ଲାରେ ୮ଟି ଜିଲ୍ଲାର ଲୋକଙ୍କ ପ୍ରବେଶ ମନା ହୋଇଛି । ସେହି ୮ଟି ଜିଲ୍ଲାରେ ସାମିଲ ଅଛି- ଗଞ୍ଜାମ,…