CHARIDHAM
Browsing Category

ରାଜ୍ୟ

ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡିଲେ ବିରୋଧୀ, ଜାଣନ୍ତୁ କିଏ?

ଭୁବନେଶ୍ୱର,୩ ।୪(ଓଡିଶା ଭାସ୍କର): ଲୋକାୟୁକ୍ତ ସଂଶୋଧନ ବିଲକୁ ନେଇ ଆଜି ଗୃହରେ ହୋ-ହାଲ୍ଲା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ବାଚସ୍ପତି ସୂର୍ଯ୍ୟ ନାରାୟଣଙ୍କ ଉପରକୁ ଚପଲ ଫୋପାଡିଛନ୍ତି ବିରୋଧୀ ସଦସ୍ୟ ।…

ବିଧାନସଭାରେ ଉପସ୍ଥାପିତ ହେଲା ସିଏଜି ରିପୋର୍ଟ

ଭୁବନେଶ୍ୱର, ୩ା୪ (ଓଡିଶା ଭାସ୍କର): ବିଧାନସଭାରେ ଉପସ୍ଥାପିତ ହୋଇଛି ସିଏଜି ରିପୋର୍ଟ । ସାଧାରଣ ଓ ସାମାଜିକ, ରାଜସ୍ୱ ଓ ଆର୍ଥିକ କ୍ଷେତ୍ରର ସିଏଜି ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇଛି । ୨୦୧୯-୨୦ ବର୍ଷ ପାଇଁ ଏହି…

ଓଡିଶାର ଏହି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା, ଜାଣନ୍ତୁ କେଉଁଠି?

ଫୁଲବାଣୀ,୩ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ପୁଣି ସକ୍ରିୟ ହେବାରେ ଲାଗିଛି । ଏହାରି ମଧ୍ୟରେ ଫୁଲବାଣୀ ପୌରାଞ୍ଚଳର ୨ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ୨ ନମ୍ବର ୱାର୍ଡ ଡାକପାଳର…

ଖାକିରେ ଲାଗିଲା କଳଙ୍କର ଛିଟା: ମହିଳାଙ୍କୁ ଅଶାଳୀନ ମନ୍ତବ୍ୟ, ହାତ ଧରି ରୁମକୁ ଟାଣିନେଲେ ପୋଲିସ ବାବୁ

ଦଶରଥପୁର, ୩ା୪ (ଓଡିଶା ଭାସ୍କର): ପୁଣି ଲାଗିଛି ଖାକିରେ କଳଙ୍କର ଛିଟା । ଜଣେ ପୋଲିସ ଅଧିକାରୀ ଜଣେ ମହିଳାଙ୍କୁ ଅଶାଳୀନ ମନ୍ତବ୍ୟ ଦେବା ସହ ହାତ ଧରି ରୁମକୁ ଟାଣି ନେବା ଘଟଣା ହଇଚଇ ସୃଷ୍ଟି କରିଛି । ମହିଳାଙ୍କ…

ଜଙ୍ଗଲ ରକ୍ଷା କରିବାକୁ ଅଣ୍ଟା ଭିଡ଼ିଲେ ଗାଁ ଲୋକ

ମାଲକାନଗିରି , 3/4 :ବସନ୍ତ ଋତୁ ଆରମ୍ଭରୁ ଜଙ୍ଗଲରେ ନିଆଁ ଲାଗିବା ସାଧାରଣ କଥା। ପ୍ରାକୃତିକ କିମ୍ବା ଅସାମାଜିକ ତତ୍ୱ ମାନଙ୍କ ପାଇଁ ପ୍ରତିବର୍ଷ ହଜାର ହଜାର ହେକ୍ଟର ମୂଲ୍ୟବାନ ଜଙ୍ଗଲ ପୋଡି ପାଉଁଶ ହେବା ସହ…

ବିବାହ ଓ ଉତ୍ସବରେ ଅଧିକ ଲୋକ ଏକାଠି ହେବା ମନା, ଜାଣନ୍ତୁ କେତେଜଣଙ୍କୁ ମିଳିଲା ଅନୁମତି

ଭୁବନେଶ୍ୱର, ୩ା୪ (ଓଡିଶା ଭାସ୍କର): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ନୂଆ ଗାଇଡଲାଇନ୍ ଜାରି କରିଛି । ବିବାହରେ ଏଣିକି କେବଳ ଶହେ ଲୋକ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ୫୦ ଜଣ ଲୋକ ଯୋଗ…

ଅସମ୍ଭାଳ କରୋନା ସ୍ଥିତି ! ରାଜ୍ୟରେ ଆଜି ୪୫୨ ପଜିଟିଭ ଚିହ୍ନଟ , ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୩।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।  ଆଜି ପୁଣି ୪୫୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୬୭ ଓ ସ୍ଥାନୀୟ ଅଞ୍ଚଳରୁ ୧୮୫ ଜଣ…

ଉକ୍ରଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଉପରାଷ୍ଟ୍ରପତି

ଭୁବନେଶ୍ୱର, ୩ା୪ (ଓଡିଶା ଭାସ୍କର): ଆଜି ଉକ୍ରଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବ । ଆଜିର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଯୋଗ ଦେଇଛନ୍ତି । କଡ଼ା ସୁରକ୍ଷା ମଧ୍ୟରେ…

ସମ୍ବଲପୁର ହୋମିଓପ୍ୟାଥି କଲେଜରେ ରାଗିଂ

ସମ୍ବଲପୁର,୩ ।୪(ଓଡିଶା ଭାସ୍କର): ସମ୍ବଲପୁର ସରକାରୀ ହୋମିଓପ୍ୟାଥି କଲେଜରେ ରାଗିଂ ଅଭିଯୋଗ ହୋଇଛି । ୪ ଛାତ୍ରୀଙ୍କ ବିରୋଧରେ ରାଗିଂ ଅଭିଯୋଗ ଆଣିଛନ୍ତି ଜଣେ ଛାତ୍ରୀ । ୪ ଛାତ୍ରୀଙ୍କ ସମେତ ଜଣେ ଛାତ୍ରଙ୍କ ବିରୋଧରେ…