
Browsing Category
ରାଜ୍ୟ
ରାଜ୍ୟର ଏହି ସହରରୁ ହଟିଲା ନାଇଟ୍ କର୍ଫ୍ୟୁ: ଜାଣନ୍ତୁ କେଉଁଠି ଓ କାହିଁକି
ଭୁବନେଶ୍ୱର, ୨୮ା୩ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛ । ତେଣୁ ଅନେକ ସ୍ଥାନରେ ଲକଡାଉନ ଓ ନାଇଟ କର୍ଫ୍ୟୁ ଘୋଷଣା କରାଯାଉଛି । ମାତ୍ର ଆଜିଠାରୁ ନବରଙ୍ଗପୁର ଜିଲ୍ଲାରୁ ନାଇଟ୍ କର୍ଫ୍ୟୁ…
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ତିନି ଶହ ନିକଟତର, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, ୨୮ା୩ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୨୯୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୭୧ ଓ ସ୍ଥାନୀୟ…
ଶ୍ରୀମନ୍ଦିରରୁ ଖସିଲା ମୂର୍ତ୍ତି: ସେବାୟତ ଗୁରୁତର
ପୁରୀ, ୨୮ା୩ (ଓଡିଶା ଭାସ୍କର): ପୁରୀ ଶ୍ରୀମନ୍ଦିରରୁ ହିରଣ୍ୟକସ୍ୟପଙ୍କ ମୂର୍ତ୍ତି ଖସିପଡ଼ି ଜଣେ ସେବାୟତ ଗୁରୁତର ହୋଇଛନ୍ତି । ଗୁରୁତର ସେବାୟତ କୁନୁ ମହାପାତ୍ରଙ୍କୁ ଚିକିତ୍ସା ନିମନ୍ତେ ପୁରୀ ମୁଖ୍ୟ ଚିକିତ୍ସାଳୟରେ…
ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୫ ବଖରା, ୧୧ ଗାଈ ଜୀବନ୍ତ ଦଗ୍ଧ
ଭଦ୍ରକ, ୨୮ା୩ (ଓଡିଶା ଭାସ୍କର): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ହେଙ୍ଗୁପତି ମହାଳିକ ସାହିରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୧୫ ବଖରା ଜଳିଯିବା ସହ ୧୧ ଗାଈ ଜୀବନ୍ତ ଦଗ୍ଧ ହୋଇଛନ୍ତି ।…
ରାଜ୍ୟରେ କଲେଜ ପରେ ହାଇସ୍କୁଲରୁ ୬ ପଜିଟିଭ୍ ଚିହ୍ନଟ
ବିନିକା,୨୭ ।୩(ଓଡିଶା ଭାସ୍କର): କରୋନା ମହାମାରୀ ପୁଣି ଥରେ ସକ୍ରିୟ ହେବାରେ ଲାଗିଛି । ରାଜ୍ୟର ବିଭିନ୍ନ କଲେଜରେ ଛାତ୍ରଛାତ୍ରୀ ପଜିଟିଭ ହେବା ପରେ ଏବେ ହାଇସ୍କୁଲରେ ବ୍ୟାପିଲାଣି କରୋନା । ସୁବର୍ଣ୍ଣପୁର ଜିଲ୍ଲା…
ଟ୍ୱିନସିଟିରେ ଆରମ୍ଭ ହୋଇଗଲା ଘୂର୍ଣ୍ଣିଝଡ ଓ ବର୍ଷା, ଜାଣନ୍ତୁ କେଉଁ କେଉଁ ଜିଲ୍ଲାକୁ ସତର୍କବାଣୀ?
ଭୁବନେଶ୍ୱର,୨୭ ।୩(ଓଡିଶା ଭାସ୍କର): ଅସହ୍ୟ ଗରମ ପରେ ହଠାତ୍ ବଦଳିଯାଇଛି ରାଜଧାନୀର ପାଣିପାଗ । ରାଜଧାନୀ ଭୁବନେଶ୍ୱର ଓ କଟକରେ ଘୂର୍ଣ୍ଣିଝଡ, ବର୍ଷା ସହ ବଜ୍ରପାତ ଆରମ୍ଭ ହୋଇସାରିଛି । କୁଆପଥର ବୃଷ୍ଟି ଓ ବଜ୍ରପାତକୁ…
ବିଜେଡିର ୨ ଗୋଷ୍ଠୀ ହାତାହାତି
ପୁରୀ,୨୭ ।୩(ଓଡିଶା ଭାସ୍କର): ପିପିଲି ଉପନିର୍ବାଚନକୁ ନେଇ ରାଜନୀତି ଜୋର ଧରିଛି । ଏହାରି ମଧ୍ୟରେ ପୁରୀରେ ବିଜେଡିର ୨ ଗୋଷ୍ଠୀ ହାତାହାତି ହୋଇଛନ୍ତି । ଗାନ୍ଧିଜୀଙ୍କ ଓଡିଶା ଆଗମନକୁ ଶହେ ବର୍ଷ ପୂର୍ତ୍ତି ରାଲି ବେଲେ…
OERC Increases Power Tariff for the year 2021-22. Know the Details!
Bhubaneswar, 27/3: Electricity prices have risen for domestic consumers. Electricity prices have been announced for 2021-22, it has risen by 30 paise per unit.
Electricity rates…
ଏଣିକି ବିଦ୍ୟୁତ, ଜଳଯୋଗାଣ କର୍ମଚାରୀଙ୍କୁ ଟିକା
ଭୁୁବନେଶ୍ୱର,୨୭ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଟିକାକରଣକୁ ମଧ୍ୟ ବଢାଇବାକୁ ଗୁରୁତ୍ୱ ଦିଆଯାଇଛି । ରାଜ୍ୟରେ ଏଣିକି ବିଦ୍ୟୁତ, ଜଳ ଯୋଗାଣ, ପରିବହନ ବିଭାଗ…
ଝାରସୁଗୁଡାର ଇଞ୍ଜିନିୟରିଂ କଲେଜରୁ ୨୧ ପଜିଟିଭ୍ ଚିହ୍ନଟ
ଝାରସୁଗୁଡା,୨୭ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଝାରସୁଗୁଡାର ଏକ ଇଞ୍ଜିନିୟରିଂ କଲେଜରୁ ୨୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୧ ଜଣ ଚିହ୍ନଟଙ୍କ ମଧ୍ୟରେ…