Browsing Category
ରାଜ୍ୟ
ମାହାଙ୍ଗା ଡବଲ ମର୍ଡର: ମୁଖ୍ୟ ଅଭିଯୁକ୍ତ ସହ ୪ ଅଟକ
ମାହାଙ୍ଗା, ୫ା୧ (ଓଡିଶା ଭାସ୍କର): ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା ମାମଲାରେ ପୋଲିସ ୪ ଜଣଙ୍କୁ ଅଟକ ରଖିଛି । କଟକ ଗ୍ରାମାଞ୍ଚଳ ଥାନା ପୋଲିସ…
ବିଜେପିରୁ ଭଗବାନ ନାୟକ ନିଲମ୍ବିତ
ପୁରୀ,୪ ।୧(ଓଡିଶା ଭାସ୍କର): ପୁରୀ ଜିଲ୍ଲା ବ୍ରହ୍ମଗିରି ମଣ୍ଡଳ ସଭାପତି ଆଜି ବିଜେପିରୁ ନିଲମ୍ବିତ ହୋଇଛନ୍ତି । ବିଜେପି ସଭାପତି ଭାବେ କାର୍ଯ୍ୟ କରୁଥିବା ଭଗବାନ ନାୟକଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସଭାପତି ସମୀର…
ଚଳିତମାସ ଶେଷ ସୁଦ୍ଧା ଓଡିଶାକୁ ଆସିପାରେ କରୋନା ଟିକା
ଭୁବନେଶ୍ୱର,୪ ।୧(ଓଡିଶା ଭାସ୍କର): କରୋନାର ନୂଆ ଷ୍ଟ୍ରେନକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଚଳିତ ମାସ ଶେଷ ସୁଦ୍ଧା ଓଡିଶାକୁ କରୋନା ଟିକା ଆସିପାରେ ବୋଲି ଆଶା ପ୍ରକାଶ କରିଛନ୍ତି…
କଟକରେ ୭ ସୁଦ୍ଧା ମନ୍ଦିର ଖୋଲିବା ନିଷ୍ପତ୍ତି
କଟକ,୪ ।୧(ଓଡିଶା ଭାସ୍କର): କରୋନା ପ୍ରକୋପ କମିବା ପରେ ରାଜ୍ୟର ବନ୍ଦ ଥିବା ମନ୍ଦିରଗୁଡିକ ଧିରେ ଧିରେ ଖୋଲିବାରେ ଲାଗିଛି । ଏହାରି ମଧ୍ୟରେ କଟକରେ ମଧ୍ୟ ୭ ସୁଦ୍ଧା ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ । ଏନେଇ…
ପ୍ରଦୀପ ମାମଲା: ସିଡି ଦାଖଲ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ
ଭୁବନେଶ୍ୱର,୪ ।୧(ଓଡିଶା ଭାସ୍କର): ଟାଟା ମୋଟର୍ସ ଠକେଇ ଘଟଣାରେ ଗିରଫ ହୋଇଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ପ୍ରସଙ୍ଗରେ କେସ୍ ଡାଏରୀ ଦାଖଲ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦିଆଯାଇଛି ।…
ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୂତି ଉଦ୍ୟମ
ଖୋର୍ଦ୍ଧା, ୪ ।୧ (ଓଡିଶା ଭାସ୍କର) : ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜଣେ ବ୍ୟକ୍ତିଙ୍କ ଆତ୍ମାହୂତି ଉଦ୍ୟମ କରିଛନ୍ତି…
ରାଜ୍ୟରେ ଆଜି ୧୮୩ ପଜିଟିଭ୍ ଚିହ୍ନଟ, ୨ ମୃତ
ଭୁବନେଶ୍ୱର,୪।୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୧୮୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୦୬ ଜଣ ଓ ସ୍ଥାନୀୟ ଅଞ୍ଚଳରୁ…
ଅଜଣା ଜନ୍ତୁ ଆକ୍ରମଣ: ୧୫ ଛେଳି ମୃତ
ଦେବଗଡ଼, ୪ା୧ (ଓଡିଶା ଭାସ୍କର): ଦେବଗଡ଼ ଜିଲ୍ଲାର ବାରକୋଟ ବ୍ଲକ ଅଞ୍ଚଳରେ ଏକ ଅଜଣା ଜନ୍ତୁର ଶିକାର ହୋଇ ୧୫ରୁ ଅଧିକ ଛେଳି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଜଣେ ଛେଳି ଚରାଳି ସନ୍ଧ୍ୟାରେ ଘରକୁ ଫେରୁଥିବା ସମୟରେ ଅଜଣା…
ଶପଥ ନେଲେ ମୁଖ୍ୟ ବିଚାରପତି ଏସ.ମୁରଲୀଧର
ଭୁବନେଶ୍ୱର, ୪ା୧ (ଓଡିଶା ଭାସ୍କର): ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଏସ.ମୁରଲୀଧର ଶପଥ ନେଇଛନ୍ତି । ରାଜଭବନରେ ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।…
ଆସନ୍ତାକାଲିଠାରୁ ରାଜ୍ୟର ଏହି ସ୍ଥାନମାନଙ୍କରେ ଘନକୁହୁଡ଼ି ଅନୁଭୂତ ହେବ, ଜାଣନ୍ତୁ କେଉଁଠି
ଭୁବନେଶ୍ୱର, ୩ା୧ (ଓଡିଶା ଭାସ୍କର): ରାଜ୍ୟରେ ଆଉ ୩ ଦିନ ପର୍ଯ୍ୟନ୍ତ ଘନକୁହୁଡ଼ି ଜାରି ରହିବ । ପାଣିପାଗ ବିଭାଗ ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି । ଆସନ୍ତାକାଲିଠାରୁ ୬ ଜିଲ୍ଲାରେ ଘନକୁହୁଡ଼ି ଆଶଙ୍କା ହେତୁ ୟେଲୋ…