Browsing Category
ରାଜ୍ୟ
ଅଜଣା ଜନ୍ତୁ ଆକ୍ରମଣ: ୧୫ ଛେଳି ମୃତ
ଦେବଗଡ଼, ୪ା୧ (ଓଡିଶା ଭାସ୍କର): ଦେବଗଡ଼ ଜିଲ୍ଲାର ବାରକୋଟ ବ୍ଲକ ଅଞ୍ଚଳରେ ଏକ ଅଜଣା ଜନ୍ତୁର ଶିକାର ହୋଇ ୧୫ରୁ ଅଧିକ ଛେଳି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଜଣେ ଛେଳି ଚରାଳି ସନ୍ଧ୍ୟାରେ ଘରକୁ ଫେରୁଥିବା ସମୟରେ ଅଜଣା…
ଶପଥ ନେଲେ ମୁଖ୍ୟ ବିଚାରପତି ଏସ.ମୁରଲୀଧର
ଭୁବନେଶ୍ୱର, ୪ା୧ (ଓଡିଶା ଭାସ୍କର): ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଏସ.ମୁରଲୀଧର ଶପଥ ନେଇଛନ୍ତି । ରାଜଭବନରେ ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।…
ଆସନ୍ତାକାଲିଠାରୁ ରାଜ୍ୟର ଏହି ସ୍ଥାନମାନଙ୍କରେ ଘନକୁହୁଡ଼ି ଅନୁଭୂତ ହେବ, ଜାଣନ୍ତୁ କେଉଁଠି
ଭୁବନେଶ୍ୱର, ୩ା୧ (ଓଡିଶା ଭାସ୍କର): ରାଜ୍ୟରେ ଆଉ ୩ ଦିନ ପର୍ଯ୍ୟନ୍ତ ଘନକୁହୁଡ଼ି ଜାରି ରହିବ । ପାଣିପାଗ ବିଭାଗ ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି । ଆସନ୍ତାକାଲିଠାରୁ ୬ ଜିଲ୍ଲାରେ ଘନକୁହୁଡ଼ି ଆଶଙ୍କା ହେତୁ ୟେଲୋ…
୬ରୁ ଖୋଲିବ ପାଇକମାଳର ପ୍ରସିଦ୍ଧ ନୃସିଂହନାଥ ମନ୍ଦିର
ବରଗଡ଼, ୩ା୧ (ଓଡିଶା ଭାସ୍କର): ଆସନ୍ତା ୬ ତାରିଖରୁ ଖୋଲିବ ବରଗଡ଼ ଜିଲ୍ଲାର ପାଇକମାଳର ନୃସିଂହନାଥ ମନ୍ଦିର । ତେବେ ମନ୍ଦିର ଖୋଲିବାର ପ୍ରଥମ ୭ ଦିନ ବରଗଡ଼ ଜିଲ୍ଲାବାସୀଙ୍କୁ ଦର୍ଶନ ଅନୁମତି ମିଳିବ ବୋଲି ବରଗଡ଼ ଜିଲ୍ଲାପାଳ…
କେମିତି ହେବ ଏ ବର୍ଷ ର ମାଟ୍ରିକ ପରୀକ୍ଷା, ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଜରୁରୀ ସୂଚନା
ଭୁବନେଶ୍ୱର, ୩ା୧ (ଓଡିଶା ଭାସ୍କର): ଚଳିତ ବର୍ଷ ୧୦୦ ମାର୍କ ପରିବର୍ତେ ୮୦ ମାର୍କ ର ପରୀକ୍ଷା ହେବ । ଛାତ୍ରଛାତ୍ରୀ ଙ୍କ ମାନସିକ ଚାପ କୁ ଦୂରେଇବା ପାଇଁ ଏହି ନିଷ୍ପତି ନିଆଯାଇଛି OMR ସିଟରେ ୫୦ ମାର୍କର ଅବଜେକ୍ଟିଭ୍…
ରାଜ୍ୟରେ ଏହିଦିନ ଖୋଲିବ କଲେଜ, ଜାଣନ୍ତୁ କେବେ ହେବ ପରୀକ୍ଷା
ଭୁବନେଶ୍ୱର, ୩ା୧ (ଓଡିଶା ଭାସ୍କର): କରୋନା ପାଇଁ ସମସ୍ତ ସ୍କୁଲ, କଲେଜ ପ୍ରାୟତଃ ବନ୍ଦ ରହିଥିଲା । ତେବେ ରାଜ୍ୟ ସରକାର ଜାନୁଆରୀ ମାସ ୮ ତାରିଖରୁ ସ୍କୁଲ ଖୋଲିବା ନେଇ ପୂର୍ବରୁ ନିଷ୍ପତ୍ତି ନେଇ ସାରିଛନ୍ତି ।…
ତାସଖେଳରୁ ହେଲା ବିଭତ୍ସ ହତ୍ୟା , ନାବାଳକ ର ଶିଳପୁଆ ମାଡ ରେ ଯୁବକଙ୍କ ମୃତ୍ୟୁ
ଭଦ୍ରକ , 3/1 : ତାସ ଖେଳ କାଳ ହୋଇଛି । ତାସ ଖେଳ ବେଳେ ଜଣେ ନାବାଳକ ର ଶିଳପୁଆ ମାଡ ରେ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି । ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଦୋଳସାହି ଗାଁରେ ଘଟିଛି ଏପରି ବିଭତ୍ସ ହତ୍ୟାକାଣ୍ଡ । ତାସ ଖେଳ…
ସ୍କୁଲ ଖୋଲିବା ପରେ ହଷ୍ଟେଲ ଖୋଲିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି, ଜାଣନ୍ତୁ କଣ ରହିଛି ଗାଇଡଲାଇନ
ଭୁବନେଶ୍ୱର, ୩ା୧ (ଓଡିଶା ଭାସ୍କର): ଜାନୁଆରୀ ୮ ତାରିଖରୁ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି । ତେବେ ବର୍ତ୍ତମାନ ହଷ୍ଟେଲ ଖୋଲିବା ନେଇ ସରକାର ଏକ ଗାଇଡଲାଇନ ଜାରି କରିଛନ୍ତି ।…
ଦେଶରେ ଦିନକରେ ୨୧୭ ମୃତ, ୧୮ ହଜାର ଆକ୍ରାନ୍ତ
ନୂଆଦିଲ୍ଲୀ, ୩ା୧: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୧୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୯ ହଜାର ୪୩୫କୁ ବୃଦ୍ଧି ପାଇଛି । ଦିନକରେ ୧୮ ହଜାର ୧୭୭ ଜଣ ଆକ୍ରାନ୍ତ ହୋଇଥିବା…
ମାହାଙ୍ଗାରେ ଡବଲ ମର୍ଡର: ୧୨ ଜଣଙ୍କ ନାମରେ ମାମଲା ରୁଜୁ
ମାହାଙ୍ଗା, ୩ା୧ (ଓଡିଶା ଭାସ୍କର): ମାହାଙ୍ଗାରେ ଦୁଇ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଛି । ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସମ୍ପର୍କୀୟଙ୍କୁ କିଛି ଦୁର୍ବୃତ୍ତ ହତ୍ୟା…