Browsing Category
ରାଜ୍ୟ
୧୦ ଡିଗ୍ରୀ ତଳେ ରାଜ୍ୟର ୮ ସହର
ଭୁବନେଶ୍ୱର, ୩ା୨ (ଓଡିଶା ଭାସ୍କର): କିଛିଦିନର ନିରବତା ପରେ ପୁଣି ଥଣ୍ଡା ଫେରିଛି । ଗତ ତିନିଦିନ ଧରି କ୍ରମାଗତ ଭାବେ ଥଣ୍ଡା ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୮ ଟି ସ୍ଥାନରେ ପାରଦ ୧୦ଡିଗ୍ରୀ ତଳେ…
ଶ୍ରୀଜଗନ୍ନାଥଙ୍କ ବନକଲାଗି: ଅପରାହ୍ଣ ୪ରୁ ରାତ୍ରି ୮ ବନ୍ଦ ରହିବ ଦର୍ଶନ
ପୁରୀ, ୩ା୨ (ଓଡିଶା ଭାସ୍କର): ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏହି ଅବସରରେ ପ୍ରଭୁଙ୍କ ଦର୍ଶନ ଅପରାହ୍ଣ ୪ଟାରୁ ରାତ୍ରି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ୪ ଘଣ୍ଟାରେ…
ଇସ୍ତଫା ଦେଲେ ଆମାଜନ୍ ସିଇଓ ଜେଫ୍ ବେଜୋସ୍
ନୂଆଦିଲ୍ଲୀ, ୩ା୨: ଅନ୍ତଃରାଷ୍ଟ୍ରୀୟ ଇ-କମର୍ସ କମ୍ପାନୀ ଆମାଜନର ସିଇଓ ଜେଫ୍ ବେଜୋସ୍ ସିଇଓ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ସେ ନିଜ ପଦରେ ରହିବେ ବୋଲି ଜଣାପଡ଼ିଛି । ତେବେ ଆମାଜନ କମ୍ପାନୀ…
ଟ୍ରକ୍ ଓଲଟି ଜଣେ ମୃତ, ୩ ଆହତ
ନୟାଗଡ଼, ୩ା୨ (ଓଡିଶା ଭାସ୍କର): ନୟାଗଡ଼ ଜିଲ୍ଲାର ଶିଖରପୁର ଗାଁରୁ ଭୁବନେଶ୍ୱର ଯାଉଥିବା ସମୟରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏହି ଦୁର୍ଘଟଣାର ଜଣଙ୍କର ମୃତ୍ୟୁ ଘଟିବାସହ ୩ ଆହତ ହୋଇଛନ୍ତି । ତେବେ…
ମାଲକାନଗିରି ଜିଲ୍ଲାର ବିଜେଡି କର୍ମୀ ମାନଙ୍କୁ ଗୁରୁ ମନ୍ତ୍ର ଦେଲେ ପ୍ରଣବ ପ୍ରକାଶ ଦାସ
ମାଲକାନଗିରି୨/୨ ଆଜି ମାଲକାନଗିରି ଜିଲ୍ଲାକୁ ଏକାଧିକ ବିଜେଡ଼ି ମୁଖିଆ ଗ୍ରସ୍ଥ ଯୋଗୁଁ ବିଜେଡି ଦଳୀୟ କର୍ମୀଙ୍କ ଉତ୍ସାହ ବହୁଗୁଣିତ ହୋଇଥିଲା । ଜିଲ୍ଲା ବିଜେଡିର ସଭାପତି ତଥା ଚିତ୍ରକୋଣ୍ଡା ଏମଏଲଏ ପୂର୍ଣ ବାକା ଙ୍କ…
ଫେବୃଆରୀ ୬ରୁ ସମସ୍ତ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା
ଭୁବନେଶ୍ୱର,୨ ।୨ (ଓଡିଶା ଭାସ୍କର): ଫେବୃଆରୀ ୬ରୁ ସମସ୍ଥ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ । ସବୁ ମ୍ୟୁନିସିପାଲ କମିଶନରଙ୍କୁ ମଧ୍ୟ ଚିଠି…
ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା, ୮ ଲେନ ବିଶିଷ୍ଟ ହେବ ପାରାଦୀପରୁ ବଡବିଲ ପର୍ଯ୍ୟନ୍ତ ରାସ୍ତା ।
ଭୁବନେଶ୍ୱର,୨ ।୨ (ଓଡିଶା ଭାସ୍କର): ଓଡିଶାରେ ଜାତୀୟ ରାଜପଥ ଓ ବିିଭିନ୍ନ ପ୍ରକଳ୍ପକୁ ନେଇ ୩ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା…
‘ସୁଦକ୍ଷ’ କାର୍ଯ୍ୟକ୍ରମର ଶୁଭାରମ୍ଭ
ସୁନ୍ଦରଗଡ,୨ ।୨(ଓଡିଶା ଭାସ୍କର): ସୁନ୍ଦରଗଡରେ ‘ସୁଦକ୍ଷ’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି ସୁଦକ୍ଷ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ । କାର୍ଯ୍ୟକ୍ରରେ ନିଯୁକ୍ତି ପାଇଁ ମାଗଣା ତାଲିମ ଦିଆଯିବ ।…
ପିପିଲି ପାଇଁ ପ୍ରାର୍ଥୀ ଖୋଜୁଛି ବିଜେଡି
ପିପିଲି, ୨ ।୨(ଓଡିଶା ଭାସ୍କର) : ପିପିଲି ଉପନିର୍ବାଚନ ପାଇଁ ଚାଲିଛି ସଜବାଜ । ବିଜେଡି ପକ୍ଷରୁ ନିର୍ବାଚନ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଥିବା ବେଳେ ଏବେ ଚାଲିଛି ପ୍ରାର୍ଥୀ ଖୋଜା । ପର୍ଯ୍ୟବେକ୍ଷକ ତଥା ବିଧାୟକ…
ମଣ୍ଡି ରେ ଅବ୍ୟବସ୍ଥା ନେଇ ରାଜ ରାସ୍ତା ଅବରୋଧ କଲେ ଚାଷୀ
ମାଲକାନଗିରି/କୋରୁକୋଣ୍ଡା-୦୨/୦୨:ମଣ୍ଡି ଅବ୍ୟବସ୍ଥା ନେଇ ରାସ୍ତାରୋକ କଲେ ଚାଷୀ। ଏଭଳି ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ଠାରେ ଦେଖିବାକୁ ମିଳିଛି। ମାଲକାନଗିରି-ବାଲିମେଳା ମୁଖ୍ୟ ରାସ୍ତାର…