Browsing Category

ରାଜ୍ୟ

୩୦ ଏପ୍ରିଲ ପର୍ଯ୍ୟନ୍ତ ବନ୍ଦ ରହିବ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି: ସୁବ୍ରତ ବାଗଚୀ

ଭୁବନେଶ୍ୱର, ୨୩ା୩(ଓଡ଼ିଶା ଭାସ୍କର): ପ୍ରତିଦିନ ପରି କରୋନା ନେଇ ୨୪ଘଣ୍ଟାର ଅପଡ଼େଟ୍ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଓଡ଼ିଶାର ବର୍ତ୍ତମାନ ପର୍ଯ୍ୟନ୍ତ ୮୫ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା…

ଘରୋଇ ଗାଡି ପାଇଁ କଟକଣା, କାଲି ସନ୍ଧ୍ୟା ସୁଦ୍ଧା ଥାନାରୁ ଆଣନ୍ତୁ ପାସ୍: ସିପି

ଭୁବନେଶ୍ୱର,୨୩ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ଭାଇରସକୁ ନେଇ ଲକ୍-ଡାଉନ୍ ଘୋଷଣା କରାଯିବା ପରେ କିଛି ଲୋକ ଏହାକୁ ବେଖାତିର କରୁଛନ୍ତି । କିଛି ଲୋକ ସହଯୋଗ କରୁନଥିବାରୁ ଘରୋଇ ଗାଡି ଚଳାଚଳ ପାଇଁ କଟକଣା ଲାଗୁ…

କରୋନା ଭାଇରସ୍ , ୬ମାସ ପାଇଁ ଏସମା ଲାଗୁ

ଭୁବନେଶ୍ୱର, ୨୩ା୩(ଓଡ଼ିଶା ଭାସ୍କର): କରୋନା ସ୍ଥିିତିକି ଦୃଷ୍ଟିରେ ରଖି ରାଜ୍ୟ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଜଳଯୋଗାଣ ଓ ପରିମଳ ସେବା ପାଇଁ ଲାଗୁ ହେବ ଏସମା । ରାଜ୍ୟର ସବୁ ସହରାଞ୍ଚଳରେ ୬ମାସ…

୨୪ଘଣ୍ଟା ଖୋଲା ରହିବ ଛତ୍ରବଜାର ଓ ମାଲଗୋଦାମ୍

କଟକ, ୨୩ା୩(ଓଡ଼ିଶା ଭାସ୍କର): କରୋନା ପାଇଁ ରାଜ୍ୟର କେତେକ ଜିଲ୍ଳା ସହ ସହର ଲକ୍ ଡାଉନ ରହିଛି । ଏହାସହ କେବଳ ଜରୁରୀ ଓ ଆବଶ୍ୟକୀୟ ଦୋକାନ ଖୋଲା ରଖିବାକୁ ନିର୍ଦ୍ଦେଶ ହୋଇଛି । ଏହାସହ ସବୁ ମାର୍କେଟ ସନ୍ଧ୍ୟା ୬ଟା ପରେ…

ହାଇକୋର୍ଟରେ ନୂଆ ମାମଲା ମନା

କଟକ, ୨୩ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରେନା ଭାଇରସ୍ ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି । କରୋନା ପାଇଁ ଆଜିଠୁ ହାଇକୋର୍ଟରେ ନୂଆ ମାମଲା ଦାୟର ପାଇଁ ବାରଣ ହୋଇଛି । ମାର୍ଚ୍ଚ ୩୧ ତାରିଖ ଯାଏଁ ନୂଆ ମାମଲା ଗ୍ରହଣ…

୩ କରୋନା ସନ୍ଦିଗ୍ଧଙ୍କ ନାଁରେ ଏତଲା

ଭୁବନେଶ୍ୱର,୨୨ ।୩(ଓଡିଶା ଭାସ୍କର): କରୋନା କ୍ୱାରେଣ୍ଟାଇନ୍ ନିୟମ ଉଲ୍ଲଂଘନ ପାଇଁ ଆଉ ୩ ଜଣଙ୍କ ନାଁରେ ଆଜି ଏତଲା ହୋଇଛି । ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ୨ ବ୍ୟକ୍ତିଙ୍କ ନାଁରେ ବିଏମସି ପକ୍ଷରୁ ଚନ୍ଦ୍ରଶେଖରପୁର…

କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨ ।୩(ଓଡିଶା ଭାସ୍କର): ଜନତା କର୍ଫ୍ୟୁକୁ ସମର୍ଥନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଜରୁରୀ ସେବାରେ ନିୟୋଜିତ ବ୍ୟକ୍ତିଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଥାଳି ବଜାଇ ସେ ସେମାନଙ୍କୁ…

ଆସନ୍ତାକାଲି ଠାରୁ ଅନ୍ତଃରାଜ୍ୟ ବସ୍ ବନ୍ଦ: ବାଗଚୀ

ଭୁବନେଶ୍ୱର,୨୨ ।୩(ଓଡିଶା ଭାସ୍କର): କରୋନା ମୁକାବିଲା ନେଇ ଆଇସି ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତାକାଲି ଠାରୁ ରାଜ୍ୟରୁ ବନ୍ଦ ରହିବ ଅନ୍ତଃରାଜ୍ୟ ବସ୍ ସେବା । ଓଡିଶାରୁ କୌଣସି ବାହାର…