Browsing Category
ରାଜ୍ୟ
କିପରି ଚାଲିବ ବିଧାନସଭାର ମୌସୁମୀ ଅଧିବେଶନ, ସୂଚନା ଦେଲେ ବାଚସ୍ପତି
ଭୁବନେଶ୍ୱର, ୨୨ା୯(ଓଡ଼ିଶା ଭାସ୍କର): କରୋନା କଟକଣା ଭିତରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ସମ୍ପୂର୍ଣ୍ଣ ସଂସଦ ଢ଼ାଞ୍ଚାରେ ବିଧାନସଭାର ମୌସୁମୀ ଅଧିବେଶନ ଚାଲିବ । ବିଧାନସଭାର ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ…
ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର
ସୁନ୍ଦରଗଡ଼, ୨୨ା୯(ଓଡ଼ିଶା ଭାସ୍କର): ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ପୋଷ୍ଟଅଫିସ ପଡ଼ାରୁ ଜଣେ ନାବଳିକାଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର କରାଯାଇଛି । ଏହା ପରେ ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି ।…
ଆଜି ରାଜ୍ୟରେ ୧୧ଜୀବନ ନେଲା କରୋନା
ଭୁବନେଶ୍ୱର,୨୨ ।୯ (ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୪୧୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୧…
ବଡ ଖବର: ରାଜ୍ୟର ୩୦ ଜିଲ୍ଲାରୁ ପୁଣି ୪୧୮୯ ପଜିଟିଭ ଚିହ୍ନଟ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ଭୁବନେଶ୍ୱର,୨୨ ।୯(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୪୧୮୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୪୫୩ ଜଣ ଓ…
ଆଜିଠୁ ରାଜ୍ୟରେ କମିବ ବର୍ଷା କିନ୍ତୁ ଦୁଇ ଜିଲ୍ଲାରେ ପ୍ରବଳ ବର୍ଷିବ, ଜାଣନ୍ତୁ କେଉଁ ଦୁଇ ଜିଲ୍ଲା
ଭୁବନେଶ୍ୱର, ୨୨/୯(ଓଡିଶା ଭାସ୍କର): ଲଘୁଚାପ ପାଇଁ ରାଜ୍ୟରେ ବର୍ଷା ଜାରି ରହିଛି। କିନ୍ତୁ ଆଜିଠୁ ରାଜ୍ୟରେ ବର୍ଷା କମିବ ବୋଲି ଜଣାପଡିଛି। ଏହାସହ ୨ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଝାରସୁଗୁଡ଼ା ଓ ସୁନ୍ଦରଗଡ଼…
ଆଜିଠୁ +3 ଓ PG ଶେଷ ସେମିଷ୍ଟାରର ପ୍ରାକ୍ଟିକାଲ ପରୀକ୍ଷା
ଭୁବନେଶ୍ୱର,୨୨/୯(ଓଡିଶା ଭାସ୍କର): ଆଜିଠୁ +3 ଓ PG ଶେଷ ସେମିଷ୍ଟାରର ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପରୀକ୍ଷା ପରିଚଳନା କରିବେ ରାଜ୍ୟ ସରକାର । ଉଭୟ ଅନଲାଇନ୍ ଓ ଅଫ୍…
ବିଭିନ୍ନ କୃଷିଜାତ ପଦାର୍ଥର ବଢ଼ିଲା ଏମଏସପି
ନୂଆଦିଲ୍ଲୀ, ୨୧ା୯: ବିଭିନ୍ନ କୃଷିଜାତ ପଦାର୍ଥର ସର୍ବନିମ୍ନ ସହାୟକ ମୂଲ୍ୟ ଏମଏସପି ବଢ଼ିଛି । କେନ୍ଦ୍ର ସରକାର ଏମଏସପି ବଢ଼ାଇଥିବା ନେଇ ବିଜେପି ସଭାପତି ଜେପି ନଡ୍ଡା ସୂଚନା ଦେଇଛନ୍ତି । ଗହମର ଏମଏସପି ୫୦ଟଙ୍କା ବଢ଼ି…
ଖୁସି ଖବର: ରାଜ୍ୟରେ ଆଜି ୩୭୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର, ୨୧ା୯ (ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୩୭୦୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ୧୪୯୩୭୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…
ପ୍ରଶାସନିକ ସ୍ତରରେ ଅଦଳବଦଳ
ଭୁବନେଶ୍ୱର, ୨୧ା୯(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସ୍ତରରେ ୮ ଅଧିକାରୀଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର । କିଶୋର ଚନ୍ଦ୍ର ଦାସ ହୋଇଛନ୍ତି ବାଣିଜ୍ୟ ଓ ପରିବହନ ଯୁଗ୍ମ ସଚିବ । ସେହିପରି ପୁରନ୍ଦର ଧରୁଆ ମତ୍ସ୍ୟ ଓ…
ଭୁବନେଶ୍ୱରରୁ ଆଜି ୩୦୬ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର, ୨୧ା୯ (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୩୦୬ କରୋନା ଆକ୍ରାନ୍ତ ଚିହ୍ନଟ…