Browsing Category

ରାଜ୍ୟ

ସାରଳା ମନ୍ଦିରରେ ଲାଗୁ ହେଲା ୧୪୪ ଧାରା

ଜଗତସିଂହପୁର, ୧୧ା୪(ଓଡ଼ିଶା ଭାସ୍କର): ଜଗତସିଂହପୁରର ସାରଳା ମନ୍ଦିରରେ ୧୪୪ ଧାରା ଲାଗୁ ହୋଇଛି । ଗୋଟିଏ ସ୍ଥାନରେ ୪ଜଣ ଏକାଠି ହେବା ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି । ୧୨ରୁ ୧୪ ଏପ୍ରିଲ ଯାଏଁ ପ୍ରଶାସନ ପକ୍ଷରୁ ୧୪୪…

କରୋନା: ଇଂଲଣ୍ଡରେ ଓଡିଆ ଡାକ୍ତରଙ୍କ ମୃତ୍ୟୁ

ଭୁବନେଶ୍ୱର,୧୧ ।୪(ଓଡିଶା ଭାସ୍କର):କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣେ ଓଡିଆ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ତାଙ୍କ ନାଁ ରାଧାରମଣ ଶର୍ମା ହୋଇଥିବା ବେଳେ ସେ ଇଂଲଣ୍ଡରେ ଜଣେ କାର୍ଯ୍ୟରତ ଡାକ୍ତର ଭାବେ ନିଯୁକ୍ତ…

୫ଟି ସ୍କୁଲରେ ହେବ ନମୁନା ସଂଗ୍ରହ

ଭୁବନେଶ୍ୱର, ୧୧ା୪(ଓଡ଼ିଶା ଭାସ୍କର): ଏଣିକି ସ୍କୁଲରେ ନମୁନା ସଂଗ୍ରହ କରିବେ ମେଡ଼ିକାଲ୍ ଟିମ୍ । ମେଡ଼ିକାଲ ଟିମ୍ ୫ଟି ସ୍କୁଲରେ ନମୁନା ସଂଗ୍ରହ କରିବେ । ୫ଟି ସ୍କୁଲ ହେଉଛି ଚନ୍ଦ୍ରଶେଖର ପୁର ସରକାରୀ ହାଇସ୍କୁଲ,…

ସାନିଟାଇଜ ହେଲା ବଡ଼ଦାଣ୍ଡ

ପୁରୀ, ୧୧ା୪(ଓଡ଼ିଶା ଭାସ୍କର): କରୋନା ପାଇଁ ପୁରୀ ବଡ଼ଦାଣ୍ଡ ସାନିଟାଇଜ ହୋଇଛି । ଶ୍ରୀମନ୍ଦିର ଚତୁଃପାଶ୍ୱର୍ ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ସାନିଟାଇଜ ହୋଇଛି । ବିଶୋଧନ କାର୍ଯ୍ୟରେ ୧୦ରୁ ଅଧିକ ଅଗ୍ନିଶମ କର୍ମଚାରୀ…

ଏଥର ଏକା ଏକା ପାଳିବେ ଓଡିଆ ନବବର୍ଷ

ଭୁବନେଶ୍ୱର,୧୧ ।୪(ଓଡିଶା ଭାସ୍କର):ଦୁଇ ଦିନ ପରେ ଓଡିଆ ନବବର୍ଷ । ପ୍ରତିବର୍ଷ ରାଜ୍ୟରେ ଏହାକୁ ଧୁମ୍ ଧାମରେ ପାଳନ କରାଯାଏ । ସଭିଏଁ ଏକାଠି ହୁଅନ୍ତି ,ମନ୍ଦିରରେ ପୂଜା ପାଠ ହୁଏ ,ପଣା ଭୋଗ କରାଯାଏ ।ରାଜ୍ୟରେ ହନୁମାନ…

କଟକଣା ଭିତରେ ଚନ୍ଦନ ଯାତ୍ରା ପ୍ରସ୍ତୁତି ପର୍ବ ଆରମ୍ଭ

ପୁରୀ ,୧୧ ।୪(ଓଡିଶା ଭାସ୍କର): ଆସନ୍ତା ୨୬ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ଏହି ପବିତ୍ର ତିଥି ଅବସରରେ ରଥ ନିର୍ମାଣର ଶୁଭାରମ୍ଭ ହୋଇଥାଏ । ଆଉ ଏହି ଶୁଭ ମୁହୂର୍ତ୍ତରେ ଆରମ୍ଭ ହୋଇଥାଏ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା…

ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ, ଲକ୍ ଡାଉନ ବୃଦ୍ଧି ନେଇ ହେବ ଚୁଡାନ୍ତ ନିଷ୍ପତ୍ତି

ଭୁବନେଶ୍ୱର,୧୧ ।୪(ଓଡିଶା ଭାସ୍କର):କଣ ସାରା ଦେଶରେ ବଢ଼ିବ ଲକ୍ ଡାଉନ୍ ଅବଧି ? ୧୪ ପରିବର୍ତ୍ତେ ୩୦ କୁ ଘଂଚିବ ? କଣ ରହିବ ଏହାର ପ୍ରଭାବ ? ଏନେଇ ବିଭିନ୍ନ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଜି ଆଲୋଚନା କରିବେ…

ରାଜ୍ୟରେ ଆଉ ୨କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର, ୧୧ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୨କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ ପଜିଟିଭ୍ କେସ୍ ୫୦କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ୨୯୮ଟି…

ବଡ଼ ଖବର: ରାଜ୍ୟରେ ସୁସ୍ଥ ହେଲେ ୧୦କରୋନା ରୋଗୀ

ଭୁବନେଶ୍ୱର, ୧୦ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ୧୦କରୋନା ରୋଗୀ ସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି । ତାଙ୍କର ନମୁନା ରିପୋର୍ଟ ନେଗଟିଭ୍ ଆସିଛି । ୧୦ଜଣଙ୍କ ମଧ୍ୟରେ ୫ଜଣ ଭୁବନେଶ୍ୱରର ହୋଇଥିବା ବେଳେ ୨ଜଣ ଭଦ୍ରକର…

ରାଜ୍ୟରେ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇଜଣ ଶିଶୁ

ଭୁବନେଶ୍ୱର,୧୦/୪(ଓଡିଶା ଭାସ୍କର):ଓଡିଶାରେ ବର୍ତମାନ ସୁଦ୍ଧା ୪୮ ଜଣ କରୋନା ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସବୁଠାରୁ ବଡ ଓ ଦୁଖଦ ଖବର ହେଉଛି, ପ୍ରଥମଥର ପାଇଁ ଦୁଇ ଜଣ ଶିଶୁ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଦୁଇ ଶିଶୁ…