Browsing Category

ରାଜ୍ୟ

ଏଣିକି ମାସ୍କ ନଥିଲେ ମିଳିବନି ପେଟ୍ରୋଲ

ଭୁୁବନେଶ୍ୱର,୯ ।୪(ଓଡିଶା ଭାସ୍କର): କରୋନା ଯୋଗୁଁ ରାଜ୍ୟରେ ଲକ୍-ଡାଉନ୍ ଅବଧିକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବାରୁ ମାସ୍କ ଉପରେ…

ତାଲା ବନ୍ଦ ସମୟରେ ଗାଡି ଜବତ କରି ପାରିବନି ପୋଲିସ

କଟକ,୯/୪(ଓଡିଶା ଭାସ୍କର): କରୋନା ପାଇଁ ଲକ୍ ଡାଉନ ସମୟରେ ସିଜ୍ ହୋଇଥିବା ଗାଡିକୁ ଅଣ୍ଡରଟେକିଂ ଲେଖି ଫେରାଇବାକୁ କହିଛନ୍ତି ହାଇକୋର୍ଟ । ଲୋକଙ୍କ ଠାରୁ ଅଣ୍ଡରଟେକିଂ ନେଇ ଗାଡି ଫେରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା…

ଅନ୍ୟ ରାଜ୍ୟ ଅପେକ୍ଷାରେ ଓଡ଼ିଶାରେ କୋଭିଡ଼୍ ହସ୍ପିଟାଲ ସଂଖ୍ୟା ଅଧିକ: ସୁବ୍ରତ ବାଗଚୀ

ଭୁବନେଶ୍ୱର, ୯ା୪(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ନେଇ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ଓଡ଼ିଶା କୋଭିଡ଼୍ ବିରୋଧରେ ଯୁଦ୍ଧ ମାର୍ଚ୍ଚ ୧୫ରେ ଘୋଷଣା କରିଥିଲା । ଏହି ଯୁଦ୍ଧ ଲମ୍ବା…

ଢ଼େଙ୍କାନାଳରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ନିଜାମୁଦ୍ଦିନ ଲିଙ୍କ୍

ଢ଼େଙ୍କାନାଳ, ୯ା୪(ଓଡ଼ିଶା ଭାସ୍କର): ଢ଼େଙ୍କାନାଳ ଆକ୍ରାନ୍ତଙ୍କ ନିଜାମୁଦ୍ଦିନ ଲିଙ୍କ ଥିବା ନେଇ ସୂଚନା ମିଳିଛି । ଗତ କିଛି ସମୟ ଜଳେ ଢ଼େଙ୍କାନାଳରେ ଜଣେ ୫୧ବର୍ଷିୟା ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।…

ବଲାଙ୍ଗୀରରେ ନର୍ସିଂହୋମ ସିଲ୍

ବଲାଙ୍ଗୀର,୯ା୪(ଓଡ଼ିଶା ଭାସ୍କର): ବଲାଙ୍ଗୀରେ ନସିଂ ହୋମ୍ ସିଲ୍ ହୋଇଛି । ନର୍ସିଂହୋମକୁ ସିଲ୍ କରିଛି ବଲାଙ୍ଗୀର ଟାଉନ ଥାନା ପୋଲିସ୍ । କୋଭିଡ଼ -୧୯ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ନର୍ସିଂହୋମ ସିଲ୍ ହୋଇଛି ।ଏହାସହ…

ରାଜ୍ୟରେ ଆଉ ୨ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର, ୯ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୨କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି । ଢ଼େଙ୍କାନାଳର ଜଣେ ୫୧ବର୍ଷିୟ ମହିଳା ଓ  ପଶ୍ଚିମବଙ୍ଗର…

କରୋନା ପାଇଁ ଜୁନ ୧୭ଯାଏଁ ସ୍କୁଲ ବନ୍ଦ୍

ଭୁବନେଶ୍ୱର, ୯ା୪(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା ଭାଇରସ୍ । କରୋନା ସତର୍କତା ଦୃଷ୍ଟିରୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ ବାର୍ତ୍ତା ଜରିଆରେ…

ଏପ୍ରିଲ ୩୦ ଯାଏଁ ଓଡ଼ିଶାରେ ଲକ୍ ଡାଉନ

ଭୁବନେଶ୍ୱର, ୯ା୪(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ଲକ୍ ଡାଉନ ଅବଧି ବଢ଼ାଇବା ନେଇ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି…

୯ଟି ପ୍ରସ୍ତାବରେ କ୍ୟାବିନେଟ ମୋହର

ଭୁବନେଶ୍ୱର, ୯ା୪(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକ ଶେଷ ହୋଇଛି । ପ୍ରଥମ ଥର ପାଇଁ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଭିଡ଼ିଓ କନଫରେନ୍ସିଂରେ ବୈଠକ…