Browsing Category
ରାଜ୍ୟ
ଦୀକ୍ଷା ଆପ୍: ଅନଲାଇନରେ ପାଠ ପଢ଼ିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ
ଭୁବନେଶ୍ୱର, ୭ା୪(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି । ତେଣୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ କୌଣସି ବାଧା ନଉପୁଜିବା ପାଇଁ ଅନଲାଇନରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପାଠ ପଢ଼ିବେ ।…
ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସ ସିଲ୍
ଭୁବନେଶ୍ୱର, ୭ା୪(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସ୍ ସିଲ୍ ହୋଇଥିବା ନେଇ ସୂଚନା ମିଳିଛି । ସେହି ଅଫିସକୁ ୧୪ଦିନ ପାଇଁ ସିଲ୍ କରାଯାଇଛି । ଏହାସହ ସେଠାରେ କାର୍ଯ୍ୟ କରୁଥିବା…
କେନ୍ଦ୍ରାପଡାରେ ପ୍ରଥମ କରୋନା ରୋଗୀ ଚିହ୍ନଟ
କେନ୍ଦ୍ରାପଡା,୬ ।୪(ଓଡିଶା ଭାସ୍କର): ରାଜ୍ୟରେ ଆଉ ଏକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ସହ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି । କେନ୍ଦ୍ରାପଡାର ୩୨ ବର୍ଷୀୟ ବୟସ ଯୁବକଙ୍କ ନମୁନାରେ…
ରବି ଧାନ କିଣା ପାଇଁ ବଢ଼ିଲା କୃଷକ ପଞ୍ଜୀକରଣ ଅବଧି
ଭୁବନେଶ୍ୱର, ୬ା୪(ଓଡ଼ିଶା ଭାସ୍କର): ରବି ଧାନ କିଣା ପାଇଁ କୃଷକ ପଞ୍ଜୀକରଣ ଅବଧି ବଢ଼ିଛି । ଏପ୍ରିଲ ୭ରୁ ୧୪କୁ ପଞ୍ଜୀକରଣ ଶେଷ ତାରିଖକୁ ବୃଦ୍ଧି କରାଯାଇଛି । ଲକ୍ ଡାଉନ ଦୃଷ୍ଟିରୁ ଯୋଗାଣ ଓ ସମବାୟ ମନ୍ତ୍ରୀ ଏହିପରି…
୧୮୮୮ନମୁନାରୁ ୩୯ଟି ପଜିଟିଭ ଚିହ୍ନଟ ହୋଇଛି: ସୁବ୍ରତ ବାଗଚୀ
ଭୁବନେଶ୍ୱର, ୬ା୪(ଓଡ଼ିଶା ଭାସ୍କର): ପ୍ରତିଦିନପରି ଆଜି ମଧ୍ୟ କରୋନା ଭାଇରସ୍ ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟରେ ୭ଟି କୋଭିଡ଼ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ୭ଟି…
ରାଜ୍ୟର ୪କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହୋଇପାରିବେ ୧୩୫୦ ଆକ୍ରାନ୍ତ
ଭୁବନେଶ୍ୱର, ୬ା୪(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭିଡ଼ିଓ କନଫରେନ୍ସ ମାଧ୍ୟମରେ ସମ୍ କୋଭିଡ଼-୧୯ହସ୍ପିଟାଲକୁ ଉଦଘାଟନ କରିଛନ୍ତି । କୋଭିଡ଼-୧୯ ଆକ୍ରାନ୍ତଙ୍କୁ ଚିକିତ୍ସା ସେବା ଯୋଗାଇବାରେ ଏହି…
କରୋନା ମୁକ୍ତ କନିକା
ହସ୍ପିଟାଲରୁ ଡିସ୍ଚାର୍ଜ ହେଲେ ବଲିଉଡ ଗାୟିକା କନିକା କାପୁର । ଗତ ମାର୍ଚ୍ଚ ୯ ତାରିଖରେ ସେ ଲଣ୍ଡନରୁ ପେରିବା ର କିଛି ଦିନ ପରେ ସେ କରୋନା ସଂକ୍ରମିତ ହୋଇଥିଲା ।ଲଗାତାରା ତାଙ୍କ ଚାରି ଚାରିଟି ଟେଷ୍ଟ ରିପୋର୍ଟ…
କଟକରେ ୨ଟି ପଞ୍ଚାୟତ ସିଲ୍
କଟକ, ୬ା୪(ଓଡ଼ିଶା ଭାସ୍କର): କଟକ ସାଲେପୁର ଓ ନିଶ୍ଚିତକୋଇଲି ବ୍ଲକର ୨ଟି ପଞ୍ଚାୟତକୁ ଆଜି ସିଲ୍ କରାଯାଇଛି । ଜୟରାମପୁର ପଞ୍ଚାୟତକୁ ସମ୍ପୂର୍ଣ୍ଣ ସିଲ୍ କରିଛି ପୋଲିସ । ସେହିପରି ମିର୍ଜାପୁର ପଞ୍ଚାୟତର ୧୨ ଓ ୧୩ ନମ୍ବର…
ଗାଡି ସିଜ
ଆଜି ସକାଳୁ ଭୁବନେଶ୍ୱରରେ ପୁଲିସ ୮୭୪ଟି ଗାଡି ଜବତ କରିଛି । ସମସ୍ତେ ମାର୍କେଟକୁ ଗାଡି ନେଇ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବାକୁ ଆସିଥିଲେ । ସେହିପରି କଟକରେ ମଧ୍ୟ ୧୦୦ ରୁ ଅଧିକ ଗାଡି ସିଜ କରାଯାଇଛି । ଏଥିସହିତ…
ସମରେ କୋଭିଡ଼-୧୯ ହସ୍ପିଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୬ା୪(ଓଡ଼ିଶା ଭାସ୍କର): କରୋନା ଯୁଦ୍ଧକାଳିନ ଭିତ୍ତିରେ ସମ୍ ରେ କୋଭିଡ଼-୧୯ ହସ୍ପିଟାଲର ଆଜି ଶୁଭାରମ୍ଭ ହୋଇଛି । ଏହାକୁ ଶୁଭାରମ୍ଭ କରିଛନ୍ତିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡ଼ିଓ କନଫରେନ୍ସ ଯୋଗେ ସେ…