Browsing Category
ରାଜ୍ୟ
ସ୍କୁଲ ପରେ ଏଣିକି କଲେଜରେ ହେବ ଏକ୍ସଟ୍ରା କ୍ଲାସ
ଭୁବନେଶ୍ୱର,୧୨ ।୧(ଓଡିଶା ଭାସ୍କର): ସ୍କୁଲ ପରେ ଏଣିକି କଲେଜରେ ମଧ୍ୟ ଏକ୍ସଟ୍ରା କ୍ଲାସ ହେବ । ଉପସ୍ଥାନ କମ ଥିବା ଛାତ୍ରଛାତ୍ରୀ ଏହି ଏକ୍ସଟ୍ରା କ୍ଲାସରେ ଯୋଗଦେବେ । କଲେଜରେ ପ୍ରାକ୍ଟିକାଲ କ୍ଲାସକୁ ଅଧିକ ଗୁରୁତ୍ୱ…
ପୁଣି ଲେଉଟିଲା ଶୀତ
ଭୁବନେଶ୍ୱର,୧୨ ।୧(ଓଡିଶା ଭାସ୍କର): ୩ ଦିନ ପରେ ପୁଣି ବଢିବ ଶୀତ । ସର୍ବନିମ୍ନ ୪.୮ ଡିଗ୍ରୀ ରେକର୍ଡ ସହ ରାଜ୍ୟର ସବୁଠୁ ଥଣ୍ଡା ସହର ହୋଇଛି ସୋନପୁର । ୧୦ ଡିଗ୍ରୀ ତଳେ ୧୩ ଟି ସହରର ପାରଦ ରହିଛି । ସୋନପୁର ପ୍ରଥମ…
ପୂର୍ବତନ ସାଂସଦ ମୋରିସ କୁଜୁରଙ୍କ ପରଲୋକ
ଭୁବନେଶ୍ୱର,୧୨ ।୧(ଓଡିଶା ଭାସ୍କର): ସୁନ୍ଦରଗଡର ପୂର୍ବତନ ସାଂସଦ ମୋରିସ କୁଜୁରଙ୍କର ଆଜି ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୮୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତେବେ ମୋରିସ ୧୯୮୪ରେ…
ଅଂଶୁମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର, ୧୧ା୧(ଓଡ଼ିଶା ଭାସ୍କର): ଅଂଶୁମାନ କାମିଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଇଇଏସ ପରିକ୍ଷାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ଅଂଶୁମାନ । ଅଂଶୁମାନଙ୍କ ସଫଳତାରେ ଓଡ଼ିଶାବାସୀ…
ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ଭୁବନେଶ୍ୱର, ୧୧ା୧(ଓଡ଼ିଶା ଭାସ୍କର): ଲୋକସେବା ଭବନରେ କ୍ୟାବିନେଟ ବୈଠକ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା । ବୈଠକ ପରେ ଆଇନମନ୍ତ୍ରୀ ପ୍ରତାପ ଜେନା ଏନେଇ ସୂଚନା ଦେଇଛନ୍ତି…
ଦିନକ ପାଇଁ ପୁଞ୍ଜିଲାଲଙ୍କୁ ମିଳିଲା ପାରୋଲ
ପାଟଣାଗଡ,୧୧ ।୧(ଓଡିଶା ଭାସ୍କର): ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଚିଲାଲ ମେହେରଙ୍କୁ ମିଳିଛି ପାରୋଲ । ସନାତନ ହିନ୍ଦୁ ଆଇନ ଆଧାରରେ ଗୋଟିଏ ଦିନ ପାଇଁ ପରୋଲ ପାଇଁ ଅନୁମତି ଦେଲେ ପାଟଣାଗଡ…
ପ୍ରେମିକାର ପ୍ରତାରଣା ସହି ନପାରି ପ୍ରେମିକର ଆତ୍ମହତ୍ୟା!
କଟକ, ୧୧ା୧(ଓଡ଼ିଶା ଭାସ୍କର): ଆଜି ଏକ ଯୁବକଙ୍କ ମୃତଦେହ ତାଳଦଣ୍ଡା ରେଳ ଲାଇନରୁ ଉଦ୍ଧାର ହୋଇଛି । ପ୍ରେମିକାର ପ୍ରତାରଣା ସହି ନପାରି ପ୍ରେମିକ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଇଛି । ମୃତକ ଜଣକ ହେଉଛନ୍ତି କଟକ…
INS ଚିଲିକାରେ ପାସିଙ୍ଗ ଆଉଟ୍ ପରେଡ୍
ଚିଲିକା,୧୧ ।୧(ଓଡିଶା ଭାସ୍କର): ଆଇଏନଏସ ଚିଲିକାରେ ପାସିଙ୍ଗ ଆଉଟ୍ ପରେଡ ଉତ୍ସବ ପାଳିତ ହୋଇଯାଇଛି । ଭାରତୀୟ ନୌସେନା ଓ ତଟରକ୍ଷା ବାହିନୀର ପ୍ରଶିକ୍ଷାର୍ଥୀ ପରେଡ୍ କରିଛନ୍ତି । INS ଚିଲିକାରୁ ୨୯୮୩ ଜଣ ସ୍ନାତକ…
ସନ୍ଧ୍ୟାରେ ବସିବ କ୍ୟାବିନେଟ୍ ବୈଠକ
ଭୁବନେଶ୍ୱର,୧୧ ।୧(ଓଡିଶା ଭାସ୍କର): ଆଜି ଅପରାହ୍ନ ୫ଟା ୩୦ରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଆଜି କିଛି ଗୁରୁତ୍ୱପୂର୍ଣ୍ଣ…
ବନ୍ଦ କୋଠରି ଘରୁ ୪ମୃତଦେହ ଉଦ୍ଧାର
ରାଜଗାଙ୍ଗପୁର, ୧୧ା୧(ଓଡ଼ିଶା ଭାସ୍କର): ଗୋଟିଏ ଘରୁ ଏକ ପରିବାରର ୪ ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଗାଙ୍ଗପୁର…