Browsing Category

ରାଜ୍ୟ

ସର୍ବସାଧାରଣଙ୍କ ପାଇଁ ୫ଦିନ ଖୋଲିବ ଲୋକସେବା ଭବନ ଉଦ୍ୟାନ

ଭୁବନେଶ୍ୱର, ୧୦ା୧(ଓଡ଼ିଶା ଭାସ୍କର): ଜାନୁଆରିରେ ୫ଦିନ ସର୍ବସାଧାରଣଙ୍କ ପାଇଁ ଲୋକସେବା ଭବନ ଉଦ୍ୟାନ ଖୋଲିବ । ଅପରାହ୍ନ ୩ଟାରୁ ୫ଟା ୩୦ଯାଏଁ ସର୍ବସାଧାରଣଙ୍କ ପାଇଁ ଏହା ଖୋଲା ରହିବ । ଜାନୁଆରି ୧୧,୧୨,୧୯,୨୫ ଓ ୨୬ରେ…

ହୋସଲା ବିଜେତାଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୦ା୧(ଓଡ଼ିଶା ଭାସ୍କର): ଜାତୀୟ ହୋସଲା ପ୍ରତିଯୋଗିତାରେ ସଫଳ ଓଡ଼ିଶା ଦଳକୁ ସମ୍ବର୍ଦ୍ଧନା କରାଯାଇଛି । ସେମାନଙ୍କୁ କଳିଙ୍ଗ ଷ୍ଟାଡ଼ିଅମରେ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ଶ୍ରୀଜଗନ୍ନାଥ ଐତିହ୍ୟ କରିଡ଼ର ନକ୍ସାରେ ତ୍ରୁଟି

ଭୁବନେଶ୍ୱର, ୧୦ା୧(ଓଡ଼ିଶା ଭାସ୍କର): ଶ୍ରୀଜଗନ୍ନାଥ ଐତିହ୍ୟ କରିଡ଼ର ଚିଠା ଡିଜାଇନକୁ ନେଇ ବୈଠକ ହୋଇଛି । ନକ୍ସାରେ ଥିବା ତ୍ରୁଟି ସଂଶୋଧନ ପାଇଁ ପ୍ରସ୍ତୁତକାରୀଙ୍କୁ ପରାମର୍ଶ ଦିଆଯାଇଛି । ବେଙ୍ଗଲୁରୁର ଏକ ସଂସ୍ଥା…

ବାତିଲ ହେଲା ଗଜପତି ଉତ୍ସବ-୨୦୧୯

ଭୁବନେଶ୍ୱର, ୧୦ା୧(ଓଡ଼ିଶା ଭାସ୍କର): ଆଜିଠୁ ଆରମ୍ଭ ହେବାକୁ ଥିବା ଗଜପତି ଉତ୍ସବ-୨୦୧୯ ବାତିଲ ହୋଇଥିବା ସୂଚନା ମିଳିଛି । ପାରଳା ମହାରାଜାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଶାସନ ଏହିପରି ନିଷ୍ପତ୍ତି ନେଇଛି । ଆଜି…

କୋରାପୁଟ ଡିଇଓ ପ୍ରମୋଦଙ୍କୁ ଗିରଫ

କଟକ,୧୦ ।୧(ଓଡିଶା ଭାସ୍କର): କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ବା ଡିଇଓ ପ୍ରମୋଦ ପଣ୍ଡା ଆଜି କଟକରୁ ଗିରଫ ହୋଇଛନ୍ତି । କୋରାପୁଟ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଡିଇଓଙ୍କୁ ଗିରଫ କରିଛି । ତେବେ ଡିଇଓଙ୍କ ବାସଭବନରେ…

ଗୁଳିକରି ୬ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

କଳାହାଣ୍ଡି,୧୦ା୧(ଓଡ଼ିଶା ଭାସ୍କର): କଳାହାଣ୍ଡି ଜୁନାଗଡ଼ରେ ବଡ଼ ଧରଣର ଲୁଟ ହୋଇଥିବା ସୂଚନା ମିଳିଛି । ସେଠାରେ ଭବାନୀପାଟଣାରେ ଥିବା ଏଚଡ଼ିଏଫସି ବ୍ୟାଙ୍କରୁ ବାପ ପୁଅ ମିସି ଟଙ୍କା ନେଇ ଆସୁଥିବା ବେଳେ ଦୁର୍ବୃତ୍ତ ଗୁଳି…

ଜିଲ୍ଲାପାଳଙ୍କ ଗିରଫ ଦାବିରେ ମାଲକାନଗିରି ବନ୍ଦ ପାଳନ

ମାଲକାନଗିରି, ୧୦ା୧(ଓଡ଼ିଶା ଭାସ୍କର): କଂଗ୍ରେସ ପକ୍ଷରୁ ମାଲକାନଗିରି ବନ୍ଦ ପାଳନ କରାଯାଇଛି । ଜିଲ୍ଲାପାଳଙ୍କ ଗିରଫ ଦାବିରେ ମାଲକାନଗିରିରେ ବନ୍ଦ ପାଳନ କରାଯାଇଛି । ଜିଲ୍ଲାପାଳଙ୍କ ପିଏଙ୍କ ମୃତ୍ୟୁ ଓ ବିଭିନ୍ନ…

ପାରଳା ମହାରାଜା ଗୋପୀନାଥ ଗଜପତିଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୦ା୧(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତିଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।…

ସରକାରୀ କର୍ମଚାରୀଙ୍କ ପାଇଁ ଗଠନ ହେବ ପଦୋନ୍ନତି ଅଦାଲତ

ଭୁବନେଶ୍ୱର,୯ ।୧(ଓଡିଶା ଭାସ୍କର): ସରକାରୀ କର୍ମଚାରୀଙ୍କ ପଦୋନ୍ନତି ସମସ୍ୟାର ସମାଧାନ ପାଇଁ ବଡ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଡିସେମ୍ବର ୩୧ ସୁଦ୍ଧା ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି…

ବରଗଡ ଆରଟିଓଙ୍କୁ ଜରିମାନା !

ବରଗଡ,୯ ।୧(ଓଡିଶା ଭାସ୍କର): ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ମହୋତ୍ସବର ଆଜି ଦଶମ ଦିନ । ବରଗଡ ଆରଟିଓ ଅଫିସ ପରିଦର୍ଶନ କଲେ କଂସ ମହାରାଜା । ପୁରୁଣା ଗାଡି ଯାଞ୍ଚ କରି ପଦକ୍ଷେପ ନେବାକୁ ସେ ଆରଟିଓଙ୍କୁ ତାଗିଦ…