Browsing Category
ରାଜ୍ୟ
ଛାତ୍ରଛାତ୍ରୀଙ୍କୁ ଖୁସି ଖବର, ଆରମ୍ଭ ହେଲା ସହିଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନା: ଡ୍ରପ୍ ଆଉଟ୍ ରୋକିବାକୁ ଲକ୍ଷ୍ୟ
ଭୁବନେଶ୍ୱର: ସହିଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଯୋଜନାରେ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫୦୦୦ ଟଙ୍କା ଯୋଗାଇ ଦିଆଯିବ ।
ରାଜ୍ୟରେ ଡ୍ରପ୍ ଆଉଟ୍ ସମସ୍ୟା…
ରାସନ କାର୍ଡରେ E- KYC କରିନଥିଲେ ମିଳିଲା ଆଉ ଏକ ସୁଯୋଗ, ହାତଛଡା କଲେ ପସ୍ତେଇବେ
ଭୁବନେଶ୍ୱର- ପୁଣି ବଢିଲା ଇ-କେୱାଇସି ଅବଧୀ । ଏଯାଏଁ ସବୁ ହିତାଧିକାରୀ ଇକେୱାଇସି ଅପଡେଟ କରି ନ ଥିବାରୁ ସରକାର ପୁଣି ଥରେ ଏହି ଅବଧିକୁ ବଢାଇ ଦେଇଛନ୍ତି । ଜାନୁଆରୀ ୩୧ ତାରିଖ ମଧ୍ୟରେ ଏହି କାମ କରିବାକୁ କୁହାଯାଇଛି…
ଭୁବନେଶ୍ବରରୁ ପୁରୀ ମଧ୍ୟରେ ଡବଲ୍ ଡେକର୍ ବସ୍ର ଟ୍ରାଏଲ୍ ଆରମ୍ଭ
ପୁରୀ: ଦୁଇ ମହଲା ବସ୍ରେ ଶ୍ରୀକ୍ଷେତ୍ର ଭ୍ରମଣରେ ଆସିବେ ପର୍ଯ୍ୟଟକ। ବସ୍ ଛାତ ଉପରେ ସେଣ୍ଟ୍ରାଲ ଏସିର ମଜା ନେବା ସହ ଝରକା ନିକଟରୁ ପ୍ରକୃତିର ରୂପ ସଂଦର୍ଶନ କରିବାର ନିଆରା ଅନୁଭବ ନେବେ। ଡବଲ୍ ଡେକର୍ ବସ୍…
ପାଣିକୋଇଲି ସୁନା ଦୋକାନ ଲୁଟରେ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର- ଯାଜପୁର ପାଣିକୋଇଲି ସୁନା ଦୋକାନ ଲୁଟ ଓ ହତ୍ୟା ଘଟଣାକୁ ନେଇ ସମ୍ବେଦନଶୀଳ ରାଜ୍ୟ ସରକାର । ଘଟଣାରେ ପ୍ରାଣ ହରାଇଥିବା ଦୁଇ ଜଣଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।…
ଗୁଡ଼ି ମାଞ୍ଜା ସୂତାରେ ଯୁବକ ଗୁରୁତର, ଆଖି ପତାରେ ଗଭୀର ଆଘାତ
ଭଦ୍ରକ: ଗୁଡ଼ି ମାଞ୍ଜା ସୂତା ଲାଗି ଜଣେ ଯୁବକ ଆହତ ହୋଇଥିବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଏହି ଅଘଟଣଟି ଭଦ୍ରକ ରେଳ ଷ୍ଟେସନ ନିକଟରେ ଘଟିଥିବା ଜଣାପଡିଛି । ମାଞ୍ଜା ସୂତା ଲାଗିବା ପରେ ସ୍ଥାନୀୟ ଲୋକେ…
ଅଦିନିଆ ବର୍ଷାରେ କ୍ଷତି ସହିଛନ୍ତି ୬ ଲକ୍ଷ ୬୬ ହଜାରରୁ ଊର୍ଦ୍ଧ୍ୱ ଚାଷୀ, ଦିଆଯିବ 291 କୋଟି
ଭୁବନେଶ୍ବର: ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହାରି ଭିତରେ ଚାଷ କ୍ଷତି ନେଇ ଚାଷୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୋହନ ମାଝୀ । 291 କୋଟି ଚାଷୀ କ୍ଷତି ଦିଆଯିବା ନେଇ…
୧୦ ତାରିଖରୁ OCS ରେଜିଷ୍ଟ୍ରେସନ ଆରମ୍ଭ, ଚଳିତ ବର୍ଷ ହେବ ପରୀକ୍ଷା
ଭୁବନେଶ୍ୱର: ଓଡ଼ିଶା ପବ୍ଲିକ ସର୍ଭିସ କମିସନ (ଓପିଏସସି) ପକ୍ଷରୁ ୨୬୫ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଜାନୁୟାରୀ ୧୦ ତାରିଖରୁ ଏହାର ରେଜିଷ୍ଟ୍ରେସନ ଆରମ୍ଭ ହେବ। ଓପିଏସସିର ୱେବସାଇଟ opsc.gov.inରେ…
ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ପାଇଁ ଘୋଷଣା ହେଲା ଫର୍ମ ପୂରଣ ତାରିଖ, ଏହି ଦିନ ରହିଛି ଲାଷ୍ଟ ଡେଟ୍
ଭୁବନେଶ୍ବର:ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ପାଇଁ ଫର୍ମପୂରଣ ତାରିଖ ଘୋଷଣା କରାଯାଇଛି । ପ୍ରଥାମିକ ଓ ହାଇସ୍କୁଲ ସ୍ତରରେ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ…
୯ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ, କାଲୁଆ ପବନରେ ଥରୁଛି ସାରା ରାଜ୍ୟ
ଭୁବନେଶ୍ୱର- ଜାଡରେ ଥରୁଛି ସାରା ରାଜ୍ୟ । ୯ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ବେଳେ ଜି ଉଦୟଗିରି ସବୁଠାରୁ ଥଣ୍ଡା ସହର ହୋଇଛି । ଜି ଉଦୟଗିରର ତାପମାତ୍ରା ସବୁଠାରୁ କମ ୫ ଡିଗ୍ରୀ ରହିଛି ।
ସେହିପରି…
ଆଜି ସହିଦ ମାଧେ ସିଂ ହାତ ଖର୍ଚ୍ଚ ଯୋଜନାର ଶୁଭରାମ୍ଭ, ଦେଢ ଲକ୍ଷରୁ ଅଧିକ ଶିକ୍ଷାର୍ଥୀଙ୍କୁ ମିଳିବ 5 ହଜାର
ଭୁବନେଶ୍ବର: ଆଜି ସହିଦ ମାଧେ ସିଂ ହାତ ଖର୍ଚ୍ଚ ଯୋଜନାର ଶୁଭରାମ୍ଭ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନଜାତି ଛାତ୍ରଛାତ୍ରୀଙ୍କ ଜମାଖାତାକୁ ଏକକାଳୀନ 5 ହଜାର ଟଙ୍କା ପ୍ରଦାନ କରିବେ । ୟୁନିଟ-3 ସ୍ଥିତ…