Browsing Category
ରାଜ୍ୟ
Breaking: ସରକାରୀ ଚାକିରୀ ଆଶାୟୀଙ୍କ ପାଇଁ ଖୁସି ଖବର! ଓଡ଼ିଶା ପୋଲିସରେ ଡ୍ରାଇଭର ନିଯୁକ୍ତି ବୟସ ସୀମା କୋହଳ
କଟକ: କୋହଳ ହେବ ଓଡ଼ିଶା ପୋଲିସରେ ଡ୍ରାଇଭରଙ୍କ ନିଯୁକ୍ତି ବୟସ ସୀମା । ଏ ନେଇ ନିଦେ୍ର୍ଦଶ ଦେଇଛଛନ୍ତି ମାମନୀୟ ହାଇକୋର୍ଟ । ନିୟମିତ ନିଯୁକ୍ତି ପ୍ରକ୍ରିୟା ହୋଇ ନ ଥିବାରୁ ବୟସ କୋହଳ ପାଇଁ କୋର୍ଟରେ ଆବେଦନ କରାଯାଇଥିଲା…
ଦୁଃଖ ଖବର: ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ସୁରେନ୍ଦ୍ର କୁମାର ଖୁଣ୍ଟିଆଙ୍କ ପରଲୋକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳଚ୍ଚିତ୍ର ଜଗତରୁ ଆସିଛି ଏକ ବଡ଼ ଦୁଃଖ ଖବର । ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା, ଅଭିନେତା ତଥା ବିଶିଷ୍ଟ ଲେଖକ, ଅଧ୍ୟାପକ ସୁରେନ୍ଦ୍ର କୁମାର ଖୁଣ୍ଟିଆ ଆଉ ନାହାନ୍ତି । ୮୨ ବର୍ଷ ବୟସରେ ଶ୍ରୀ…
ଯୁବତୀଙ୍କ ବ୍ୟବହାରରେ ହେଲା ପରିବର୍ତ୍ତନ, ଏହାକୁ ନେଇ ଜିତେନ୍ଦ୍ରଙ୍କୁ ଛେଚିଲେ ଗ୍ରାମବାସୀ
ଟାଙ୍ଗୀ- ଆଜି ମଣିଷ ମଙ୍ଗଳରେ ଯାଗା କିଣି ଘର ତୋଳିବାକୁ ବାହାରିଲାଣି । ହେଲେ ଆମ ସମାଜ ଭୁତପ୍ରେତ, ଗୁଣିଗାରେଡିରୁ ବାହାରି ପାରୁନାହିଁ । ସମାଜରେ ଆଜି ବି ଅନ୍ଧବିଶ୍ୱାସ ଯୋଗୁଁ ବହୁ ଅପରାଧିକ ଘଟଣା ଦେଖିବାକୁ ମିଳୁଛି…
ରଥଯାତ୍ରାର ଆଦ୍ୟ ପର୍ବ ଆରମ୍ଭ; ରଥ କାଠ ପାଇଁ ନୟାଗଡ଼ ପହଞ୍ଚିଲା ମହାପ୍ରଭୁଙ୍କ ଆଜ୍ଞାମାଳ
ନୟାଗଡ଼: ରଥଯାତ୍ରାର ଆଦ୍ୟ ପର୍ବ ଆରମ୍ଭ ହୋଇଛି । ଆସନ୍ତାବର୍ଷ ରଥଯାତ୍ରା ପାଇଁ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ନୟାଗଡ଼ରୁ କାଠ ସଂଗ୍ରହ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି । କାଠ ସଂଗ୍ରହ ପାଇଁ…
ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମରାମତିର ଆଜି ପ୍ରଥମ ଦିନ, ନିୟୋଜିତ ରହିବେ ୧୫ରୁ ୨୦ ଶ୍ରମିକଙ୍କ ସହ ଟେକ୍ନିକାଲ ଟିମ୍
ପୁରୀ: ଆଜି ପୁରୀ ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ । ନୀତିକାନ୍ତିକୁ ଶୃଙ୍ଖଳିତ ରଖି ଏହି କାର୍ଯ୍ୟ କରାଯିବ ବୋଲି ଏଏସଆଇ ସୂଚନା ଦେଇଛନ୍ତି । ପ୍ରଥମ ଦିନରେ ଏହି ମରାମତି କାର୍ଯ୍ୟରେ ୧୫ ରୁ ୨୦…
କମିଆ କଲା ନାଲି ପାଣି, ନିଶାରେ ଚୁର୍ ହୋଇ ବ୍ଲେଡରେ ନିଜ ବେକ କାଟିଲେ ଯୁବକ
ଭୁବନେଶ୍ବର: ମଦ ନିଶାରେ ନିଜ ବେକ କାଟିଦେଲେ ଯୁବକ । ମଦ ପିଇ ଯୁବକ ନିଜ ବେକ ନିଜେ କାଟି ଦେଇଛନ୍ତି । ବାଲେଶ୍ବର ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ଏହି ଘଟଣା ପରେ ଯୁବକଜଣଙ୍କୁ ଉଦ୍ଧାର କରାଯାଇ…
ଦିଲ୍ଲୀରେ ମୁହଁ ଖୋଲିଲେ ବିଜେଡି ସାଂସଦ: ‘ଆମେ ଏକାଠି ଅଛୁ, ନବୀନ ବାବୁ ଆମର ଧ୍ରୁବତାରା’
ଭୁବନେଶ୍ବର: ବିଜୁ ଜନତା ଦଳର ସାଂସଦମାନଙ୍କୁ ନେଇ ଅପପ୍ରଚାର ଘଟଣା । ଚର୍ଚ୍ଚା ଭିତରେ ଦିଲ୍ଲୀରେ ମୁହଁ ଖୋଲିଲେ 7ଜଣ ସାଂସଦ । ଦିଲ୍ଲୀରେ 7ଜଣ ସାଂସଦ ସାମ୍ବାଦିକ ସମ୍ମିଳନୀ କରି କ୍ଷୋଭ ଝାଡିଛନ୍ତି । ଆମେ ସର୍ବଦା…
ଶିକାରୀଙ୍କ ଉପରେ ନଜର ରଖିବା ପାଇଁ ଦେବ୍ରିଗଡ଼ରେ ଲାଗିବ ସ୍ପାଏ କ୍ୟାମେରା
ଭୁବନେଶ୍ୱର: ଶିକାରୀଙ୍କୁ ଧରିବାକୁ ଏବେ ଜଙ୍ଗଲରେ ଲାଗିବ ସ୍ୱାଏ କ୍ୟାମେରା । ପାଇଲଟ୍ ପ୍ରୋଜେକ୍ଟ ଭାବେ ଶିମିଳିପାଳ ଓ ରାଉରକେଲାରେ ଲାଗିଛି ସ୍ପାଏ କ୍ୟାମେରା । ଖୁବ୍ ଶୀଘ୍ର ଦେବ୍ରିଗଡ଼ରେ ଓ ଅନ୍ୟ ଅଭୟାରଣ୍ୟରେ ବି…
ଏମ୍ସ ହସ୍ପିଟାଲରେ ରୋଗୀଙ୍କ ଆତ୍ମହତ୍ୟା, ଫ୍ୟାନରେ ଝୁଲିପଡିଲେ ବୃଦ୍ଧ
ଭୁବନେଶ୍ବର: ଏମ୍ସରେ ଝୁଲିପଡିଲେ ବୃଦ୍ଧ । ସନ୍ଦେହଜନକ ଭାବେ ବୃଦ୍ଧଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଅର୍ଥୋପେଡିକ୍ ଓ୍ବାର୍ଡରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଫ୍ୟାନରେ ଗାମୁଛା ଲଗାଇ ବୃଦ୍ଧଜଣକ ଆତ୍ମହତ୍ୟା…
ଭୀମଭୋଇ ମେଡିକାଲରୁ ଝୁଲନ୍ତା ମୃତଦେହ ଉଦ୍ଧାର
ବଲାଙ୍ଗୀର: ଭୀମଭୋଇ ମେଡିକାଲରୁ ଝୁଲନ୍ତା ମୃତଦେହ ଉଦ୍ଧାର ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ସିଟି ସ୍କାନ ୱାର୍ଡ ପଛପଟ ଏକ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର କଲା…