Browsing Category

ରାଜ୍ୟ

ମା’ ମାଣିକେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ

ଓଡ଼ିଶା ଭାସ୍କର: ଆଜି କଳାହାଣ୍ଡି ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହୋଇଛି । ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ମା’ ମାଣିକେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହୋଇଥାଏ ।…

ସୃଷ୍ଟି ହେଲା ଲଘୁଚାପ; ଆସନ୍ତା ୪୮ ଘଣ୍ଟାରେ ନେବ ଅବପାତର ରୂପ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଦକ୍ଷିଣପୂର୍ବ ବାଂଲାଦେଶ ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ତେବେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ ଅବପାତର ରୂପ ନେଇପାରେ । ଏହାକୁ ଦୃଷ୍ଟିରେ…

କୁକୁଡ଼ା ଚାଷ ଉପରେ କଟକଣା, ପୁରୀ ପ୍ରଶାସନର ବଡ଼ ନିଷ୍ପତ୍ତି

ପୁରୀ: ରାଜ୍ୟରେ ବାର୍ଡ ଫ୍ଲ୍ୟୁ ଦିନକୁ ଦିନ ବଢିବାରେ ଲାଗିଛି। ଖାସକରି ପୁରୀ ଜିଲ୍ଲାରେ ଏହା ସଂକ୍ରମିତ ହୋଇଛି। ତେବେ ଏହାକୁ ଦୃଷ୍ଟିରେ ରଖି କୁକୁଡ଼ା ଚାଷ ଉପରେ କଟକଣା ଲଗାଯାଇଛି। ଏହି କଟକଣା ପୁରୀ ପ୍ରଶାସନ ପକ୍ଷରୁ…

ଓଡ଼ିଶା ସିଭିଲ୍ ସର୍ଭିସ ପ୍ରିଲିମ୍‌ ପରୀକ୍ଷା ନେଇ ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ ସି ) ଦ୍ଵାରା ପରିଚାଳିତ ଓଡିଶା ସିଭିଲ ସର୍ଭିସ(ଓସିଏସ୍) ପ୍ରିଲିମ୍‌ ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୨୭ ତାରିଖରେ ହେବ ଓଏଏସ୍‌…

ପରକୀୟା ପ୍ରୀତି ସନ୍ଦେହରେ ଜ୍ୱାଇଁର ଜଘନ୍ୟ କାଣ୍ଡ; ଶ୍ୱଶୁର ଘରେ କାଟିଲା ସ୍ତ୍ରୀର ତଣ୍ଟି

ବାରିପଦା: (ଓଡ଼ିଶା ଭାସ୍କର) କପ୍ତିପଦା ଥାନା ଭଙ୍ଗାବନ୍ଧ ଗାଁରେ ଜ୍ୱାଇଁର ଜଘନ୍ୟ କାଣ୍ଡ । ଶ୍ୱଶୁର ଘରେ ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ ।  ଛୁରିରେ ତଣ୍ଟି କାଟି ଘଟଣା ସ୍ଥଳରୁ ଫେରାର୍ ହୋଇଗଲା ସ୍ୱାମୀ । ଗୁରୁତର…

VL-SRSAM ମିଜାଇଲର ବ୍ୟବହାରିକ ପରୀକ୍ଷଣ; ଆକାଶ ମାର୍ଗରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ଭେଦ କରିବାର ରଖିଛି କ୍ଷମତା

ବାଲେଶ୍ୱର: (ଓଡ଼ିଶା ଭାସ୍କର) ଚାନ୍ଦିପୁର ଆଇଟିଆର୍‌ରୁ VL-SRSAM ମିଜାଇଲର ବ୍ୟବହାରିକ ପରୀକ୍ଷଣ କରାଯାଇଛି । ୩ନଂ ଲଞ୍ଚ ପ୍ୟାଡ୍‌ରୁ ଅପରାହ୍ନ ୩ଟା ୨୦ ମିନିଟରେ ପରୀକ୍ଷଣ କରାଯାଇଛି । ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ…

‘I.N.D.I.A.ର ‘A’ ଅର୍ଥ ଆବେଦନ, ଅପରାଧ ନଚେତ ଅହଂକାର’: ବିଜେପି ସାଂସଦ ସମ୍ବିତ ପାତ୍ର

ନୂଆଦିଲ୍ଲୀ: ବିଜେପି ସାଂସଦ ସମ୍ବିତ ପାତ୍ର ଗୁରୁବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି। ତାଙ୍କୁ ଆମେରିକାରିକାରେ ପଚରା ଯାଇଥିବା I.N.D.I.A. ମଧ୍ୟରୁ 'A' ର ଅର୍ଥ କଣ, ସେହି ସମୟରେ…

୪୭୬ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ଲୋକସଭା ଭବନର କନଭେନସନ କକ୍ଷରେ ନିଯୁକ୍ତି ମେଳା ଅନୁଷ୍ଠିଟି ହୋଇଛି। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି। ନିଯୁକ୍ତି ମେଳାରେ ୪୭୬ ନୂତନ ଭାବେ ମନୋନୀତ ହୋଇଥିବା…

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ଆସିଲା ଗାଇଡଲାଇନ୍, ଜାଣନ୍ତୁ କ’ଣ

ଭୁବନେଶ୍ୱର: ରାଜ୍ୟରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ଆସିଯାଇଛି ଗାଇଡଲାଇନ । କର୍ମଚାରୀଙ୍କୁ କେଉଁ ମାନଦଣ୍ଡରେ ଚୟନ କରାଯିବ, ସେନେଇ ବିସ୍ତୃତ ଗାଇଡଲାଇନ୍ ଜାରି କରାଯାଇଛି । କମିଟି…

ସୁଭଦ୍ରା ଫର୍ମ ଦେବା ନାଁରେ ଲୋକଙ୍କୁ ଠକୁଥିଲେ, ଦମ୍ପତିଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: ନିକଟରେ ରାଜ୍ୟ ସରକାର ସୁଭଦ୍ରା ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ଅନ୍ତର୍ଗତ ରାଜ୍ୟର ପ୍ରାୟ ୧ କୋଟି ମହିଳା ଉପକୃତ ହେବେ । ବର୍ତ୍ତମାନ ଏହି ଯୋଜନାକୁ ନେଇ ଲୋକଙ୍କ ମନରେ ଲୋଭ ଓ ଇର୍ଷ୍ୟା ଜାତ ହେଲାଣି…