Browsing Category

ରାଜ୍ୟ

AIIMS ଭୁବନେଶ୍ୱରକୁ ମର୍ଯ୍ୟାଦାଜନକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏସିଆ ସେଫ୍‌ ସର୍ଜିକାଲ୍ ଇମ୍ପ୍ଲାଣ୍ଟ କନସୋର୍ଟିୟମ୍ ପୁରସ୍କାର

ଭୁବନେଶ୍ୱର : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ମର୍ଯ୍ୟାଦାଜନକ ଏସିଆ ସେଫ୍ ସର୍ଜିକାଲ୍ ଇମ୍ପ୍ଲାଣ୍ଟ କନ୍ସୋର୍ଟିୟମ୍ କ୍ୟୁଆଇପି ପୁରସ୍କାର ୨୦୨୩ରେ ସମ୍ମାନିତ ହୋଇଛି ଏମ୍‌ସ ଭୁବନେଶ୍ୱର।…

ଏଣିକି ଯୁକ୍ତ ୩ ଛାତ୍ରୀଙ୍କୁ ଦିଆଯିବ ଆରବିକ୍ ତାଲିମ, ଆତ୍ମରକ୍ଷା କୌଶଳରେ ହେବେ ପାରଙ୍ଗମ

ଭୁବନେଶ୍ୱର: ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ଆରବିକ୍ ତାଲିମ ଦିଆଯିବ । ଛାତ୍ରୀମାନଙ୍କ ଆତ୍ମରକ୍ଷା କୌଶଳକୁ ଦୃଢ କରିବା ଲାଗି ଏଭଳି ବ୍ୟବସ୍ଥା ଯୋଡାଯାଇଛି । ଏଥିସହ ଛାତ୍ରୀମାନଙ୍କୁ…

ଗରମରୁ ମିଳିବ ଆଶ୍ୱସ୍ତି, ଓଡ଼ିଶା ସହିତ ଏହିସବୁ ରାଜ୍ୟରେ ବର୍ଷା ସହ ଝଡପବନକୁ ନେଇ ଆଇଏମ୍‌ଡିର ସୂଚନା

ନୂଆଦିଲ୍ଲୀ: ଏବେ ଦେଶର ବିଭିନ୍ନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି । ଏହାରି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ପାଗକୁ ନେଇ ଆଶ୍ୱସ୍ତିଜନକ ସୂଚନା ଦେଇଛି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ପୂର୍ବ ଓ…

ବଡପଡାରେ ନୂତନ ଶିକ୍ଷା ସୌଧ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢିବେ ପିଲା

ଭୁବନେଶ୍ୱର: ସ୍ୱାଭିମାନ ଅଞ୍ଚଳରେ ସୃଷ୍ଟି ହୋଇଛି ଶିକ୍ଷାର ନୂତନ ଆଲୋକବର୍ତ୍ତିକା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ବଡପଡାଠାରେ ଏକ…

BIG BREAKING…ନୃଶଂସ ସ୍ୱାମୀର ବର୍ବର କାଣ୍ଡ, କାଠ ଫାଳିଆରେ ପିଟିପିଟି ସ୍ତ୍ରୀକୁ ହତ୍ୟା

ଭୁବନେଶ୍ବର: ନୃଶଂସ ସ୍ବାମୀ ବର୍ବର କାଣ୍ଡ । କାଠ ଫାଳିଆ ରେ ସ୍ତ୍ରୀ ପିଟିପିଟି ହତ୍ୟା କଲା ସ୍ବାମୀ । ଶାଲିଆ ସାହି ତାରିଣୀ ନଗର ରେ ଘଟିଛି ଘଟଣା । ମଦ ନିଶା ରେ ସ୍ବାମୀ ଗୋଲକ ବିହାରୀ ଜେନା ସ୍ତ୍ରୀ ସ୍ବପ୍ନା ଜେନା…

ବଢିଲା ଶ୍ରମିକଙ୍କ ମଜୁରୀ, ୪ଟି ବର୍ଗର ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବଢିଲା

ଭୁବନେଶ୍ୱର: ରାଜ୍ୟର ଶ୍ରମିକମାନଙ୍କ ପାଇଁ ଆସିଲା ଖୁସି ଖବର । ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କଲେ ରାଜ୍ୟ ସରକାର । ୪ଟି ବର୍ଗର ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବଢିଲା । ଅତ୍ୟନ୍ତ କୁଶଳୀ ଶ୍ରମିକଙ୍କ ମଜୁରୀ…

ରାଜ୍ୟରେ ଏକା ଲଢ଼ିବ ବିଜେପି: ମନମୋହନ ସାମଲ

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ । ରାଜ୍ୟରେ ବିଜେଡ଼ି- ବିଜେପି ମେଣ୍ଟ ହେବ ନାହିଁ । ରାଜ୍ୟବାସୀ ନିର୍ବାଚନ ନେଇ ନିଷ୍ପତ୍ତି ନେବେ । ଏପରି ଏକ ବଡ଼ ବୟାନ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ…

ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ୪ % ଡିଏ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ୪ ପ୍ରତିଶତ ଡିଏ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ୪%କୁ ବୃଦ୍ଧି…

BIG BREAKING…ଦିଲ୍ଲୀରୁ ଫେରି ମେଣ୍ଟ ଚର୍ଚ୍ଚା ନେଇ ମନମୋହନ ସାମଲଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର : ଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମେଣ୍ଟ ଚର୍ଚ୍ଚା ନେଇ ମନମୋହନ ସାମଲଙ୍କ ପ୍ରତିକ୍ରିୟା । ଆମର ପ୍ରକ୍ରିୟା ଯାହା ହେବା କଥା ଚାଲିଛି କହିଲେ ମନମୋହନ । 'ସବୁ ଠିକ୍ ଚାଲିଛି, ଆମର…

BIG BREAKING…ବୋମାମାଡ଼ ସହ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଲେ ଦୁର୍ବୃତ୍ତ, ଜଳିଗଲା ପିକଅପ୍

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ବୋମାମାଡ଼ । ବୋମାମାଡ଼ ସହ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଲେ ଦୁର୍ବୃତ୍ତ । ସାଇ ବିହାର ଲେନ୍‌ରେ ଏକ ଦୋକାନ ଘର ଗ୍ୟାରେଜରେ ବୋମାମାଡ଼ । ବୋମାମାଡ଼ରେ ପାଖରେ ଥିବା…