
Browsing Category
ରାଜ୍ୟ
ପ୍ରକାଶ ପାଇଲା +୨ ପରୀକ୍ଷା ଫଳ; ପୁଅଙ୍କୁ ଟପିଲେ ଝିଅ
ଭୁବନେଶ୍ୱର: +୨ ପରୀକ୍ଷା ଫଳ ବର୍ତ୍ତମାନ ପ୍ରକାଶ ପାଇଛି । ଏକ ସାଙ୍ଗରେ କଳା, ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ବାହାରିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ ପାଇଛି । ତେବେ କଳାରେ ପାସ୍…
ପ୍ରଚାର ପାଇଁ ପୁଣି ଓଡ଼ିଶା ଆସୁଛନ୍ତି ମୋଦି-ଶାହା, ଜାଣନ୍ତୁ କେବେ
ଭୁବନେଶ୍ୱର : ପ୍ରଚାର ପାଇଁ ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା। ୨୮ ତାରିଖରେ ଶାହା ଆସୁଥିବାବେଳେ ୨୯ରେ ପ୍ରଧାନମନ୍ତ୍ରୀ ମୋଦି ଆସୁଛନ୍ତି। ମଙ୍ଗଳବାର ଶାହା ୩ଟି ସଭା…
ଭୟଙ୍କର ହେଲାଣି ବାତ୍ୟା ‘ରେମାଲ’, ଆଜି ମଧ୍ୟରାତ୍ରୀରେ ଛୁଇଁବ ସ୍ଥଳଭାଗ : ଓଡ଼ିଶାର ଏହି ଜିଲ୍ଲାରେ ପ୍ରବଳ ବର୍ଷା ହେବାର…
ଭୁବନେଶ୍ୱର: ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେଲା 'ରେମାଲ' । ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଲା 'ରେମାଲ' । ଆଜି ମଧ୍ୟରାତ୍ରୀରେ ସାଗର ଦ୍ୱୀପ ଓ ଖେପୁପରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା । ଏହି…
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ: ୱେବସାଇଟକୁ ଯାଇ ଚେକ୍ କରନ୍ତୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରକାଶ ପାଇଛି ମାଟ୍ରିପ ପରୀକ୍ଷା ଫଳ । ଛାତ୍ରଛାତ୍ରୀମାନେ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ଓଡ଼ିଶା ୱେବସାଇଟକୁ ଯାଇ ନିଜ ନିଜର ରେଜଲ୍ଟ ଚେକ୍ କରିପାରିବେ । ଆଜି ମାଟ୍ରିକ ଓ ଯୁକ୍ତଦୁଇ…
ଆଉ କିଛି ସମୟ ପରେ ବାହାରିବ ମାଟ୍ରିକ୍ ରେଜଲ୍ଟ,: ଏହି ଲିଙ୍କକୁ ଯାଇ ଦେଖିପାରିବେ ମାର୍କ
ଭୁବନେଶ୍ୱର: ଆଜି ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ ।
କଟକ…
ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଗିରଫ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଗିରଫ ହୋଇଛନ୍ତି । ବେଗୁନିଆ ଅନ୍ତର୍ଗତ କାଉଁରୀପାଟଣା ପ୍ରକଳ୍ପ ବିଦ୍ୟାଳୟର ୧୪୪ ନମ୍ବର ବୁଥରେ…
(Video) ଏହି ଜିନିଷ ଥିଲେ ଦେଇ ପାରିବେନି ଭୋଟ୍: ମତଦାନ ପୂର୍ବରୁ ଜାଣି ରଖନ୍ତୁ ନିର୍ବାଚନ ଅଧିକାରୀଙ୍କ ଉଦାହରଣ
ଓଡ଼ିଶା ଭାସ୍କର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଶେଷ ହୋଇ ସାରିଛି । ବର୍ତ୍ତମାନ ଆଉ ମାତ୍ର ଗୋଟିଏ ପର୍ଯ୍ୟାୟ ତଥା ଶେଷ ପର୍ଯ୍ୟାୟ ମତଦାନକୁ ଅପେକ୍ଷା କରି ରହିଛନ୍ତି ଓଡ଼ିଶାବାସୀ । ତେବେ ଭୋଟର ମତଦାନ କରିବା…
Breaking News; ମାଡ଼ି ଆସୁଛି ବାତ୍ୟା, ସତର୍କ ରହିବାକୁ ନିର୍ଦ୍ଦେଶ: ୪ ଜିଲ୍ଲାକୁ ଜାରି ହେଲା ଚେତାବନୀ
ଭୁବନେଶ୍ୱର: ଆସନ୍ତାକାଲି ଭାରତରେ ପାଦ ରଖିବ ବାତ୍ୟା ରେମାଲ । ଏଥିପାଇଁ ପୂର୍ବରୁ ସଂକେତ ଦେଲାଣି ପାଣିପାଗ ବିଭାଗ । ରାଜ୍ୟର ୪ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୪ଟି…
BIG BREAKING…ପୋଲସରା: ପୋକସୁଙ୍ଗା ନିକଟ ଜଙ୍ଗଲରେ ଗୁଳିକାଣ୍ଡ
ପୋଲସରା: ପୋକସୁଙ୍ଗା ନିକଟ ଜଙ୍ଗଲରେ ଗୁଳିକାଣ୍ଡ । ଗୁଳିକାଣ୍ଡରେ ଦୁଇଜଣ ବ୍ୟକ୍ତି ଗୁରୁତର । ଜଣେ ବ୍ୟକ୍ତିଙ୍କ ମୁଣ୍ଡରେ ଓ ଅନ୍ୟ ଜଣଙ୍କ ଦେହରେ ବାଜିଛି ଗୁଳି । ଜଙ୍ଗଲକୁ ଯାଉଥିବା ବେଳେ ବାଜିଲା ଗୁଳି ।…
ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍ ପାଇଁ ୩୦୦ ଶିକ୍ଷାର୍ଥୀ ଚୟନ :ଜାଣନ୍ତୁ କ’ଣ କ’ଣ ମିଳିବ ଫାଇଦା
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍ ପ୍ରୋଗ୍ରାମ (ସିଏମ୍ଆର୍ଆଇଏଫ୍ପି)ରେ ୩୦୦ ଶିକ୍ଷାର୍ଥୀଙ୍କୁ ଚୟନ କରାଯାଇଛି । ଏହି ଯୋଜନାରେ ଚୟନ ହୋଇଥିବା ଶିକ୍ଷାର୍ଥୀମାନେ ରାଜ୍ୟର ୧୫ଟି ସରକାରୀ ବିଶ୍ୱବିଦ୍ୟାଳୟରେ…