CHARIDHAM
Browsing Category

ରାଜ୍ୟ

ଦିନ ୧ଟା ସୁଦ୍ଧା ରାଜ୍ୟରେ ୩୫.୬୯% ମତଦାନ, ପ୍ରଚଣ୍ଡ ଖରା ପାଇଁ ଧିମେଇ ଯାଇଛି ମତଦାନ

ଭୁବନେଶ୍ୱର: ଆଜି ସାରା ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ଦିନ ୧ଟା ସୁଦ୍ଧା ରାଜ୍ୟରେ ୩୫.୬୯% ମତଦାନ ହୋଇଥିବା ଜଣାଯାଇଛି । ଏହି ସମୟ ମଧ୍ୟରେ ଅନୁଗୁଳରେ…

(Video) ଢେଙ୍କାନାଳ: ଡ୍ୟୁଟି ବେଳେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ

ଢେଙ୍କାନାଳ: ଡ୍ୟୁଟି ବେଳେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ । ମୃତକ ଢେଙ୍କାନାଳ ହିନ୍ଦୋଳ ବିଧାନସଭା କ୍ଷେତ୍ର ନୁଆବଗ ପଞ୍ଚାୟତ ବାହାଲୁଣ୍ଡା ଗାଁ ୧୩୬ ନମ୍ବର ବୁଥରେ ବିଜେପି ଏଜେଣ୍ଟ ଭାବରେ କାର୍ଯ୍ୟରତ ଥିଲେ । ସକାଳ ୯.୩୦…

ମତଦାତା ଏବଂ ବୁଥ ସ୍ତରୀୟ ଅଧୀକାରୀଙ୍କୁ ପୋଲଂ ବୁଥକୁ ମୋବାଇଲ ମନା; ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଆଜି ସକାଳୁ ସବୁ ପୋଲିଂ ବୁଥରେ ଭୋଟର ମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି । ଓଡିଶାରେ ତୃତୀୟ ପର୍ଯ୍ୟୟ ମତଦାନର ମହାପର୍ବ ଚାଲିଛି । ମତଦାତାଙ୍କ ଭିତରେ ଭୋଟ ଦେବାକୁ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି ।…

ଭୋଟ୍ ଦେଉଛି ଓଡ଼ିଶା : ଜାଣନ୍ତୁ ସକାଳ ୯ଟା ସୁଦ୍ଧା କେତେ ପ୍ରତିଶତ ହୋଇଛି ମତଦାନ ?

ଭୁବନେଶ୍ୱର : ଆଜି ସାରା ଦେଶରେ ଆରମ୍ଭ ହୋଇଛି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ । ଏହାସହ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଜାରି ରହିଛି ଭୋଟିଂ । ଏହାରି ଭିତରେ ଭୋଟ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ…

ଭୋଟ୍ ଦେଲେ BJD ସୁପ୍ରିମୋ ନବୀନ ପଟ୍ଟନାୟକ, ପ୍ରତିକ୍ରିୟାରେ କହିଲେ ଏପରି (Video)

ଭୁବନେଶ୍ୱର : ଆଜି ସାରା ଦେଶରେ ଆରମ୍ଭ ହୋଇଛି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ । ଏହାସହ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଜାରି ରହିଛି ଭୋଟିଂ । ଏହାରି ଭିତରେ ଭୋଟ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ…

(Video) ବଦଳିପାରେ ବାତ୍ୟା ‘ରେମାଲ’ର ଲ୍ୟାଣ୍ଡଫଲ ଗତିପଥ; ସୁନ୍ଦରବନରୁ ଆରମ୍ଭ କରି ଓଡ଼ିଶାର ସମୁଦ୍ରତଟରେ ହୋଇପାରେ ଲ୍ୟାଣ୍ଡଫଲ!

ଭୁବନେଶ୍ୱର: ତାରିଖ ଗଡିବା ସହ ବାତ୍ୟାର ପ୍ରଭାବ କେମିତି ରହିବ ସେ ନେଇ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସୁଛି । ଓଡିଶାରେ ବି ବାତ୍ୟାର ପ୍ରଭାବ ପଡିବ ବୋଲି କୁହାଯାଇଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡିଶାରେ ହେବ…

ଟିଟିଲାଗଡ଼: ନିଆଁ ଲାଗି ଜଳିଗଲା ୧୭ଟି ଉଠା ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

ଟିଟିଲାଗଡ଼: (ଓଡ଼ିଶା ଭାସ୍କର) ନିଆଁ ଲାଗି ଜଳିଗଲା ୧୭ଟି ଉଠା ଦୋକାନ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ । ପାଖାପାଖି ସମସ୍ତ ଦେକାନ ଥିବାରୁ…

ଆଜି ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ; ୫୮ଟି ସଂସଦୀୟ କ୍ଷେତ୍ର ପାଇଁ ଭୋଟିଂ ଆରମ୍ଭ

ନୂଆଦିଲ୍ଲୀ: ଆଜି ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ । ୫୮ଟି ସଂସଦୀୟ କ୍ଷେତ୍ର ପାଇଁ ମତଦାନ ଆରମ୍ଭ । ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ । ଦିଲ୍ଲୀର ସମସ୍ତ ୭ ସଂସଦୀୟ କ୍ଷେତ୍ର ପାଇଁ ଭୋଟିଂ । ହରିୟାଣାର…

BIG BREAKING…କଟକ: କ୍ଲବ୍‌ ଭିତରୁ ଉଦ୍ଧାର ହେଲା ଯୁବକଙ୍କ ଗଳାକଟା ମୃତଦେହ; ହତ୍ୟାର କାରଣ ଅସ୍ପଷ୍ଟ

କଟକ: (ଓଡ଼ିଶା ଭାସ୍କର) କଟକରେ ଗଳାକାଟି ହତ୍ୟା । କ୍ଲବ୍‌ ଭିତରୁ ଉଦ୍ଧାର ହେଲା ଯୁବକଙ୍କ ଗଳାକଟା ମୃତଦେହ । ଜଗତପୁର ଥାନା ପ୍ରଧାନପଡ଼ା ଗାଁ କ୍ଲବରୁ ମୃତଦେହ ଉଦ୍ଧାର ହୋଇଛି । ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ୩…

ଆଜି ରାଜ୍ୟରେ ୩ୟ ପର୍ଯ୍ୟାୟ ମତଦାନ; ୬ ସଂସଦୀୟ କ୍ଷେତ୍ର ଓ ୪୨ ବିଧାନସଭା କ୍ଷେତ୍ରରେ ଭୋଟିଂ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । କଡ଼ା ସୁରକ୍ଷା ବ୍ୟବସ୍ଥା । ରାଜ୍ୟରେ ୬ ଲୋକସଭା କଟକ, ଭୁବନେଶ୍ବର, ପୁରୀ, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର ସମେତ ଏହା ଅଧୀନରେ ଥିବା ୪୨…