CHARIDHAM
Browsing Category

ରାଜ୍ୟ

ଟ୍ୱିନ୍ ସିଟିରେ ଦେଖିବାକୁ ମିଳିବ ବିରଳ ଦୃଶ୍ୟ! ମେ ୨୧ ଓ ୨୨ରେ ଦେଖାଯିବନି କାହାର ଛାଇ, ଜ୍ୟୋତିର୍ବିଜ୍ଞାନୀଙ୍କ ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ଆମେମାନେ ଯେତେବେଳେ ବାହାରକୁ ଯାଇଥାଉ, ସେତେବେଳେ ଆମର ଛାଇ ଆମକୁ ଦେଖାଯାଇଥାଏ । ତେବେ ଏପରି କେବେ ହୋଇଛି କି ଯେତେବେଳେ ଆପଣଙ୍କ ଛାଇ ଆପଣଙ୍କ ସହ ନଥିବ? ଆପଣମାନେ ଯଦି…

ଫେସବୁକ ପ୍ରେମରେ ପ୍ରତାରଣା : ଠକାମୀର ଶିକାର ହୋଇ ୧୦ ଲକ୍ଷ ହରାଇଲେ ଯୁବକ

ଭୁବନେଶ୍ୱର : ଚନ୍ଦକା ଅଞ୍ଚଳର ଜଣେ ଯୁବକ ବିଦେଶିନୀଙ୍କ ପ୍ରେମରେ ପଡି ୧୦ ଲକ୍ଷ ଟଙ୍କା ହରାଇଛନ୍ତି । ଏହି ଠକାମୀରେ ଫସି ଥିବା ଯୁବକ ସାଇବର ଥାନା ଦ୍ୱାରସ୍ଥ ହୋଇଛନ୍ତି । ଟଙ୍କା କଟିଯାଇଥିବା ଆକାଉଣ୍ଟକୁ ପୋଲିସ ଫ୍ରିଜ…

ପୁଣି ଓଡ଼ିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ

ଭୁବନେଶ୍ୱର: ରାଜ୍ୟରେ ନିର୍ବାଚନକୁ ନେଇ ଚଳଚଞ୍ଚଳ ରାଜନୈତିକ ମାହୋଲ । ପ୍ରଚାରରେ କମ୍ପୁଛି ପଲ୍ଲିରୁ ସହର । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ତରଫରୁ ଜାରି ରହିଛି କସରତ । ନିର୍ବାଚନୀ ମାହୋଲକୁ…

ବିଜେପିରେ ମିଶିଲେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ

ଭୁବନେଶ୍ୱର: ବିଜେପିରେ ମିଶିଲେ ନିମାପଡ଼ା ବିଧାୟକ ସମୀର ରଞ୍ଚନ ଦାଶ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ସମର୍ଥକଙ୍କ ସହ ରାଜ୍ୟ କାର୍ଯ୍ୟାଳୟରେ ଆସି ବିଜେପିରେ ସାମିଲ ହେଲେ…

ରାଜ୍ୟ ସରକାରଙ୍କ ନିଷ୍ପତ୍ତି: ଭୁବନେଶ୍ୱର ESI ହସ୍ପିଟାଲରେ ସ୍ଥାପନ ହେବ ‘କ୍ରିଟିକାଲ କେୟାର ୟୁନିଟ୍’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ଇଏସଆଇ ହସ୍ପିଟାଲରେ ଖୋଲିବ ‘କ୍ରିଟିକାଲ କେୟାର ୟୁନିଟ୍’ (ସିସିୟୁ) । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯିବାସହିତ ଦୁଇଜଣ ବରିଷ୍ଠ…

ପାଣିପାଗ ବିଭାଗର ସୂଚନା: ୨୨ରୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ

ଭୁବନେଶ୍ୱର : ବଙ୍ଗୋପସାଗରରେ ଚଳିତ ମାସ ୨୨ରେ ଏକ ଲଘୁଚାପ ସୃଷ୍ଟି ହେବ । ଏହା ରାଜ୍ୟର ଉତ୍ତର ପୂର୍ବ ଦିଗକୁ ମୁହାଁଇବ । ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ବଙ୍ଗୋପସାଗର ଅଞ୍ଚଳରେ ଘନୀଭୂତ ହୋଇ ୨୪ ତାରିଖ ବେଳକୁ ତାହା ଏକ…

ଜୁଲାଇ ୧୫ରୁ ଆରମ୍ଭ ହେବ CBSE ସପ୍ଲିମେଣ୍ଟାରୀ ପରୀକ୍ଷା: ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ସବିଶେଷ ବିବରଣୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁଲାଇ ୧୫ ତାରିଖରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ । ଆସନ୍ତା ସପ୍ତାହରେ ଏ ସମ୍ପର୍କରେ ସବିଶେଷ ବିବରଣୀ ପ୍ରକାଶ ପାଇବ । ଗତ ୧୩…

ବିଜେଡିରୁ ଇସ୍ତଫା ଦେଲେ ସମୀର ରଞ୍ଜନ ଦାଶ, ଟିକେଟ ନ ମିଳିବା ନେଇ ଥିଲେ ଅସନ୍ତୁଷ୍ଟ

ଭୁବନେଶ୍ୱର: ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସମୀର ଦାଶ । ସେ ନିଜ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ…

ବିଜେଡି ନେତ୍ରୀଙ୍କ ଘରେ ଫ୍ଲାଇଂ ସ୍କ୍ୱାଡର ଚଢ଼ାଉ, ବେଆଇନ୍ ଅର୍ଥ କାରବାରରେ ସଂପୃକ୍ତି ଥିବା ଅଭିଯୋଗ

ସୁନ୍ଦରଗଡ଼: ରାଜଗାଙ୍ଗପୁର ପୌରପାଳିକା ୱାର୍ଡ଼ ନମ୍ବର-୯ରେ ବିଜେଡି ନେତ୍ରୀଙ୍କ ଘରେ ଫ୍ଲାଇଂ ସ୍କ୍ୱାଡ୍ ଚଢ଼ାଉ କରିଛି । ବିଜେଡି ନେତ୍ରୀ ସୁଭଦ୍ରା ଷଡ଼ଙ୍ଗୀଙ୍କ ବାସଭବନରେ ରେଡ୍ କରିଛି ଫ୍ଲାଇଂ ସ୍କ୍ୱାଡ୍ । ନିର୍ବାଚନ…

ଛତ୍ରପୁର ବଡ଼ ଷ୍ଟେସନ୍ ନିକଟରେ ଅଘଟଣ, ଲାଇନଚ୍ୟୁତ୍ ହେଲା ମାଲବାହୀ ଟ୍ରେନ୍

ଛତ୍ରପୁର: ଛତ୍ରପୁର ବଡ଼ ଷ୍ଟେସନ୍ ନିକଟରେ ଲାଇନଚ୍ୟୁତ୍ ହେଲା ମାଲବାହୀ ଟ୍ରେନ୍ । ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ୍ ହୋଇଛି । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।