Browsing Category

ରାଜ୍ୟ

ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ପୂର୍ବରୁ ଆଜି ସନ୍ଧ୍ୟାରେ ଅକ୍ଷର ଭୂମି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଭାସ୍କର: ଅନୁଷ୍ଠିତ ହେବାକୁ ଯାଉଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଆସନ୍ତାକାଲିଠୁ ବା ଫେବୃଆରୀ ୩ରୁ ୫ ତାରିଖ ଯାଏଁ ଏହି ସମ୍ମିଳନୀ ଚାଲିବ। ଏହି ସମ୍ମିଳନୀରେ ମୋଟ ୧୭ଟି ସେସନ୍ ରହିଥିବା ଜଣାପଡିଛି।…

BIG BREAKING: ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ସାଧୁ ମେହେରଙ୍କ ପରଲୋକ

ଓଡ଼ିଶା ଭାସ୍କର: ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ସାଧୁ ମେହେରଙ୍କ ପରଲୋକ। ତେବେ ମୁମ୍ବାଇରେ ଆଜି ସାଧୁ ମେହେରଙ୍କ ପରଲୋକ ଘଟିଥିବା ଜଣାପଡିଛି। ସାଧୁଙ୍କ ପରଲୋକ ନେଇ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ…

ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: କାମଚଳା ବଜଟେକୁ ମିଳିବ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍‍ ଏବଂ ମନ୍ତ୍ରୀ ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ସନ୍ଧ୍ୟାରେ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ । ଏହି ବୈଠକରେ କେତେକ…

ଭଦ୍ର ବ୍ୟବହାର ଦେଖାଇ ଘରେ କେହି ନ ଥିବା ବେଳେ କଳାକନା ବୁଲାଇଦେଲା ପାଖ ଘର ଭାଉଜ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବିଶ୍ୱାସରେ ବିଷ ଦେଲା ପଡ଼ୋଶୀ । ନିଜ ପଡ଼ୋଶୀ ଘରୁ ସୁନା ଚୋରୀ କରି ଆଉ ଏକ ଚୋରୀ କେସରେ ଫସିଲା । ଏଭଳି ଘଟଣା ପର୍ଦ୍ଧାଫାଶ କରିଛି ଚନ୍ଦ୍ରଶେଖରପୁର ପୋଲିସ। ଘଟଣାରେ ମୁଖ୍ୟ ଅଭିଯୁକ୍ତ…

(Video) ରସୁଣ ପରେ ପରେ ଏବେ ଅଦା ବି ଦେଲାଣି ଟେନସନ୍; ଚିକେନ୍ କିଲୋ ଯେତିକି ନୁହେଁ, ଅଦା…

ଭୁବନେଶ୍ୱର: ଅଦା ଖାଇଲେ ନାହିଁ ଛୁଇଁଲେ ଏବେ ରାଗ, ଅଦାକୁ ଦେଖିଲେ ବହୁଛି ଲୁହ। ରସୁଣ ପରେ ପରେ ଏବେ ଅଦା ବି ଟେନସନ ବଢାଇ ଦେଇଛି। କେତେବେଳେ ରସୁଣ ତ କେତେ ବେଳେ ଆଦା ଖାଉଟିଙ୍କ ପକେଟକୁ ଭାରି ବାଧୁଛି। ଚିକେନ୍ କିଲୋ…

(Video) ୯ମ ଶ୍ରେଣୀରେ ପଢ଼ା ହେଉଛି କେମିିତି ହୁଏ ପ୍ରେମ, ଧୋକା ଖାଇଲେ କ’ଣ କରିବେ? ସେ ନେଇ ରହିଛି ପାଠ…

ଭୁବନେଶ୍ୱର: ଏଣିକି ସ୍କୁଲ ବହିରେ ବି ପ୍ରେମକୁ ନେଇ ପଢ଼ା ଯିବ ପାଠ। ପ୍ରେମକୁ ବହିରେ ପଢ଼ି ସିଖିବେ ଛାତ୍ରଛାତ୍ରୀ । ବୟସ ନହୋଇ ପ୍ରେମ କରୁଥିବା ପିଲାଙ୍କ ପାଇଁ ରହିଛି ଏହି ପୁରା ବିଷୟ । କେମିତି ପ୍ରେମ ହୁଏ କେମିତି…

ଖୁବଶୀଘ୍ର ଗଠନ ହେବ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ସେଲ୍: ଉପକୃତ ହେବେ ବରିଷ୍ଠ ନାଗରିକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାର ଛୋଟ ପିଲାଙ୍କଠାରୁ ଆରମ୍ଭ କରି ଯୁବକ, ବିବାହିତ ଓ ବୟସ୍କ ସମସ୍ତଙ୍କ ପାଇଁ ଅନେକ ଯୋଜନା ଲାଗୁ କରିଛନ୍ତି । ଏହା ମଧ୍ୟରେ ବରିଷ୍ଠ ନାଗରିକଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼…

BREAKING… ଖୋର୍ଦ୍ଧା; ଜାତୀୟ ରାଜପଥରେ ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ୨୦ ଆହତ

ଖୋର୍ଦ୍ଧା: ଜାତୀୟ ରାଜପଥରେ ବସ୍‌କୁ ଟ୍ରକ୍‌ ଧକ୍କା ଦେବାରୁ ୨୦ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା । ୧୬ନଂ ଜାତୀୟ ରାଜପଥ ଗଡ଼ଖୋର୍ଦ୍ଧା ଛକରେ ଏଭଳି ଦୁର୍ଘଟଣା ଘଟିଛି । ୨୦ ଆହତ ଯାତ୍ରୀଙ୍କୁ ଉଦ୍ଧାର ପରେ ଜିଲ୍ଲା ମୁଖ୍ୟ…

ଦଶମ-ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମରେ ପରିବର୍ତ୍ତନ ଆଣିଲା CBSE; ୧୦ମ’ରେ ୩ଟି ଭାଷା ଓ ୭ଟି ଅତିରିକ୍ତ ବିଷୟ ସାମିଲ୍

ନୂଆଦିଲ୍ଲୀ: ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ଢାଞ୍ଚାରେ ପରିବର୍ତ୍ତନ ଆଣିବାକୁ ଯାଉଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)। ଦଶମ ଶ୍ରେଣୀରେ ଦୁଇଟି ଭାଷା ଅଧ୍ୟୟନରୁ ତିନୋଟି କରାଯାଇଛି, ଯେଉଁଥିରେ…

ଆରମ୍ଭ ହେବ ଓଡ଼ିଆ ଭାଷାର ଗୌରବ ଗାଥା ପଦଯାତ୍ରା; ଓଡ଼ିଆ ଭାଷା-ସଂସ୍କୃତି ସହ ଯୋଡ଼ିହେବେ ପର୍ଯ୍ୟଟକ

ଭୁବନେଶ୍ୱର: ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷା, କଳା ଓ ସଂସ୍କୃତିକୁ ମନୋରଞ୍ଜନ ମାଧ୍ୟମରେ ଲୋକଙ୍କ ପାଖେ ପହଞ୍ଚାଇବାକୁ ଆରମ୍ଭ ହେଉଛି…