Browsing Category
ରାଜ୍ୟ
ନିଶ୍ଚିନ୍ତକୋଇଲି ସଡ଼କ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜି କଟକ ଚାନ୍ଦବାଲି ରାସ୍ତା ର ନିଶ୍ଚିନ୍ତକୋଇଲି ଠାରେ ଏକ ସଡ଼କ ଦୁର୍ଘଟଣାରେ ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ…
ନୂଆବର୍ଷରେ ବି ନିସ୍ତାର ନାହିଁ: ରାଜ୍ୟରୁ ପୁଣି ଚିହ୍ନଟ ହେଲେ ୫ ଜଣ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୩ ପୁରୁଣା ବର୍ଷ ବିଦାୟ ନେଇ ନୂଆବର୍ଷ ୨୦୨୪ ପାଦ ଦେଇଥିଲେ ବି କରୋନା ସଂକ୍ରମଣରୁ ଜନସାଧାରଣଙ୍କୁ ନିସ୍ତାର ମିଳିପାରି ନାହିଁ । ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟରୁ ୨ ଜଣ କୋଭିଡ୍…
Big Breaking: ବସ୍-ଟ୍ରକ୍ ଧକ୍କାରେ ୩ ମୃତ, ୨୦ ଗୁରୁତର
ସାଲେପୁର: କଟକ ଚାନ୍ଦବାଲି ରାସ୍ତାରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏକ ଦଶ ଚକିଆ ଟ୍ରକକୁ ଧକ୍କା ଦେଲା ମନୋରମା ବସ୍ । ତେବେ ଦୁର୍ଘଟଣାରେ ୩ ଜଣ…
ଉଚ୍ଚ ଶିକ୍ଷା ବିଭାଗର ନୂଆ ଯୋଜନା: ଅଧ୍ୟାପକଙ୍କ ଦକ୍ଷତା ବୃଦ୍ଧି ପାଇଁ ଦିଆଯିବ ପ୍ରଶିକ୍ଷଣ, ନିଯୁକ୍ତି ପାଇବେ ଅବସରପ୍ରାପ୍ତ ଓ ବରିଷ୍ଠ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଅଭାବ ଦୂର ହେବ । ତେବେ ପ୍ରଫେସରଙ୍କ ନିଯୁକ୍ତି ଉପରେ କଟକଣା ରହିଥିବା ବେଳେ ତା’ର ବିକଳ୍ପ ବ୍ୟବସ୍ଥା ସ୍ଥିର କରାଯାଇଛି ।…
Big Breaking: ବସ୍-ଟ୍ରକ ମୁହାଁମୁହିଁ ଧକ୍କା, ୪୦ ଆହତ
ସାଲେପୁର: ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଘଟଣା ସାମ୍ନାକୁ ଆସିଛି । ଏଥିରେ ୪୦ ଜଣ ଆହତ ହୋଇଥିବା ଜଣାପଡିଛି । ନିଶ୍ଚିନ୍ତକୋଇଲି କଟରପଡ଼ା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । କେନ୍ଦ୍ରାପଡ଼ାରୁ କଟକ ଆସୁଥିବା…
ଜଗନ୍ନାଥ ମନ୍ଦିର ଯିବା ପୂର୍ବରୁ ଜାଣନ୍ତୁ ନିୟମ, ଲାଗୁ ହେଲା ଡ୍ରେସ୍ କୋଡ
ପୁରୀ: ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ମନ୍ଦିରରେ ପ୍ରବେଶକୁ ନେଇ ନୂତନ ନିୟମ ଲାଗୁ କରିଛନ୍ତି। ବାସ୍ତବରେ, ଦ୍ୱାଦଶ ଶତାବ୍ଦୀର ଧାର୍ମିକ ସ୍ଥାନକୁ ହାପ ପ୍ୟାଣ୍ଟ, ଚିରା ଜିନ୍ସ, ସ୍କର୍ଟ ଏବଂ ସ୍ଲିଭଲେସ୍ ପୋଷାକ…
(Video) ଆଖି ନାହିଁ କି ନାକ ବି ନାହିଁ, ଅଧାଗଢା ଚେହେରା… ଓଡ଼ିଶାରେ ଜନ୍ମ ନେଲା ଅଦ୍ଭୁତ ରୂପୀ ବାଛୁରୀ
୨୦୨୪ରେ ଆରମ୍ଭରୁ ହିଁ ଓଡିଶାରେ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ଏକ ଅଜବ ରୂପଧାରୀ ବାଛୁରି ଛୁଆ ଜନ୍ମ ନେଇଛି, ଯାହାକୁ ଦେଖିଲେ ମନରେ ଖେଳିଯାଉଛି ଭୟ । ବାଛୁରୀଟିର ଚେହେରା ଅତି ଭୟଙ୍କର ଦେଖାଯାଉଛି, ଯାହାକୁ ଦେଖି…
Breaking…ନୂଆବର୍ଷରେ ପୋଲିସ୍-ମାଓବାଦୀ ଗୁଳି ବିନିମୟ; ୬ ବର୍ଷର ଶିଶୁ ମୃତ, ମା’ ଗୁରୁତର
ଓଡ଼ିଶା ଭାସ୍କର: ନୂଆବର୍ଷ ଆରମ୍ଭରୁ ପୋଲିସ୍-ମାଓବାଦୀ ଗୁଳି ବିନିମୟ। ଓଡ଼ିଶା ସୀମା ଛତିଶଗଡ଼ର ବିଜାପୁର ଜିଲ୍ଲା ମୁତୱାଣ୍ଡିରେରେ ଗୁଳି ବିନିମୟ । ଏହି ଗୁଳି ବିନିମୟରେ ଜଣେ ଶିଶୁ ମୃତ୍ୟୁ ବରଣ କରିଥିବାବେଳେ, ମାଆ…
ପିକନିକ୍ ପାଇଁ ଜାରି ହେଲା SOP; RTOରୁ ସ୍ୱତନ୍ତ୍ର ଅନୁମତି ଆଣିବେ ବାହନ ମାଲିକ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ପିକନିକ୍ ପାଇଁ ଜାରି ହେଲା SOP । ପିକନିକ୍ ପାଇଁ SOP ଜାରିକଲା ରାଜ୍ୟ ପରିବହନ ବିଭାଗ। ଦୁର୍ଘଟଣା କମାଇବା ପାଇଁ ରାଜ୍ୟ ପରିବହନ ବିଭାଗର ପ୍ରୟାସ୍। ଅମାନିଆଙ୍କ ପାଇଁ ହେବ କଠୋର…
ଜାନୁଆରୀ ୬ରୁ ଆରମ୍ଭ ହେବ BSKY ନବୀନ କାର୍ଡ ଲାଗି ଅନ୍ଲାଇନ୍ ପଞ୍ଜୀକରଣ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆସନ୍ତା ୬ରୁ ଆରମ୍ଭ ହେବ BSKY ନବୀନ କାର୍ଡ ଲାଗି ଅନ୍ଲାଇନ୍ ପଞ୍ଜୀକରଣ । ଜାନୁୟାରୀ ୧୬ ତାରିଖ ଯାଏଁ ହେବ ଅନ୍ଲାଇନ୍ ପଞ୍ଜୀକରଣର । କାର୍ଡ ଲାଗି ଯୋଗ୍ୟ ଆଶାୟୀ ଅନ୍ଲାନ୍ରେ…