Browsing Category
ରାଜ୍ୟ
ଶ୍ରୀମନ୍ଦିର ଭିତର କାଠ ନିକଟରେ ଭକ୍ତ ବାନ୍ତି କରିବାରୁ ହେଲା ମହାପ୍ରଭୁଙ୍କ ମହାସ୍ନାନ
ଓଡ଼ିଶା ଭାସ୍କର: ଆଜି ରବିବାର ଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଗହଳି ଲାଗିଥିଲା। ପ୍ରାୟ ବଡ଼ଦାଣ୍ଡ ଠାରୁ ମନ୍ଦିର ପର୍ଯ୍ୟନ୍ତ ଏହି ଗହଳି ଦେଖିବାକୁ ମିଳିଥିଲା। ସେହିପରି ଶ୍ରୀମନ୍ଦିର ବାହାର ଓ…
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା: ମାଟ୍ରନଙ୍କ ପାରିଶ୍ରମିକ ବୃଦ୍ଧି, ଅବସର ପରେ ମିଳିବ ସହାୟତା ରାଶି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ରାଜ୍ୟ ସରକାର ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଦରମା ବୃଦ୍ଧି କରୁଥିବା ଦେଖାଯାଉଛି । ଏହା ମଧ୍ୟରେ ମାଟ୍ରନଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼…
BCCI- ଓଡ଼ିଶା ସରକାର ଏକାଠି ହେଲେ: ରାଜ୍ୟର ପ୍ରତି ଜିଲ୍ଲାରୁ ବାହାରିବେ କ୍ରୀଡ଼ା ପ୍ରତିଭା, ପ୍ରତି ଜିଲ୍ଲାରେ ପ୍ରତିଷ୍ଠା ହେବ କ୍ରିକେଟ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ଷ ବର୍ଷ ଧରି ଜାତୀୟ ସ୍ତରୀୟ କ୍ରିକେଟରେ ଓଡ଼ିଶାର କ୍ରିକେଟରଙ୍କ ଅନୁପସ୍ଥିତି ରାଜ୍ୟର କ୍ରୀଡ଼ାପ୍ରେମୀଙ୍କୁ ବଡ଼ ଆଘାତ ଦେଇଛି । ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସଙ୍କ ପରି କିଚି ହାତ…
Big Breaking; ପୁରୀ Airport ପାଇଁ ଟେଣ୍ଡର ଦେଲା ଇଡକୋ: ୩ ବର୍ଷରେ ପୁରୀକୁ ମିଳିବ ବିମାନ ସେବା
ପୁରୀ: ଖୁବଶୀଘ୍ର ପୁରୀ ଶ୍ରୀକ୍ଷେତ୍ରରୁ ବିମାନ ସେବା ପାଇପାରିବେ ଶ୍ରଦ୍ଦାଳୁ । ଏଥିପାଇଁ ଟେଣ୍ଡର ଆହ୍ୱାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପୁରୀ ଶ୍ରୀଜଗନ୍ନାଥ ବିମାନ ବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି…
ସ୍କୁଲରେ ବ୍ୟାପୁଛି ଝାଡ଼ାବାନ୍ତି: ୨୨ ଜଣ ଆକ୍ରାନ୍ତ, ୧୦ ଛାତ୍ରୀଙ୍କ ଅବସ୍ଥା ଗୁରୁତର
କୁଚିଣ୍ଡା: ଆଶ୍ରମ ସ୍କୁଲ ପାଇଁ ଏବେ ବିପଦ ସାଜିଛି ଝାଡ଼ାବାନ୍ତି । ୨୨ ଜଣ ଅନ୍ତେବାସୀ ଏଥିରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ମିଳିଛି । ତେବେ ଏଥିମଧ୍ୟରୁ ୧୦ ଜଣ ଛାତ୍ରୀଙ୍କ ଅବସ୍ଥା ଗୁରତର ରହିଛି । ସମସ୍ତଙ୍କୁ…
Breaking news:ପୁଣି ମାତିଲେ ମାଓବାଦୀ, କମାଣ୍ଡରଙ୍କୁ ନିର୍ମମ ହତ୍ୟା
ଭୁବନେଶ୍ୱର:ଛତିଶଗଡରେ ପୁଣି ମାତିଲେ ମାଓବାଦୀ । ଆଜି ସିଏଫଏଫ ୪ର୍ଥ ବାଟାଲିୟନ କମାଣ୍ଡରଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି ମାଓବାଦୀ । କମାଣ୍ଡରଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ମାଓବାଦୀ । ବିଜାପୁର କୁଟୁର…
ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ି, ବୃଦ୍ଧି ପାଇବ ରାତି ତାପମାତ୍ରା
ଭୁବନେଶ୍ୱର: ଆଜି ସକାଳୁ ସକାଳୁ କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଂଚଳରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଥିଲା । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଓଡ଼ିଶା ଉପକୂଳ ବଙ୍ଗୋପସାଗର ଅଂଚଳରେ ସକ୍ରୀୟ ଗୁରୁଚାପ…
ବସ୍- ସ୍କୁଟି ମୁହାଁମୁହିଁ ଧକ୍କା, ୨ ମୃତ
ଗଞ୍ଜାମ: ଆସିକାରେ କୋଟିନଡ଼ା କଲେଜ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସ୍କୁଟିକୁ ବସ୍ ମୁହାଁମୁହିଁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ୨ ଜଣ ସ୍କୁଟି ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା…
ଶ୍ରୀମନ୍ଦିରରେ ଲୁଚିଛି ଏହିସବୁ ରହସ୍ୟ: ଜାଣନ୍ତୁ ପୁରୀ ଜଗନ୍ନାଥ ମନ୍ଦିରର ଅଲୌକିକ କାହାଣୀ
ଓଡ଼ିଶା ଭାସ୍କର: ଭାରତର ସବୁଠାରୁ ‘ରହସ୍ୟମୟୀ’ ମନ୍ଦିର ଭିତରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଅନ୍ୟତମ । ହଜାର ହଜାର ବର୍ଷ ପୁରୁଣା ଏହି ମନ୍ଦିରରେ ଅନେକ ରହସ୍ୟ ଲୁଚି ରହିଛି । ଏହି ମନ୍ଦିର ସହ ଜଡ଼ିତ ଇତିହାସ ମଧ୍ୟ ଖୁବ…
୧୫ଟି ଜିଲ୍ଲାରେ ୭୩ଟି ‘ଆମ ହସ୍ପିଟାଲ’, ପାଞ୍ଚଟି ଉପଖଣ୍ଡ ଡାଏଲେସିସ୍ ସେଣ୍ଟର ଉଦ୍ଘାଟିତ: ରୋଗୀଙ୍କ ସୁବିଧାକୁ ନେଇ ଏପରି…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୧୫ଟି ଜିଲ୍ଲାରେ ୭୩ଟି ‘ଆମ ହସ୍ପିଟାଲ’, ୫ଟି ଉପଖଣ୍ଡସ୍ତରୀୟ ଡାଏଲେସିସ୍ ସେଣ୍ଟର ଲୋକାର୍ପଣ କରିବା ସହିତ ରାଜ୍ୟର ସମସ୍ତ ଜିଲ୍ଲା ସଦରମହକୁମା ଡାକ୍ତରଖାନାରେ…