Browsing Category
ସାଧାରଣ ନିର୍ବାଚନ 2024
ଭୋଟ୍ ବର୍ଜନ ବେଳେ ହଠାତ୍ ପହଞ୍ଚିଲେ ରାହୁଲ; ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇ ଚିଡ଼ାଇଦେଲେ ଭୋଟର
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟ ପାଇଁ ସୋମବାର ଭୋଟ୍ ଗ୍ରହଣ ହୋଇଥିଲା। ସେପଟେ ଉତ୍ତରପ୍ରଦେଶର ହଟ୍ ସିଟ୍ ରାଏବରେଲିର ଏକ ଗାଁର ଲୋକେ ଭୋଟ୍ ବର୍ଜନ କରିଛନ୍ତି। ଯେଉଁମାନେ ଭୋଟ୍ ବର୍ଜନ କରିଥିଲେ…
(Video) ୮୮ ବର୍ଷ ବୟସରେ ଏକା ଭୋଟ ଦେବାକୁ ଗଲେ ଧର୍ମେନ୍ଦ୍ର, ହେମା ମାଳିନୀ ଏବଂ ଇଶା ଦେଓଲ ବି କଲେ ମତଦାନ
ମୁମ୍ବାଇ: ଦେଶରେ ଲୋକସଭା ନିର୍ବାଚନ ୨୦୨୪ ର ଆଜି ପଞ୍ଚମ ପର୍ଯ୍ୟାୟରେ ଭୋଟିଂ ଚାଲିଛି । ଯେଉଁଥିପାଇଁ ଆଜି ମୁମ୍ବାଇରେ ସକଳୁ ସକାଳୁ ମତଦାନ କେନ୍ଦ୍ର ବାହାରେ ଲମ୍ବା ଲାଇନ ଲାଗିଛି । ସାଧାରଣ ଜନତାଙ୍କ ଠାରୁ ନେଇ ଫିଲ୍ମ…
ମତଦାନ ଆରମ୍ଭ ହେବା ମାତ୍ରେ ଇଭିଏମ ଅଚଳ, ରାୟବରେଲିରେ ୨୦ଟି ମେସିନ ଖରାପ
ରାୟବରେଲି: ଆଜି ଦେଶରେ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ପକ୍ରିୟା ଜାରି ରହିଛି। ଏଥିସହ ଉତ୍ତରପ୍ରଦେଶର ରାୟବରେଲି ସଂସଦୀୟ ଆସନରେ ଭୋଟିଂ ପ୍ରକ୍ରିୟା ଜାରି ରହିଛି। ତେବେ ଏଠାକାର ମତଦାନ କେନ୍ଦ୍ରରେ…
(Video)‘ଭୋଟ ନ ଦେଉଥିବା ଲୋକଙ୍କ ଉପରେ ସରକାର ଟିକସ ଲାଗୁ କରିବା ଉଚିତ୍’: ମତଦାନ ପରେ ଏପରି କହିଲେ ପରେଶ ରାୱଲ
ନୂଆଦିଲ୍ଲୀ: ଆଜି ଦେଶରେ ୫ମ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଏହାରି ମଧ୍ୟରେ ଅନେକ ବଲିଉଡ ଅଭିନେତା ଏବଂ ଅଭିନେତ୍ରୀଙ୍କ ସହ ନେତା-ମନ୍ତ୍ରୀ ଭୋଟ ଦେଉଛନ୍ତି । ତେବେ ବଲିଉଡ ଅଭିନେତା ପରେଶ…
ମତଦାନ ବେଳେ ଇଭିଏମରେ ତ୍ରୁଟି, ଲୋକେ କହିଲେ ଭୋଟ ଦେବୁନି
ଭୁବନେଶ୍ୱର: ଦେଶରେ ଲୋକସଭା ନିର୍ବାଚନର ୫ମ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ଜାରି ରହିଛି । ଆଜି ଓଡ଼ିଶାର ୫ ଲୋକସଭା ଏବଂ ୩୫ ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି ।…
ଶ୍ରୀମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମହାପ୍ରଭୁଙ୍କୁ ଦର୍ଶନ କରି ଆରମ୍ଭ କରିବେ ରୋଡ୍ ସୋ
ପୁରୀ: ରବିବାର ସଂଧ୍ୟା ୬ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ପହଞ୍ଚିଛନ୍ତି । ଭୁବନେଶ୍ୱରରେ ରାତି ରହଣୀ ପରେ ଆଜି ପୁରୀରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା…
ୟୁପିରେ ଏତିକି ସିଟ୍ ଜିତିବ ବିଜେପି! ପ୍ରୟାଗରାଜ ରାଲିରେ ବଡ଼ ଖୁଲାସା କଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ମଧ୍ୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସାରା ଦେଶରେ ପ୍ରଚାର ପ୍ରସାର କରୁଛନ୍ତି । ଏହାରବି ମଧ୍ୟରେ ସେ ରବିବାର ଦିନ ପ୍ରୁାଗ ରାଜରେ ରାଲିକୁ ସମ୍ବୋଧିତ କରି ବିଜେପିକୁ…
ସୁନ୍ଦରଗଡ଼ ଲୋକସଭା ଆସନକୁ ପ୍ରଥମ ଥର ଅକ୍ତିଆର କରିବା ଲକ୍ଷ୍ୟରେ ବିଜେଡି: ବିଜେପି ଓ କଂଗ୍ରେସ ମଧ୍ୟ ଲଢ଼େଇ ପାଇଁ ପ୍ରସ୍ତୁତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ଲୋକସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଉ ୩ଟି ପର୍ଯ୍ୟାୟ ବାକି ରହିଛି । ସେହିପରି ମେ ୧୩ ତାରିଖରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଉ ୩ଟି…
(Video) କିଏ ସବୁଠାରୁ ଧନୀ? ୨ ନେତା ପଞ୍ଚମ ଫେଲ୍… ଆସିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପ୍ରାର୍ଥୀଙ୍କ ରିପୋର୍ଟ
ଓଡ଼ିଶା ଭାସ୍କର: ଧିରେ ଧିରେ ରୋଚକ ହେବାରେ ଲାଗିଛି ରାଜ୍ୟ ରାଜନୀତି । ପ୍ରଥମ ପର୍ୟ୍ୟାୟ ମତଦାନ ଶେଷ ହେବା ପରେ ଏବେ ଦ୍ୱିତୀୟ ପର୍ଯ୍ୟାୟକୁ ଅପେକ୍ଷା କରି ରହିଛନ୍ତି ରାଜ୍ୟବାସୀ । ଆସନ୍ତା ମେ’ ୨୦ ତାରିଖରେ ପୁଣି ହେବ…
(Video) ମୋଦୀ ଗ୍ୟାରେଣ୍ଟି vs ନବୀନ ଗ୍ୟାରେଣ୍ଟି vs କଂଗ୍ରେସ ଗ୍ୟାରେଣ୍ଟି: କାହା ଗ୍ୟାରେଣ୍ଟି ଉପରେ ଭୋଟରଙ୍କ ଭରସା? କିଏ ମାରିବ ବାଜି?
ଓଡ଼ିଶା ଭାସ୍କର: ଚଳିତ ନିର୍ବାଚନ ପାଇଁ କମ୍ପୁଛି ଓଡ଼ିଶାର ରାଜନୀତି ମଇଦାନ । ଓଡ଼ିଶାରେ ଆସନ କବଜା କରିବା ପାଇଁ ରାଜ୍ୟକୁ ପ୍ରତିଦିନ କେନ୍ଦ୍ରରୁ ଓଡିଶାକୁ ଛୁଟୁଛି ନେତାଙ୍କ ସୁଅ । ଓଡିଶାରୁ ବହୂମତ ପାଇବାକୁ ପ୍ରାୟ…