Browsing Category

ରାଜନୀତି

ଭାଙ୍ଗିଯିବ କି କେନ୍ଦ୍ରାପଡା ପୌର ପରିଷଦ, ହୋଟେଲରେ ଚାଲିଛି ଗୁପ୍ତ ବୈଠକ

ଭୁବନେଶ୍ୱର: ଓଡିଶାର ସର୍ବପୁରାତନ ପୌରସଂସ୍ଥା ହେଉଛି କେନ୍ଦ୍ରାପଡା ପୌରପରିଷଦ । ଏହି ପୌରପରିଷଦକୁ ଭାଙ୍ଗି ଦେବା ପାଇଁ ୧୪ କାଉନସିଲର ଗୁପ୍ତ ବୈଠକ କରିଛନ୍ତି। ଗୁପ୍ତ ବୈଠକଟି କେନ୍ଦ୍ରାଡାର ଏକ ହୋଟେଲରେ ସେହି ହୋଟେଲର…

କାହିଁକି ଉତ୍ତର ପ୍ରଦେଶରେ ହାରିଲା ବିଜେପି ? ବିଜେପି ଆଭ୍ୟନ୍ତରୀଣ ସମୀକ୍ଷାରେ ସାମ୍ନାକୁ ଆସିଲା ୫ଟି କାରଣ

ଲକ୍ଷ୍ନୌ: ଚଳିତ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ବିଜେପିକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏହାର କାରଣ ଖୋଜିବା ପାଇଁ ବିଜେପି ପ୍ରୟାସ ଜାରି କରିଛି । ଏନେଇ ଉତ୍ତର ପ୍ରଦେଶର ବିଜେପି ଅଧ୍ୟକ୍ଷ…

ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅଧୀର ରଞ୍ଜନ ଚୌଧୁରୀଙ୍କ ଇସ୍ତଫା, ନିଜ ଆସନରୁ ବି ହାରିଥିଲେ

କୋଲକାତା : ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ଅଧୀର ରଞ୍ଜନ ଚୌଧୁରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ପ୍ରଦେଶ ଅଧ୍ୟକ୍ଷ ପଦରୁ ଇସ୍ତଫା ହୋଇ ସାରିଛି। ଲୋକସଭା ନିର୍ବାଚନ ୨୦୨୪ରେ କଂଗ୍ରେସକୁ ପଶ୍ଚିମବଙ୍ଗରେ ଗୋଟିଏ…

Video; ନିର୍ବାଚନ ଫଳାଫଳରେ ଘୋଟାଲା ହୋଇଥିବା ଅଭିଯୋଗ କରିଥିଲେ ଦୀପାଳି, ଯାଞ୍ଚ ହେବ EVM

ଝାରସୁଗୁଡ଼ା: (ଓଡ଼ିଶା ଭାସ୍କର) ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଚଳିତ ସାଧାରଣ ନିର୍ବାଚନରେ ୧୩୩୩ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଛନ୍ତି। ତେବେ, ଭୋଟ୍ ଗଣତି ବା ଇଭିଏମ୍ ତ୍ରୁଟି…

କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼

ଭୁବନେଶ୍ୱର : (ଓଡ଼ିଶା ଭାସ୍କର) ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ହୋଇଛି । କଂଗ୍ରେସ ଭବନରେ ପଶି କାଳିମାଡ଼ କଲେ ଅସନ୍ତୁଷ୍ଟ ଗୋଷ୍ଠୀ । କଂଗ୍ରେସ ଭବନରେ ଚାମ୍ବରରେ ବସିଥିବା ବେଳେ କାଳିମାଡ଼ ହୋଇଥିବା…

ସରକାରୀ ବଙ୍ଗଳା ଛାଡ଼ିବେ ୫୦ ନେତା-ମନ୍ତ୍ରୀ: ଜାରି ହେଲା ନୋଟିସ… ଜାଣନ୍ତୁ ନିୟମ

ନୂଆଦିଲ୍ଲୀ: ୫୦ ଜଣ ପୂର୍ବ ନେତା ଏବଂ ମନ୍ତ୍ରୀଙ୍କ ପାଇଁ ଜାରି ହୋଇଛି ନୋଟିସ । ରାଜଧାନୀ ଦିଲ୍ଲୀରେ ଥିବା ୫୦ ଜଣ ନେତାଙ୍କୁ ନିଜର ସରକାରୀ ବଙ୍ଗଳା ଛାଡ଼ିବା ପାଇଁ ନୋଟିସ ଜାରି ହୋଇଛି । ନିର୍ବାଚନରେ ପରାଜୟ ବରଣ…

ବାରଣାସୀରେ ମୋଦୀଙ୍କ ଗାଡ଼ି ଉପରକୁ ଚପଲ ଫିଙ୍ଗାଯିବା ଘଟଣାରେ ଏପରି କହିଲେ ରାହୁଲ

ନୂଆଦିଲ୍ଲୀ: ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗାଡ଼ି ଉପରକୁ ଚପଲ ଫିଙ୍ଗିବା ଘଟଣାକୁ ନେଇ ମନ୍ତବ୍ୟ ଦେଇଛନ୍ତିକଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଙ୍ଗଳବାର । ରାହୁଲ ଏହି ଘଟଣାକୁ ନିନ୍ଦା କରିବା ସହ…

‘ଯିଏ ଆମକୁ ଶେଷ କରିବାକୁ ଚେଷ୍ଟା କରିଥିଲା ତାଙ୍କ ସହ କେବେ ବି ଯିବି ନାହିଁ’; ଉଦ୍ଧବ ଠାକରେ

ମୁମ୍ୱାଇ: ଶିବସେନାର ପ୍ରତିଷ୍ଠା ଦିବସ ଅବସରରେ ବୁଧବାର ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଚ୍ୟାଲେଞ୍ଜ ଦେଇ କହିଛନ୍ତି। ସେମାନେ…

ଲୋକସଭା କାମଚଳା ବାଚସ୍ପତି ଭାବେ ନିଯୁକ୍ତ ହେଲେ ଭର୍ତ୍ତୃହରି ମହତାବ; ନିଯୁକ୍ତି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭର୍ତ୍ତୃହରି ମହତାବ ଲୋକସଭାର କାମଚଳା ବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି । କାମଚଳା ବାଚସ୍ପତି ଭାବେ ଭର୍ତ୍ତୃହରିଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ଲୋକସଭାକୁ ଲଗାତାର ସାତ ଥର …

ନିର୍ବାଚନକୁ ନେଇ ପ୍ରଶାନ୍ତ କିଶୋରଙ୍କ ବଡ଼ ଭବିଷ୍ୟବାଣୀ , କହିଲେ- ‘ଏଥର ଏନଡିଏ ସରକାର…’

ନୂଆଦିଲ୍ଲୀ: ରାଜନୈତିକ ବିଶ୍ଳେଷକ ତଥା ଜନସୁରାଜ ସଂଯୋଜକ ପ୍ରଶାନ୍ତ କିଶୋର ୨୦୨୪ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବର୍ତ୍ତମାନ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ୨ ଅକ୍ଟୋବରରେ ସେ ନିଜ ଦଳ ଗଠନ କରିବାକୁ ଘୋଷଣା…