Browsing Category

ରାଜନୀତି

ଟଙ୍କା-ମଦରେ ଚାଲିଛି ରାଜ୍ୟ ରାଜନୀତି! ନିର୍ବାଚନ ମାହୋଲରେ ଜବତ ହେଉଛି ବିପୁଳ ଟଙ୍କା ଓ ଡ୍ରଗ୍ସ

ଭୁବନେଶ୍ୱର: ଓଡ଼ିଶାରେ ନିର୍ବାଚନ ମାହୋଲ ବର୍ତ୍ତମାନ ଖୁବ ସରଗରମ ରହିଛି । ଦଳୀୟ ପ୍ରଚାରରେ କମ୍ପୁଛି ନିର୍ବାଚନୀ ମଇଦାନ । କିନ୍ତୁ ଏହା ଭିତରେ ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରୁ ମଦ ଏବଂ ଡ୍ରଗ୍ସ ଭଳି ନିଶାଦ୍ରବ୍ୟ…

ଖୁବଶୀଘ୍ର ୯ ହଜାର କୋଟି ଟଙ୍କା ଟପିବ ନିର୍ବାଚନକାଳୀନ ଜବତ ସାମଗ୍ରୀ: ରିପୋର୍ଟ

ନୂଆଦିଲ୍ଲୀ : ଚଳିତ ଲୋକସଭା ନିର୍ବାଚନରେ ଅର୍ଥବଳ ଓ ପ୍ରଲୋଭନ ଉପରେ ନିର୍ବାଚନ କମିଶନଙ୍କ ଦୃଢ଼ ଓ ସମନ୍ୱିତ ଆକ୍ରମଣ ଫଳରେ ଏଜେନ୍ସିଗୁଡ଼ିକ ୮୮୮୯ କୋଟି ଟଙ୍କାର ଉଲ୍ଲେଖନୀୟ ଭାବେ ଜବତ କରିଛନ୍ତି। ଡ୍ରଗ୍ସ ଏବଂ…

ନିର୍ବାଚନ ଅପଡେଟ : ଗତ ଦୁଇ ମାସ ମଧ୍ୟରେ ସିଭିଜିଲରୁ ଆସିଛି ୪.୨୪ ଲକ୍ଷରୁ ଅଧିକ ଅଭିଯୋଗ, ସମାଧାନ ହୋଇଛି ୯୯.୯%

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ୨୦୨୪ରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନକୁ ଦର୍ଶାଇବା ପାଇଁ ଲୋକଙ୍କ ହାତରେ ଏକ ଅତ୍ୟନ୍ତ ପ୍ରଭାବଶାଳୀ ଅସ୍ତ୍ର ଭାବେ ଉଭା ହୋଇଛି ଭାରତୀୟ ନିର୍ବାଚନ କମିଶନଙ୍କ ସିଭିଜିଲ୍ ଆପ୍ । ୨୦୨୪…

କାହିଁକି ଖାରଜ ହୋଇଥାଏ ନାମାଙ୍କନ ପତ୍ର? କିଏ ଲଢିପାରିବେ ନିର୍ବାଚନ, ଇତ୍ୟାଦି ସବୁ ଉତ୍ତର

ଓଡ଼ିଶା ଭାସ୍କର: ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ କ୍ଷେତ୍ର ବାରାଣସୀ ଏବେ ଖୁବ ଚର୍ଚ୍ଚାରେ ରହିଛି । ଏହି ଚର୍ଚ୍ଚାକୁ ଆହୁରି ଲୋକଲୋଚନକୁ ଆଣିଛନ୍ତି ହାସ୍ୟ ଅଭିନେତା ଶ୍ୟାମ ରଙ୍ଗୀଲା । ବାରାଣସୀରୁ ନିର୍ବାଚନ ଲଢିବା ପାଇଁ…

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସଚିନ୍ ପାଇଲଟ୍‌, କହିଲେ ବାଟମାରଣା ହୋଇଛି ବିକାଶ କାର୍ଯ୍ୟ

ବାଲେଶ୍ୱର: ବର୍ତ୍ତମାନ ଦେଶରେ ନିର୍ବାଚନୀ ମାହୋଲ । ପ୍ରଚାରରେ କମ୍ପୁଛି ପଲ୍ଲିରୁ ସହର । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଏଥିମଧ୍ୟରେ ଆଜି ବାଲେଶ୍ୱର ଗସ୍ତରେ ଆସି କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ…

ଏପ୍ରିଲରେ ଓଡ଼ିଶା ପିଇଲା ୬୩୫କୋଟି ଟଙ୍କାର ମଦ; ୨୮୩କୋଟିର ଲିକର, ୩୫୨କୋଟିର ବିୟର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଓଡ଼ିଶା ପିଇଲା ୬୩୫ କୋଟିର ମଦ, ମଦ ନିଶାରେ ଉବୁଟୁବ ଓଡ଼ିଶା । ଏପ୍ରିଲ ମାସରେ ପିଇଗଲେ କୋଟି କୋଟି ଟଙ୍କାର ମଦ। ଭୋଟ ପାଇଁ ନା ଖରା ପାଇଁ ଏତେ ମଦ ବେପାର ? ଇଏ ରାଜନୀତି ନା ଲୋକଙ୍କୁ…

୨ୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ; ୫୯ଜଣ ପ୍ରାର୍ଥୀଙ୍କ ନାଁରେ ରହିଛି ବିଭିନ୍ନ ଅପରାଧିକ ମାମଲା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ୨ୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ନାମାଙ୍କନ କରିଥିବା ୫୯ଜଣ ପ୍ରାର୍ଥୀଙ୍କ ନାଁରେ ରହିଛି ବିଭିନ୍ନ ଅପରାଧିକ ମାମଲା । ୪ ପ୍ରାର୍ଥୀଙ୍କ ନାଁରେ ଅଛି ହତ୍ୟା ମାମଲା । ୨୬ ଜଣଙ୍କ…

ରାଉରକେଲାରେ ପୁଣି ଦିଲ୍ଲୀପ-ସାରଦା ଲଢ଼େଇ: ମୋଦୀ ଫ୍ୟାକ୍ଟର ଓ ନବୀନ ଯୋଜନାକୁ କଡ଼ା ଟକ୍କର ଦେବା ଲକ୍ଷ୍ୟରେ କଂଗ୍ରେସ ବାହିନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ଲୋକସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଉ ୩ଟି ପର୍ଯ୍ୟାୟ ବାକି ରହିଛି । ସେହିପରି ମେ ୧୩ ତାରିଖରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଉ ୩ଟି…

ବିଭବଙ୍କ ବିରୋଧରେ ହୋଇଥିବା ଏତଲାକୁ ନେଇ ଏପରି କହିଲେ ସ୍ୱାତୀ ମାଲିୱାଲ

ନୂଆଦିଲ୍ଲୀ: ଆପ୍‌ର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିଓ୍ଵାଲଙ୍କୁ ଆକ୍ରମଣ ଘଟଣା। ତାଙ୍କ ସହ ହୋଇଥିବା ଅସଦାଚରଣକୁ ନେଇ ମୁଁହ ଖେଲିଛନ୍ତି ସ୍ୱାତୀ । ଶୁକ୍ରବାର ଦିଲ୍ଲୀର ତିସ୍ ହଜାରୀ କୋର୍ଟରେ ସେ ନିଜର ବୟାନ ରେକର୍ଡ…

ଗୋଟିଏ ପୁଅ ପାଇଁ ୯-୯ଟା ପିଲା ଜନ୍ମ କରିଛନ୍ତି…, ଲାଲୁଙ୍କୁ ଏପରି କଟାକ୍ଷ କଲେ ନୀତିଶ

ପାଟନା: ଲୋକସଭା ନିର୍ବାଚନ ଜାରି ରହିଛି ଓ ବିହାରରେ ଦେଶର ସରକାର ଗଠନ ଲାଗି ଲଢାଯାଉଥିବା ନିର୍ବାଚନରେ ପରିବାରବାଦ ପ୍ରସଙ୍ଗକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ବିହାରରେ ଏବେ ପରିବାରବାଦକୁ ନେଇ ସମସ୍ତଙ୍କ ଟାର୍ଗେଟ୍‌ରେ…