Browsing Category

ରାଜନୀତି

ବାଂଲାଦେଶ ଭଳି ପାକିସ୍ତାନରେ ହେଲାଣି ବିଦ୍ରୋହ; ଅଲଟିମେଟମ ଦେଲା ଛାତ୍ର ସଂଗଠନ, ସଙ୍କଟରେ ପାକିସ୍ତାନୀ ଶାସକ

ନୂଆଦିଲ୍ଲୀ: ବାଂଲାଦେଶରେ ପ୍ରବଳ ବିକ୍ଷୋଭ ଓ ସେଠାରେ ବିଦ୍ରୋହ ଦେଖିବାକୁ ମିଳିଥିଲା ସାରା ବିଶ୍ୱ। ବାଂଲାଦେଶ ପରେ ଏବେ ପାକିସ୍ତାନରେ ସରକାରଙ୍କ ବିରୋଧରେ ବିଦ୍ରୋହର ପ୍ରକୋପ ବଢିବାରେ ଲାଗିଛି। ଏହାକୁ ନେଇ ସରକାରଙ୍କୁ…

ଢାକାରେ ପହଞ୍ଚିଲେ ପ୍ରଫେସର ମହମ୍ମଦ ୟୁନୁସ; କହିଲେ ‘ଯେମିତି ବାଂଲାଦେଶ ଦ୍ୱିତୀୟ ସ୍ୱାଧୀନତା ପାଇଲା’

ନୂଆଦିଲ୍ଲୀ: ବାଂଲାଦେଶର ଅନ୍ତରୀଣ ସରକାରର ପ୍ରମୁଖ ପରାମର୍ଶଦାତା ତଥା ନୋବେଲ ବିଜେତା ମହମ୍ମଦ ୟୁନୁସ୍ ନିଜ ଦାୟିତ୍ୱ ଗ୍ରହଣ କରିବା ପାଇଁ ନିଜ ଦେଶରେ ପହଞ୍ଚିଛନ୍ତି । ମହମ୍ମଦ ୟୁନୁସ୍ ବିମାନରୁ ଢାକା ବିମାନ ବନ୍ଦରରେ…

ନରେନ୍ଦ୍ର ମୋଦୀଙ୍କ ଘର ହେବ କବ୍ଚା, ମଧ୍ୟପ୍ରଦେଶ କଂଗ୍ରେସ ନେତା ସଜ୍ଜନ ବର୍ମାଙ୍କ ଚାଞ୍ଚଲ୍ୟକର ବୟାନ

ଓଡିଶା ଭାସ୍କର: ମଧ୍ୟପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ସଜ୍ଜନ ବର୍ମା ଏବେ ବିବାଦରେ । ବିବାଦର କାରଣ ହେଉଛି ସେ ଦେଇଥିବା ବୟାନ । ବାଂଲାଦେଶ ଭଳି ଭାରତର ଲୋକେ ବି ଦିନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘରକୁ…

ବିଜେପି ବିଧାୟକଙ୍କ ପରଲୋକ: ହାର୍ଟ ଆଟାକରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ଅମୃତଲାଲ ମୀଣା

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ରାଜସ୍ଥାନର ବିଜେପି ବିଧାୟକ ଅମୃତଲାଲ ମୀଣାଙ୍କ ପରଲୋକ ଘଟିଛି । ବୁଧବାର ବିଳମ୍ବିତ ରାତିରେ ଅଚାନକ ମୀଣାଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା । ଏହାପରେ ତାଙ୍କୁ…

ଦ୍ୱନ୍ଦ୍ୱରେ ଶେଖ୍ ହସିନା; ଭାରତରେ ଅଧିକ ଦିନ ରହିପାରିବେ ନାହିଁ, ଏହି ୫ଟି ଦେଶରେ ମିଳିପାରେ ଶରଣ

ନୂଆଦିଲ୍ଲୀ: ବାଂଲାଦେଶ ସଂରକ୍ଷଣ ହିଂସା ଅଣାୟତ ହେବା ପରେ ଶେଖ୍ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ସେ ଭାରତରେ ଶରର ନେଇଛନ୍ତି । ଏଥିମଧ୍ୟରେ ଭାରତରେ ଅଧିକ ଦିନ ରହିବା ନେଇ ଗୋଟିଏ ପଟେ…

ଭିନେଶ ଫୋଗାଟଙ୍କୁ ଭାରତ ରତ୍ନ ଦେବାକୁ ପ୍ରସ୍ତାବ ଦେଲେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ

କୋଲକାତା: ଭିନେଶ ଫୋଗାଟଙ୍କୁ ଇଣ୍ଡିଆ ରତ୍ନ କିମ୍ବା ରାଜ୍ୟସଭା ଆସନ ପାଇଁ ମନୋନୀତ କରିବାକୁ ପ୍ରସ୍ତାବ ଦେଇଛନ୍ତି ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀ । ଏକ୍ସ ରେ ଏକ ପୋଷ୍ଟରେ ଅଭିଷେକ କହିଛନ୍ତି, ସରକାର ଏବଂ…

ରାଜ୍ୟସଭା ଉପନିର୍ବାଚନ ପାଇଁ ବାଜିଲା ବିଗୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ୯ଟି ରାଜ୍ୟରେ ୧୨ଟି ବିଧାନସଭା ଆସନ ପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛି । ସେପଟେମ୍ବର ୩ରେ ୧୨ଟି ଆସନ ପାଇଁ ଉପନିର୍ବାଚନ…

ବାଂଲାଦେଶରେ ପରିବର୍ତ୍ତିତ ରାଜନୈତିକ ପରିସ୍ଥିତି ଉପରେ କ’ଣ କହିଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ସେମାନେ ବାଂଲାଦେଶର ଲୋକଙ୍କ ସହ ଠିଆ ହୋଇଛନ୍ତି । ଏଥିସହିତ ବାଂଲାଦେଶରେ ସ୍ଥିତି ଖୁବ୍ ଶୀଘ୍ର ସ୍ୱାଭାବିକ ହେବ ବୋଲି ପାକିସ୍ତାନ ମଧ୍ୟ ଆଶା ପ୍ରକଟ କରିଛି ।…

ଟ୍ରମ୍ପଙ୍କୁ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ ପାକିସ୍ତାନୀ ଯୁବକ ଗିରଫ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ କିଛି ରାଜନେତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ଇରାନ ସହ ସମ୍ପର୍କ ରଖିଥିବା ଜଣେ ପାକିସ୍ତାନୀ ନାଗରିକଙ୍କ ବିରୋଧରେ ମାମଲା ରୁଜୁ…

Big Breaking: ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ଖବର ସାମ୍ନାକୁ ଆସୁଛି । ୧୨ଟି ଆସନ ପାଇଁ ହେବ ଉପନିର୍ବାଚନ । ତେବେ ୩ ସେପ୍ଟେମ୍ବରରେ ହେବ ଉପନିର୍ବାଚନ । ଏଥି ମଧ୍ୟରୁ ଓଡ଼ିଶାର ମାତ୍ର ଗୋଟିଏ…