Browsing Category

ରାଜନୀତି

Modi 3.0 କ୍ୟାବିନେଟରେ ଧର୍ମେନ୍ଦ୍ର ପ୍ରଧାନ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରେ କିଏ? ବଢୁଛି Suspense

ଓଡ଼ିଶା ଭାସ୍କର: ସରିଛି ୨୦୨୪ ନିର୍ବାଚନ, ଆସି ସାରିଛି ଫଳାଫଳ... ଏବେ ଘୋଷଣାକୁ ଅପେକ୍ଷା । କିଏ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ, ସେ ନେଇ ଦିନକୁ ଦିନ ସସପେନ୍ସ ବଢିବାରେ ଲାଗିଛି । ପ୍ରଥମେ ଜୁନ୍ ୧୦ ତାରିଖରେ…

ଆଜିଠୁ ଦେଶରେ Modi 3.0: ଶପଥ ଗ୍ରହଣ ପରେ ପ୍ରଥମ ଏହି କାମ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୭.୧୫ରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦୀ । ୨.୦ ପରେ ଆଜିଠାରୁ ଦେଶରେ ଆରମ୍ଭ ହେବ ମୋଦୀ ୩.୦ । ତେବେ ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ମୋଦୀ…

(Video)ପ୍ରଧାନମନ୍ତ୍ରୀ ଆବାସରେ ପହଞ୍ଚିବାକୁ ଗାଡି ଛାଡି ଦୌଡିଲେ ଏହି ନେତା, ଭିଡିଓ ହେଉଛି ଭାଇରାଲ୍

ନୂଆଦିଲ୍ଲୀ: ମୋଦୀ ମନ୍ତ୍ରୀମଣ୍ଡଳରେ ଏଥର ବହୁ ନୂଆ ଚେହେରା ନଜର ଆସିବେ । ଏଥିରେ ରବନୀତ୍ ବିଟ୍ଟୁଙ୍କ ନାମ ବି ରହିଛି । ଶପଥ ଗ୍ରହଣ ପୂର୍ବରୁ ସମସ୍ତ ସମ୍ଭାବ୍ୟ ମନ୍ତ୍ରୀଙ୍କୁ ଫୋନ୍ କରାଯାଇଥିଲା ଓ ପ୍ରଧାନମନ୍ତ୍ରୀ…

(Video) ନୂଆ ମୁଖ୍ୟମନ୍ତ୍ରୀ, ନୂଆ ଉପହାର: ଏହି ଦିନରୁ ମାଗଣା ବିଜୁଳି ପାଇବ ରାଜ୍ୟ, ମହିଳାଙ୍କୁ ୧୫୦୦ ଟଙ୍କା

ଓଡ଼ିଶା ଭାସ୍କର: ଆଜିଠାରୁ ଦେଶରେ ଏକ ପରିବର୍ତ୍ତନ ଆରମ୍ଭ ହେଉଛି । ଆଜି ପ୍ରଧାନମନ୍ତ୍ରୀ ଭାବରେ ମୋଦୀ ଶପଥ ନେବାକୁ ଯାଉଛନ୍ତି । ଏହାପରେ ବିଭିନ୍ନ ରାଜ୍ୟରେ ମଧ୍ୟ ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ବିଜେପିର…

ସ୍ମୃତି ଇରାନୀ, ମୀନାକ୍ଷୀ ଲେଖୀ.. ମୋଦୀ ୩.୦ରେ ସାମିଲ ହେଲେନି ଏହି ୨୦ ମନ୍ତ୍ରୀ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିବା ନରେନ୍ଦ୍ର ମୋଦୀ ରବିବାର ଦିନ ଲଗାତାର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ଏହାରି ମଧ୍ୟରେ କ୍ୟାବିନେଟକୁ ନେଇ ମଧ୍ୟ ଚର୍ଚ୍ଚା ଜାରି ରହିଛି…

Big Breaking; ରାଜନୀତିରୁ ସନ୍ନ୍ୟାସ ନେଲେ ପାଣ୍ଡିଆନ୍: ନିର୍ବାଚନ ପରେ କ୍ଷମା ମାଗିଲେ ବିଜେଡି ନେତା

ଭୁବନେଶ୍ୱର: ଚଳିତ ନିର୍ବାଚନରେ ପ୍ରଥମ ଥର ବିଜେଡିର ବିପର୍ଯ୍ୟୟ ଦେଖିବାକୁ ମିଳିଛି । ୨୪ ବର୍ଷ ଶାସନ ପରେ ନବୀନ ପଟ୍ଟନାୟକଙ୍କ ପରାଜୟ ପାଇଁ ବିଜେଡି ନେତା ଭି.କେ ପାଣ୍ଡିଆନଙ୍କୁ ଦାୟୀ କରିଛନ୍ତି ଓଡ଼ିଶାବାସୀ । ତେବେ…

୨.୦ ଦେଲା ଖୁସି- ୩.୦ ଦେଲା ଝଟକା! ଏଥର ମୋଦୀ କ୍ୟାବିନେଟରୁ ବାଦ୍ ପଡ଼ିବେ ୨୦ ଜଣ ହେଭିୱେଟ୍! ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ: ଆଜି ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଥିବା ବେଳେ କ୍ୟାବିନେଟରେ ଅନେକ ନୂଆ ଚେହେରାଙ୍କୁ ସୁଯୋଗ ମିଳିବ । ସେଥିପାଇଁ ସମ୍ଭାବ୍ୟ ମନ୍ତ୍ରୀମାନଙ୍କ…

ପ୍ରଧାନମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ କାହିଁକି ନେଇଥାନ୍ତି ପଦ ଓ ଗୋପନୀୟତାର ଶପଥ, ଶପଥ ଭାଙ୍ଗିଲେ କ’ଣ ହୋଇଥାଏ

ନୂଆଦିଲ୍ଲୀ: ଆଜି ଅର୍ଥାତ୍ ଜୁନ୍ ୯ ତାରିଖରେ ନରେନ୍ଦ୍ର ମୋଦୀ ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଛନ୍ତି । ଜବାହରଲାଲ ନେହରୁଙ୍କ ପରେ ସେ ହେଉଛନ୍ତି ଏପରି ଦ୍ୱିତୀୟ ନେତା ଯିଏ ତୃତୀୟ ଥର…

ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ନବୀନଙ୍କୁ ଖୋଜିବେ ରାଜ୍ୟବାସୀ: ଦୀର୍ଘ ୨୭ ବର୍ଷର ହୃଦୟର ସମ୍ପର୍କ କ’ଣ ଏତେ ଶୀଘ୍ର ଭାଙ୍ଗିଯିବ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ୨୪ ବର୍ଷ ଧରି ଅପରାଜେୟ ରହିଥିବା ବିଜେଡି ଅପ୍ରତ୍ୟାଶିତ ଭାବେ ଚଳିତ ବିଧାନସଭା ନିର୍ବାଚନରେ ଧରାଶାୟୀ ହୋଇଯାଇଛି । ଆଉ ବିଜେଡିର ଏହି ବୃହତ୍ ପରାଜୟ ପରେ ଦଳର ସଭାପତି ନବୀନ…

ମୋଦୀ କ୍ୟାବିନେଟ୍ ୩.୦; ହାରିବା ସତ୍ତ୍ୱେ ବି ସ୍ମୃତି ଇରାନୀଙ୍କୁ ମିଳିପାରେ ମୋଦୀ କ୍ୟାବିନେଟ୍‌ରେ ସ୍ଥାନ, ଜାଣନ୍ତୁ କାହିଁକି

ଲକ୍ଷ୍ନୌ: ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଭବନରେ ଲଗାତର ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ । ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହକୁ ଆଉ ମାତ୍ର କିଛି ଘଣ୍ଟା ବାକି ରହିଛି । ତେବେ ମୋଦୀ…