fbpx
BJD
BJD SKY
BJD SKY
Browsing Category

ରାଜନୀତି

କ’ଣ ହେବ ଉଦ୍ଧବଙ୍କ ଭବିଷ୍ୟତ: ଶିବସେନାକୁ ସଙ୍କଟରୁ ଉଦ୍ଧାର କରିବା ପାଇଁ ସେ ଏବେ କ’ଣ ପଦକ୍ଷେପ ନେବେ

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ଲାଗିଛି ଏକ ବଡ଼ ଝଟକା । ଦୀର୍ଘଦିନ ଧରି ଲାଗି ରହିଥିବା ଏହି ମାମଲାକୁ ନେଇ ଆଜି ରାଜ୍ୟ ବିଧାନସଭାର ବାଚସ୍ପତି ରାହୁଲ ନର୍ଭେକର ଏକ ବଡ଼ ନିଷ୍ପତ୍ତି…

ରାମମନ୍ଦିର ନିମନ୍ତ୍ରଣକୁ କଂଗ୍ରେସ ମନା କରିବା ପ୍ରସଙ୍ଗ; ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

ଓଡ଼ିଶା ଭାସ୍କର: ଅଯୋଧ୍ୟାରେ ରାମ ମନ୍ଦିର ର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ କଂଗ୍ରେସ ଅଂଶଗ୍ରହଣ ନ କରିବା ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ପ୍ରତିକ୍ରିୟା ଆସିଛି । ଅନୁରାଗ ଠାକୁର କହିଛନ୍ତି ଯେ ଏଥିରେ…

‘ଆଳି’ ରାଜମାତା ତଥା ପୂର୍ବତନ ବିଧାୟିକା-ମନ୍ତ୍ରୀ ପ୍ରତାପ ଦେବଙ୍କ ମା’ ସୁଶ୍ରୀ ଦେବୀଙ୍କର ପରଲୋକ

ଆଳି: (ଓଡ଼ିଶା ଭାସ୍କର) ଆଳିର ରାଜମାତା ସୁଶ୍ରୀ ଦେବୀ ତଥା ପୂର୍ବତନ ବିଧାୟିକା ଓ ରାଜ୍ୟସଭା  ସାଂସଦ ଓ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ମା'ଙ୍କ ଆଜି କଟକ ମେଡିକାଲ୍ ରେ ଦେହାନ୍ତ ହେଇଛି । ସୁଚନା ଅନୁଯାୟୀ ସେ ୮୦…

ମହାରାଷ୍ଟ୍ର ବାଚସ୍ପତି: ନିର୍ବାଚନ ଆୟୋଗଙ୍କ ରେକର୍ଡରେ ଶିନ୍ଦେ ଗୋଷ୍ଠୀ ହିଁ ପ୍ରକୃତ ଶିବସେନା

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଲାଗି ରହିଥିବା ମହାରାଷ୍ଟ୍ର ରାଜନୀତି ଉପରେ ଏବେ ସାରା ଦେଶର ନଜର । ରାଜ୍ୟ ବିଧାନସଭାର ବାଚସ୍ପତି ରାହୁଲ ନାର୍ବେକର କାହା ସପକ୍ଷରେ ନିଷ୍ପତ୍ତି ଶୁଣାଉଛନ୍ତି ତାହାକୁ ସମସ୍ତେ ଅପେକ୍ଷା କରି…

ଇସ୍ତଫା ଦେଲେ ସାଂସଦ ସଞ୍ଜୀବ କୁମାର: YSRCPକୁ ପୁଣି ଏକ ଝଟକା

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ରହିଛି । ଏଥିସହିତ ଚଳିତ ବର୍ଷ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ, ସିକିମ୍, ମହାରାଷ୍ଟ୍ର, ହରିୟାଣା ଆଦି ରାଜ୍ୟରେ ବିଧାନସଭା ନିର୍ବାଚନ…

୫ ଜଣ ନେତାଙ୍କୁ ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଓ ବିଧାନସଭା କ୍ଷେତ୍ରରେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କଲା ବିଜେଡି

ଓଡିଶା ଭାସ୍କର: ୨୦୨୪ ନିର୍ବାଚନକୁ ଆଉ ମାତ୍ର କେଇ ମାସ ବାକି ଅଛି। ଏହାକୁ ନେଇ ସମସ୍ତ ରାଜନୈତିକ ଦଳ ମଧ୍ୟରେ ଛକାପଞ୍ଝା ଓ କସରତ ଆରମ୍ଭ ହୋଇଗଲାଣି। ଚଳିତ ନିର୍ବାଚନରେ ବିରୋଧୀ ଦଳ ସରକାର ଗଢିବା ଆଶାରେ ରହିଥିବା ବେଳେ…

ମହାରାଷ୍ଟ୍ର ରାଜନୀତି; ଆଜି ବିଧାୟକଙ୍କ ଅଯୋଗ୍ୟତା ସହ ଜଡ଼ିତ ମାମଲା ଉପରେ ହେବ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ର ରାଜନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ । ବିଧାନସଭା ବାଚେସ୍ପତି ରାହୁଲ ନାର୍ଭେକର ଏକନାଥ ଶିନ୍ଦେ ଏବଂ ଦଳର ୧୬ ଜଣ ବିଧାୟକଙ୍କ ଅଯୋଗ୍ୟତା ସହ ଜଡ଼ିତ ମାମଲା ଉପରେ ନିଷ୍ପତ୍ତି ଶୁଣାଇବେ ।…

କ୍ରିକେଟ ପଡ଼ିଆକୁ ଏଣ୍ଟ୍ରି ବେଳେ ‘ରାମ ସିୟା ରାମ’ ଗୀତ ବଜାଇବାକୁ କହିଲେ ଦକ୍ଷିଣ ଆଫ୍ରିକା କ୍ରିକେଟର କେଶବ ମହାରାଜ

ନଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା କ୍ରିକେଟର କେଶବ ମହାରାଜ କହିଛନ୍ତି ଯେ ସେ ଯେତେବେଳେ ବି ପଡ଼ିଆରେ ବ୍ୟାଟିଂ କରିବାକୁ ବାହାରିଥିଲେ ସେତେବେଳେ ସେ ଡିଜେଙ୍କୁ ଭକ୍ତି ଗୀତ 'ରାମ ସିଆ ରାମ' ବଜାଇବାକୁ ଅନୁରୋଧ କରିଥିଲେ।…

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ନେଇ ବିଜେପିକୁ ଟାର୍ଗେଟ କଲେ ମମତା, ‘ମୁଁ ଭଗବାନ-ଆଲ୍ଲାଙ୍କ ଶପଥ ନେଉଛି…’

କୋଲକତା: ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ରାମ ମନ୍ଦିର ଉଦଘାଟନ କରି ନାଟକ କରୁଛି…

ଆନାସ୍ଥା ପ୍ରସ୍ତାବର ସାମ୍ନା କରିବେ ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜ୍ଜୁ !

ନୂଆଦିଲ୍ଲୀ: ଥମିବାର ନାଁ ଧରୁନି ମାଳଦ୍ୱୀପ ବିବାଦ । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଦିଆଯାଇଥିବା ଆପତ୍ତିଜନକ ଟିପ୍ପଣୀକୁ ନେଇ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ଥିବା ସମ୍ପର୍କରେ ତିକ୍ତତା ଦେଖାଦେଇଛି…