fbpx
BJD
BJD SKY
BJD SKY
Browsing Category

ରାଜନୀତି

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏଲିଜାବେଥ୍ ବର୍ଣ୍ଣ: ରାଜନୈତିକ ତିକ୍ତତା ପାଇଁ ଏଭଳି ନିଷ୍ପତ୍ତି

ନୂଆଦିଲ୍ଲୀ: ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଏଲିଜାବେଥ୍ ବର୍ଣ୍ଣଙ୍କୁ ନେଇ ଆସିଛି ଏକ ବଡ଼ ଖବର । ପ୍ରଧାନମନ୍ତ୍ରୀ ପଦରୁ ସେ ଇସ୍ତଫା ପ୍ରଦାନ କରିଥିବା ବେଳେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏହାକୁ ଗ୍ରହଣ କରିଛନ୍ତି । ଏ ନେଇ…

ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସୀନାଙ୍କ ସହ କଥା ହେଲେ PM ମୋଦୀ, ସଂସଦୀୟ ନିର୍ବାଚନରେ ବିଜୟ ପାଇଁ ଜଣାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ​​ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ବାଂଲାଦେଶୀ ପ୍ରତିପକ୍ଷ ଶେଖ ହସିନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅଭିନନ୍ଦନ ଜଣାଇବା ସହ ସେ କହିଛନ୍ତି ଯେ, ପଡୋଶୀ ଦେଶ ସହ…

ଦଳ ଛାଡ଼ିବେ କି ଅଭିନେତା ଅରିନ୍ଦମ? ରେଳମନ୍ତ୍ରୀ ଅଶ୍ୱିନୀଙ୍କୁ ଭେଟିଲେ, ବିଜେପିରେ ସାମିଲ ନେଇ ଆରମ୍ଭ ହେଲା ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ କିଛି ମାସ ପରେ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଚଳିତ ବର୍ଷ ଓଡ଼ିଶା ସମେତ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବ । ସେନେଇ ଏବେଠାରୁ ରାଜନୈତିକ ପାଣିପାଗରେ ଉଷ୍ଣ…

ଗିରଫ ହେଲେ ପୂର୍ବତନ ବିଧାୟକ ଦିଲବାଗ ସିଂହ: ED ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବାବେଳେ ଏବେଠାରୁ ସାରା ଦେଶରେ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ଏଥର…

BREAKING NEWS: ଦଳର ଅବହେଳା ଅଭିଯୋଗ କରି ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ

ଓଡିଶା ଭାସ୍କର: ବିଜେଡି ଛାଡିଲେ ବଳଭଦ୍ର ମାଝୀ। ଦଳର ଅବହେଳା ଅଭିଯୋଗ କରି ସେ ଇସ୍ତଫା ଦେଇଥିବା ଦେଖିବାକୁ ମିଳିଛି। ତେବେ ସେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।…

(Video) ପୋଲିସ ଭ୍ୟାନରେ ଯାଇ ନାମାଙ୍କନପତ୍ର ଦାଖଲ କଲେ ଆପ୍ ନେତା ସଞ୍ଜୟ ସିଂ

ନୂଆଦିଲ୍ଲୀ: ପୋଲିସ ଭ୍ୟାନରେ ଯାଇ ନାମାଙ୍କନପତ୍ର ଦାଖଲ କଲେ ଆପ୍ ନେତା ସଞ୍ଜୟ ସିଂ । ସଞ୍ଜୟ ସିଂଙ୍କ ବ୍ୟତୀତ ପୂର୍ବତନ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ମଧ୍ୟ ଆମ୍ ଆଦମୀ ପାର୍ଟି ପକ୍ଷରୁ ରାଜ୍ୟ ସଭା…

କାନ୍ଥବାଡ଼ରେ ଅ-ଆ ପୋଷ୍ଟର ଯୁଦ୍ଧ, ମଜା ଉଠାଉଛନ୍ତି ସାଧାରଣ ଜନତା

ଓଡିଶା ଭାସ୍କର: ଆଉ ମାତ୍ର ମାସ କେଇଟା ପରେ ୨୦୨୪ ସାଧାରଣ ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। ସେହିପରି ଦଳୀୟ ନେତା ମାନେ ସହର ଛାଡି ଏବେ ଗାଁ ମୁହାଁ…

ଭୂପେଶ ବାଘେଲଙ୍କ ପିତାଙ୍କ ନିଧନ, ୨ ଦିନ ପରେ ହେବ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପିତା ନନ୍ଦକୁମାର ବାଘେଲଙ୍କ ସୋମବାର ଦେହାନ୍ତ ହୋଇଛି । ମୃତ୍ୟ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିବା ନେଇ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି ।…

ବାଂଲାଦେଶରେ ପୁଣି ଶେଖ୍ ହସୀନା ସରକାର, ୫ମ ଥର ପାଇଁ ହେବେ ପ୍ରଧାନମନ୍ତ୍ରୀ

ଢ଼ାକା: ରବିବାର ବାଂଲାଦେଶରେ ୩୦୦ଟି ଆସନ ପାଇଁ ହୋଇଥିବା ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ଶାସକ ଦଳ ଆୱାମୀ ଲୀଗ ଦଳ ୫୦%ରୁ ଅଧିକ ଭୋଟରେ ବିଜୟୀ ହୋଇଛି । ଶେଖ୍ ହସୀନା ପଂଚମ ଥର ପାଇଁ ହେବେ ପ୍ରଧାନମନ୍ତ୍ରୀ…

Sansad Ratna Awards 2024: ୫ ଜଣ ସାଂସଦ ପାଇବେ ପୁରସ୍କାର, ଜାଣନ୍ତୁ ଏଥିପାଇଁ କିଏ ସବୁ ମନୋନୀତ ହୋଇଛନ୍ତି

ନୂଆଦିଲ୍ଲୀ: ପ୍ରତିବର୍ଷ ଶ୍ରେଷ୍ଠ ପ୍ରଦର୍ଶନକାରୀ ସଂସଦୀୟମାନଙ୍କୁ ସେମାନଙ୍କ ପ୍ରଦର୍ଶନ ଆଧାରରେ ସଂସଦ ରତ୍ନ ପୁରସ୍କାର ପ୍ରଦାନ କରାଯାଇଥାଏ। ତେବେ ଏହି କ୍ରମରେ ଚଳିତ ବର୍ଷ ସଂସଦ ରତ୍ନ ପୁରସ୍କାର ପାଇଁ ନାମ ଘୋଷଣା…