fbpx
Browsing Category

ରାଜନୀତି

ତୁଟିଲା ଅଖିଳେଶ ଓ କଂଗ୍ରେସ ବିବାଦ! ଡିସେମ୍ବର ୧୯ରେ ବିରୋଧୀ ଇଣ୍ଡିଆ ମେଣ୍ଟ’ର ଦିଲ୍ଲୀ ବୈଠକ

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୧୯ ତାରିଖରେ ଅନୁଷ୍ଠିତ ହେବ ବିରୋଧୀ ଇଣ୍ଡିଆ ମେଣ୍ଟ’ର ଦିଲ୍ଲୀ ବୈଠକ। ଦିଲ୍ଲୀରେ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ଦଳର ବରିଷ୍ଠ ନେତାମାନେ ସାମିଲ ହେବେ। ବୈଠକର ସମୟ କିନ୍ତୁ ଏଯାଏ…

ବିଷ୍ଣୁଦେଓ ସାଏଙ୍କୁ କାହିଁକି ମୁଖ୍ୟମନ୍ତ୍ରୀ ଭାବେ ବାଛିଲା ବିଜେପି: ଏହା ପଛରେ ରହିଛି ୬ଟି ବଡ଼ କାରଣ

ନୂଆଦିଲ୍ଲୀ: ୭ ଦିନ ଧରି ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ନେଇ ଲାଗି ରହିଥିବା ସସପେନ୍ସରେ ଏକପ୍ରକାର ବିରାମ ଲାଗିଛି । ଶେଷରେ ଛତିଶଗଡ଼ ପାଇଁ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛନ୍ତି ବିଜେପି ହାଇକମାଣ୍ଡ…

ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ଏବଂ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ଧମକ ଦେଲେ ପୂର୍ବତନ ପତ୍ନୀ

ପଞ୍ଜାବ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କର ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ପାରିବାରିକ ଏବଂ ବ୍ୟକ୍ତିଗତ ମାମଲାକୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି ମାନ । ତେବେ ଆଜି ତାଙ୍କ ପୂର୍ବତନ ପତ୍ନୀ ପ୍ରୀତ…

BIG BREAKING: ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ହେବେ ବିଷ୍ନୁଦେଓ ସାଏ

ଓଡିଶା ଭାସ୍କର: କିଏ ହେବେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଏନେଇ ଯେଉଁ ସସପେନ୍ସ ରହିଥିଲା ଶେଷରେ ଏବେ ସେଥିରେ ପୂର୍ଣ୍ଣଛେଦ ପଡିଛି। ବିଷ୍ନୁଦେଓ ସାଏଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ତେବେ…

୩୦ ବର୍ଷ ଛୁଇଁବ ପୁଟିନଙ୍କ ଶାସନ ଗାଦି ! ଦୀର୍ଘତମ ଶାସକ ନେତାଙ୍କ ତାଲିକାରେ କେତେ ଜଣ ?

ବିଶ୍ୱରେ ଏମିତି ଅନେକ ଦେଶ ଅଛି ଯେଉଁଠି ଦୀର୍ଘ ସମୟ ଧରି ନେତାମାନେ ଶାସନ କରିଆସୁଛନ୍ତି । ସେମାନଙ୍କୁ ବାରମ୍ବାର ଲୋକଙ୍କ ସମର୍ଥନ ମିଳୁଛି । ସେମାନେ କିଏ ? ଆସନ୍ତୁ ଜାଣିବା: - ରୁଷ ରାଷ୍ଟ୍ରପତି ଭ୍ଲାଦିମିର…

ମୁଖ୍ୟମନ୍ତ୍ରୀ ହେବେନି ବାବା ବାଲକନାଥ! ସୋସିଆଲ ମିଡିଆରେ କହିଲେ ଏଭଳି କଥା…

ନୂଆଦିଲ୍ଲୀ: ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସପେନ୍ସ ଜାରି ରହିଛି। ଅନେକ ପ୍ରାର୍ଥୀଙ୍କ ନାମ ଚର୍ଚ୍ଚାରେ ରହିଥିବା ବେଳେ ରାଜ୍ୟ ମୁଖିଆ ହେବାକୁ କିଏ…

ଆଜି କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧିଙ୍କ ଜନ୍ମଦିନ, ଜାଣନ୍ତୁ ତାଙ୍କ ବୟସ କେତେ ଓ ଆଉ କିଛି…

ନୁଆଦିଲ୍ଲୀ: ଆଜି କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧିଙ୍କ ଜନ୍ମଦିନ। ଜାତୀୟ ରାଜନୀତିରେ ସେ ଜଣେ ପୁରୁଖା ନେତ୍ରୀ। ସେହିପରି ସେ ଜଣେ ଅନୁଭବୀ ଓ ଅଭିଜ୍ଞ ରାଜନେତା। କଂଗ୍ରେସ ସରକାରର ଉଥାନ ପଥାନ ସହ ବହୁ ଘଡ଼ି…

ସଂସଦରୁ ବହିଷ୍କୃତ ହେବା ପରେ ମହୁଆ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ନେଇ ଚର୍ଚ୍ଚା

ନୁଆଦିଲ୍ଲୀ: ବହୁ ବାଦ ବିବାଦ ପରେ ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ବଡ଼ ଆକ୍ସନ ନେଇଛନ୍ତି ଲୋକସଭା ବାଚସ୍ପତି। ଶେଷରେ ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ଅଭିଯୋଗରେ ଗତକାଲି ତାଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଛି। ତେବେ…

୩ ନୂଆ ଚେହେରା ହେବେ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ! ବିଜେପିର ରାଜନୈତିକ ଇତିହାସରୁ ବଡ଼ ଖୁଲାସା

ନୂଆଦିଲ୍ଲୀ: ନିକଟରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇସାରିଥିବା ବେଳେ ବିଜେପି ୩ଟି ରାଜ୍ୟରେ ବହୁମତ ହାସଲ କରିଥିଲା । ଅନ୍ୟପକ୍ଷରେ କଂଗ୍ରେସ ୧୧୯ଟି ଆସନ ମଧ୍ୟରୁ ୬୪ଟି ରେ ଜିତି ତେଲେଙ୍ଗାନାରେ…

୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି

ନୂଆଦିଲ୍ଲୀ: ନିକଟରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଥିବା ବେଳେ ବିଜେପି ୩ଟି ରାଜ୍ୟରେ ବହୁମତ ହାସଲ କରିଛି । ଅନ୍ୟପକ୍ଷରେ କଂଗ୍ରେସ ୧୧୯ଟି ଆସନ ମଧ୍ୟରୁ ୬୪ଟି ରେ ଜିତି ତେଲେଙ୍ଗାନାରେ ସରକାର…