fbpx
Browsing Category

ରାଜନୀତି

ଆଜି ରାୟଗଡ଼ା ଆସିବେନି ରାହୁଲ ଗାନ୍ଧୀ, ସୂଚନା ଦେଲେ ପ୍ରସାଦ ହରିଚନ୍ଦନ

ଭୁବନେଶ୍ୱର: ଆଜି ରାୟଗଡ଼ା ଆସିବେନି ରାହୁଲ ଗାନ୍ଧୀ । ଏନେଇ ସୂଚନା ଦେଲେ ପ୍ରସାଦ ହରିଚନ୍ଦନ । ଆଜି ନାମାଙ୍କନ ଦାଖଲ ଥିବାରୁ ରାହୁଲ ଗାନ୍ଧୀ ରାଉରକେଲା ଆସିପାରିବେନି । ତେବେ ରାୟବରେଲିରୁ ସେ ପ୍ରାର୍ଥୀପତ୍ର ଦାଖଲ…

ବଡ଼ ଖବର: ଉତ୍ତର ପ୍ରଦେଶ ରାୟବରେଲୀରୁ ନିର୍ବାଚନ ଲଢିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ରାୟବରେଲୀରୁ ଲଢିବେ ରାହୁଲଗାନ୍ଧୀ । ଅନ୍ୟପଟେ ଆମେଥିରୁ ପ୍ରାର୍ଥୀ ହେଲେ କିଶୋରୀଲାଲ ଶର୍ମା । ଏଆଇସିସି ପକ୍ଷରୁ ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା କରାଯାଇଛି । ପ୍ରିୟଙ୍କାଙ୍କୁ ନେଇ…

CPI ଜାତୀୟ ସଚିବ ଅତୁଲ କୁମାର ଅଞ୍ଜାନଙ୍କ ପରଲୋକ, ଦୀର୍ଘ ଦିନ ଆଇସିୟୁରେ ଚିକିତ୍ସିତ ହେଉଥିଲେ

ଲକ୍ଷ୍ନୌ: ଭାରତୀୟ କମ୍ୟୁନିଷ୍ଟ ପାର୍ଟି(CPI)ର ଜାତୀୟ ସଚିବ ଅତୁଲ କୁମାର ଅଞ୍ଜାନଙ୍କ ଶୁକ୍ରବାର ନିଧନ ହୋଇଛି । ସେ ଦୀର୍ଘ ଦିିନରୁ କ୍ୟାନସରରେ ପୀଡ଼ିତ ଥିଲେ । ଗତ ଏକ ମାସ ଧରି ଲକ୍ଷ୍ନୌର ଏକ ଘରୋଇ ହସ୍ପିଟାଲରେ…

Breaking: ଆଜି ପୁଣି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ, ସେ ଏଥର ରାୟବରେଲୀରୁ ଲଢିପାରନ୍ତି!

ଭୁବନେଶ୍ୱର: ଆଜି ପୁଣି ଓଡ଼ିଶା ଗସ୍ତରେ ରାହୁଲ ଗାନ୍ଧୀ । ଆଜି ସେ ରାୟଗଡ଼ାରେ ପ୍ରଚାର କରିବେ । ତେବେ ଓଡ଼ିଶାରେ ରାହୁଲ ଗାନ୍ଧୀ ମଧ୍ୟାହ୍ନ ୧୨ଟାରେ ଆସି ପହଁଚିବେ । ସେ ରାଉରକେଲାର ଜିଆଇଏସିଆର କଲେଜ ପଡିଆରେ ସମାବେଶକୁ…

(Video) ଏଥର କୋରେଇରେ ଆକାଶ ବନାମ ବବିଙ୍କ ମା’: ଝିଲିକଙ୍କୁ ଟିକେଟ ଦେଲାନି ବିଜେଡି

ଓଡ଼ିଶା ଭାସ୍କର: ଆଗାମୀ ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବାକି ଥିବା କୋରେଇ, ଖଣ୍ଡପଡା ଓ ନିଳଗିରି ଆସନ ବିଧାନସଭା ଆସନ ପାଇଁ ଟିକେଟ ଦେଇଛି ଶାସକ ଦଳ । ଏହି ଘୋଷଣାରେ କୋରେଇ…

ବୃଜଭୂଷଣ ଶରଣ ସିଂଙ୍କ ପୁଅକୁ ଟିକେଟ ଦେବା କଥାକୁ ନେଇ ଏପରି କହିଲେ ସାକ୍ଷୀ ମଲ୍ଲିକ; ‘ଦେଶର ଝିଅମାନେ ହାରିଗଲେ…

ନୂଆଦିଲ୍ଲୀ: ବୃଜ ଭୂଷଣ ଶରଣ ସିଂଙ୍କ ପୁଅକୁ ଟିକେଟ ଦିଆଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଅଲିମ୍ପିକ୍ ଚାମ୍ପିୟନ କୁସ୍ତିଯୋଦ୍ଧା ସାକ୍ଷୀ ମଲିକ । ସାକ୍ଷୀ ମଲ୍ଲିକ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଲେଖିଛନ୍ତି, "ଦେଶର…

BIG BREAKING…ଦୁଇ ରାଜନୈତିକ ଗୋଷ୍ଠୀର ସମର୍ଥକଙ୍କ ମଧ୍ୟରେ ଗୁଳିକାଣ୍ଡ, ହଣାକଟା; ବିଜେଡିର ଜଣେ ସମର୍ଥକ ଗୁରୁତର

ନୟାଗଡ଼: ନୟାଗଡ଼ ବଉଳସାହି ଗାଁ'ରେ ଫୁଟିଲା ଗୁଳି ବୁଲିଲା ଖଣ୍ଡା । ଇଟାମାଟି ଥାନା ଅନ୍ତର୍ଗତ ବଉଳସାହି ଗାଁରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ଦୁଇ ରାଜନୈତିକ ଗୋଷ୍ଠୀର ସମର୍ଥକଙ୍କ ମଧ୍ୟରେ ଗୁଳିକାଣ୍ଡ ,…

Big Breaking; ଆଉ ୬ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି: ବାରବାଟୀ-ବରୀରେ ନାହାନ୍ତି ଅନୁଭବ

ଭୁବନେଶ୍ୱର: ବିଜେଡି ପରେ ବିଜେପି ମଧ୍ୟ ଓଡ଼ିଶାର ଆଉ ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । କଟକର ବାରବାଟୀ ଏବଂ ବରୀ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାରତୀୟ ଜନତା…

ରାହୁଲଙ୍କ ନାମାଙ୍କନ ପାଇଁ ଆମେଥିରେ ସଜବାଜ; କୋର୍ଟରେ ପହଞ୍ଚି ଫର୍ମ କିଣିଲେ କଂଗ୍ରେସ ପଦାଧିକାରୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ର ତୃତୀୟ ପର୍ଯ୍ୟାୟ ମତଦାନ ମେ' ୭ ତାରିଖରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାମାଙ୍କନକୁ ନେଇ ଚର୍ଚ୍ଚା ଜୋର ଧରିଛି । ମିଳିଥିବା…

Big Breaking; ବିଜେଡିରୁ ଇସ୍ତଫା ଦେଲେ ଅନୁଭବ: ଟିକେଟ ନ ମିଳିବାରୁ ନେଲେ ନିଷ୍ପତ୍ତି

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ ବିଜୁ ଜନତା ଦଳ ନିଜର ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବାକି ଥିବା ଶେଷ ୩ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଏହାପରେ ଦଳର ଜଣେ ଆଗ…