fbpx
Browsing Category

ରାଜନୀତି

BJPର ନୂଆ ପ୍ରଦେଶ ଅଧ୍ୟକ୍ଷଙ୍କ ନାମ ଘୋଷଣା

ନୂଆଦିଲ୍ଲୀ: ସାରା ଦେଶରେ ଏବେ ନିର୍ବାଚନୀ ମାହୋଲ ଜାରି ରହିଥିବା ବେଳେ ଏହି ଅବସରରେ ଭାରତୀୟ ଜନତା ପାର୍ଟି (ଭାଜପା) ନୂଆ ନେତାଙ୍କୁ ଦାୟିତ୍ୱ ପ୍ରଦାନ କରିଛି । ହିମାଚଳ ପ୍ରଦେଶର ନୂଆ ପ୍ରଦେଶ ଅଧ୍ୟକ୍ଷଙ୍କୁ ନିଯୁକ୍ତି…

BJDର ନୂଆ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଉଦଘାଟନ କଲେ ନବୀନ: ଶୁଭ ଶଙ୍ଖର ସ୍ୱର ଶୁଣିଲେ ଓଡ଼ିଶାବାସୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ପବିତ୍ର ଅକ୍ଷୟ ତୃତୀୟାରେ ବିଜୁ ଜନତା ଦଳର ନୂଆ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଉଦଘାଟିତ ହୋଇଛି । ପବିତ୍ର ଦିବସରେ ତ୍ୟାଗ ଓ ଖୁସିର ପ୍ରତୀକ ଶଙ୍ଖ ଭବନକୁ ଉଦଘାଟନ କରିଛନ୍ତି ବିଜେଡି…

ଆଜି କର୍ଣ୍ଣାଟକରେ ରୋଡ୍ ଶୋ କରିବେ ରାହୁଲ ଗାନ୍ଧୀ, ଏହି କାର୍ଯ୍ୟକ୍ରମରେ ନେବେ ଭାଗ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ବିଧାନସଭା ନିର୍ବାଚନର ତାରିଖ ବର୍ତ୍ତମାନ ପାଖେଇ ଆସିଛି। ଦଳଗୁଡିକ ସେମାନଙ୍କ ନିର୍ବାଚନ ପାଇଁ ପ୍ରଚାର କରୁଛନ୍ତି। ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ଆଜି କର୍ଣ୍ଣାଟକରେ ବାସଭା ଜୟନ୍ତୀ ଉତ୍ସବରେ…

ଭୋଟ ପାଇଁ ଛୁଟି ଘୋଷଣା: ମେ ୧୦ରେ ସରକାରୀ ଅଫିସ, ବ୍ୟାଙ୍କ, କୋର୍ଟ ବନ୍ଦ ରହିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୦ ତାରିଖରେ ରାଜ୍ୟର ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ରାଜ୍ୟରେ ଏବେ ନିର୍ବାଚନୀ ମାହୋଲ ଦେଖିବାକୁ ମିଳିଛି । ବିଜେଡିରୁ…

‘ଦେଶକୁ ଇସଲାମିକ ଷ୍ଟେଟ୍ କରିବାକୁ ଚେଷ୍ଟା କରୁଛନ୍ତି’: ଅସଦୁଦ୍ଦୀନ ଓୱେସୀଙ୍କ ବ୍ୟାନର ଜବାବ ଦେଲେ ଗିରିରାଜ ସିଂହ

ନୂଆଦିଲ୍ଲୀ: ଅଲ ଇଣ୍ଡିଆ ମଜଲିସ୍-ଇ-ଇଥାହାଦୁଲ ମୁସଲିମନ୍ (AIMIM) ମୁଖ୍ୟ ଆସଦୁଦ୍ଦୀନ ଓୱେସିଙ୍କ ଉପରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ପାଲଟା ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ, ଓୱେସୀ ଦେଶରେ ଆତଙ୍କବାଦୀ…

‘ସତ କହିବାର ମୂଲ୍ୟ ଦେବାକୁ ପଡ଼ିଲା’: ସରକାରୀ ବଙ୍ଗଳା ଛାଡ଼ିଲେ ରାହୁଲ, ଗାନ୍ଧି ପରିବାରର ସତରେ କ’ଣ ନିଜର ଘର ନାହିଁ, ତେବେ କାହିଁକି?

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ନୂଆଦିଲ୍ଲୀ ସ୍ଥିତ ୧୨ ତୁଗଲକ ଲେନ ସରକାରୀ ବଙ୍ଗଳା ଛାଡ଼ିଛନ୍ତି । ସେ ବଙ୍ଗଳାର ଚାବି ଅଧିକାରୀଙ୍କୁ ପ୍ରଦାନ କରିଥିବା ଜଣାପଡ଼ିଛି । ଘର ଛାଡ଼ିବା ପରେ ରାହୁଲଙ୍କ…

ବିଜୟଙ୍କୁ ମିଳିଲା ଓଡିଶା କଂଗ୍ରେସର ପ୍ରଚାର କମିଟି ମଙ୍ଗ, ରାଜ୍ୟ ରାଜନୀତିର ବଦଳିବ କି ଦିଗ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ନିକଟରେ କଂଗ୍ରେସ ଯୋଗ ଦେଇଥିବା ବିଜୟ ପଟ୍ଟନାୟକଙ୍କୁ ଦଳ ଏକ ବଡ ଦାୟିତ୍ୱ ଦେଇଛି । କଂଗ୍ରେସ କ୍ୟାମ୍ପେନିଙ୍ଗ କମିଟିର ମୁଖ୍ୟ ଭାବେ ବିଜୟଙ୍କୁ ଦାୟିତ୍ୱ ମିଳିଛି । କିଛି…

ନୂଆ ଦଳ ଗଠନ କରିବେ ପାଇଲଟ? ଆଗକୁ ବିଧାନସଭା ନିର୍ବାଚନ, ରାଜସ୍ଥାନ ରାଜନୀତିରେ ବିସ୍ଫୋରଣ ଘଟିବ

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଦେଶର ରାଜନୈତିକ ବାତାବରଣ ସେଇ ଅନୁପାତରେ ସରଗରମ୍ ହେବାରେ ଲାଗିଛି । ସାଧାରଣ ଭାବେ ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନଙ୍କରେ…

ବଡ ଖବର, ଆଖି ବୁଜିଲେ ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋ: ୮୩ ବର୍ଷ ବୟସରେ ପରଲୋକ

ଭୁବନେଶ୍ୱର: ଆଜି ସକାଳେ ଜଗତସିଂହପୁରର ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ପରଲୋକ ଘଟିଛି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଜାଣିବାକୁ ମିଳିଛି ।…

ସାଂସଦ ଅନୁଭବଙ୍କୁ ଝଟକା: ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ପଡିଲେ ସୁପରଷ୍ଟାର

ଭୁବନେଶ୍ୱର: ଲୋକସଭା ସାଂସଦ ତଥା ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ଏକ ଶକ୍ତ ଝଟକା ଦେଇଛି ବିଜୁ ଜନତା ଦଳ । ଆଗକୁ ନିର୍ବାଚନ ଆସୁଥିବା ବେଳେ ଅନୁଭବଙ୍କ ପାଖରୁ ମୁହଁ ଫେରାଇ ନେଇଛି ବିଜେଡି । ଝାରସୁଗୁଡା…