fbpx
BSKY
BJD MC SKY
BJD MS SKY
Browsing Category

ରାଜନୀତି

କ’ଣ କହୁଛି ‘ଶରଦବାଣୀ’…ଏବେ କିଏ ହେବେ ର ‘ବିଶ୍ୱସ୍ତ ଚେହେରା’? କହିଲେ ପୱାର

ପୁଣେ: ଅଜିତ ପୱାରଙ୍କ ସହ ବିବାଦ ପରେ ଏକ ବଡ ବୟାନ ଦେଇଛନ୍ତି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ମୁଖ୍ୟ ଶରଦ ପୱାର । ଅଜିତଙ୍କ ପରେ ପାର୍ଟିର 'ବିଶ୍ୱସନୀୟ ଚେହେରା' କିଏ ହେବେ, ସେ ନେଇ ଉତ୍ତର ରଖିଛନ୍ତି ପାର୍ଟି ମୁଖ୍ୟ…

ପୂର୍ବତନ ମନ୍ତ୍ରୀ ଓ କଂଗ୍ରେସ ନେତା ସଇଦ ଅହମଦ ଦୋଷୀ ସାବ୍ୟସ୍ତ: ୧ ବର୍ଷର ଜେଲଦଣ୍ଡ ଶୁଣାଇଲେ କୋର୍ଟ

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କୁ ଲାଗିଛି ଏକ ବଡ଼ ଝଟକା । ମଧ୍ୟପ୍ରଦେଶ ସରକାରର ପୂର୍ବତନ ମନ୍ତ୍ରୀ ଏବଂ କଂଗ୍ରେସ ନେତା ସଇଦ ଅହମଦ ଏକ ଚେକ୍ ବାଉନ୍ସ ମାମଲାରେ…

ଅଜିତ ପାୱାର କାହିଁକି NCP ଛାଡ଼ିଲେ: ଦାଦା-ପୁତୁରା ସମ୍ପର୍କ ଭାଙ୍ଗିବାର କାରଣ କ’ଣ?

ନୂଆଦିଲ୍ଲୀ: ପୁଣି ଥରେ ମହାରାଷ୍ଟ୍ର ରାଜନୀତିରେ ଦେଖିବାକୁ ମିଳିଛି ଏକ ବଡ଼ଧରଣର ହଲଚଲ । ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ତଥାଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ବରିଷ୍ଠ ନେତା ଅଜିତ ପାୱାର ଆଜି ଏକ ବଡ଼…

ଦୁଇ ବର୍ଷରେ ବିଜେପିର ୨ ସୁପର ଷ୍ଟ୍ରାଇକ୍‌: ମହାରାଷ୍ଟ୍ରରେ ଭାଙ୍ଗିଗଲା ବିରୋଧୀଙ୍କ ବିଶାଳ ମହାମେଣ୍ଟ

ନୂଆଦିଲ୍ଲୀ: ମହରାଷ୍ଟ୍ର ରାଜନୀତିର ଚାଣକ୍ୟ ଶରଦ ପାୱାରଙ୍କୁ ଧୋକା ଦେଇ ବିଜେପି ସହିତ ମିଶି ବିରୋଧୀ ଦଳ ନେତାରୁ ଉପମୁଖ୍ୟମନ୍ତ୍ରୀ ପଦକୁ ଡିଆଁ ମାରିଛନ୍ତି ଅଜିତ ପାୱାର। ଏହା ସହିତ ଦୁଇ ବର୍ଷରେ ଦୁଇଟି ଷ୍ଟ୍ରାଇକ୍ କରି…

ଭାଙ୍ଗିଯିବ ଶରଦ ପାୱାରଙ୍କ ଏନ୍‌ସିପି! ବିଜେପିକୁ ସମର୍ଥନ ଦେବାକୁ ରାଜଭବନରେ ଅଜିତ ପାୱାର

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ବଡ଼ ହଟଚମଟ ଦେଖିବାକୁ ମିଳିପାରେ । ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେବାକୁ କହୁଥିବା ଅଜିତ ପାୱାର ରବିବାର ତାଙ୍କର ବାସଭବନରେ ସମର୍ଥକ ଏବଂ ବିଧାୟକଙ୍କ ସହିତ ବୈଠକ ପରେ ୧୭…

ନୂଆ ନେତାଙ୍କୁ ଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ବିଧାନସଭା ଓ ଲୋକସଭା ନିର୍ବାଚନ । ଏନେଇ ରାଜ୍ୟରେ ଶାସନାଧୀନ ଥିବା ବିଜେଡି ତା’ର ସଂଗଠନକୁ ସଜାଡ଼ିବା ଆରମ୍ଭ କରିଦେଇଛି । ନିକଟରେ ଦଳ ବିଭିନ୍ନ ଜିଲ୍ଲା ଓ ରାଜ୍ୟ ସ୍ତରରେ…

‘I will not resign’: ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂହଙ୍କ ଟ୍ୱିଟ

ନୂଆଦିଲ୍ଲୀ: ପୂର୍ବ-ଉତ୍ତର ରାଜ୍ୟ ମଣିପୁରରେ ଜାରି ରହିଥିବା ହିସାକାଣ୍ଡକୁ ନେଇ ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂହ ଚର୍ଚ୍ଚାରେ ରହିଥିଲେ । ଏହା ମଧ୍ୟରେ ବିରେନ ଇମ୍ଫାଲ ସ୍ଥିତ ରାଜଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ କରି…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ମହାନ ମିତ୍ର’ କହିଲେ ରୁଷ ରାଷ୍ଟ୍ରପତି ପୁଟିନ, ମେକ ଇନ ଇଣ୍ଡିଆର କଲେ ପ୍ରଶଂସା

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମେକ ଇନ ଇଣ୍ଡିଆ ସଂକଳ୍ପ, ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ସ୍ପଷ୍ଟ ପ୍ରଭାବ ପକାଇଛି । ଏହି ପରିପ୍ରେକ୍ଷୀରେ ରୁଷ…

ବଦଳିବ ମୋଦିଙ୍କ ମନ୍ତ୍ରିମଣ୍ଡଳ: ଜୁଲାଇ ୩ରେ ମନ୍ତ୍ରୀ ପରିଷଦ ବୈଠକ

ନୂଆଦିଲ୍ଲୀ: ପୁଣି ବଦଳିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳ । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଆସନ୍ତା…

ସେନ୍ଥିଲ ବାଲାଜୀଙ୍କୁ କ୍ୟାବିନେଟରୁ ବହିଷ୍କାର କଲେ ରାଜ୍ୟପାଳ: ଭ୍ରଷ୍ଟାଚାର ଅଭିଯୋଗରେ ଗିରଫ ହୋଇଥିଲେ ମନ୍ତ୍ରୀ

ନୂଆଦିଲ୍ଲୀ: ବେଆଇନ ଅର୍ଥ କାରବାର ମାମଲାରେ ଗିରଫ ହୋଇ ତାମିଲନାଡ଼ୁର ବିଜୁଳି ଓ ଅବକାରୀ ମନ୍ତ୍ରୀ ସେନ୍ଥିଲ ବାଲାଜୀ ଏବେ ଜେଲରେ ରହିଛନ୍ତି । ତେବେ ଭ୍ରଷ୍ଟାଚାର ଅଭିଯୋଗ ଆଧାରରେ ବାଲାଜୀଙ୍କୁ ତ୍ୱରିତ ଭାବେ…