fbpx
BSKY
BJD MC SKY
BJD YOUTH SKY
Browsing Category

ରାଜନୀତି

ଦୁଃଖ ଖବର: BJP ଲୋକସଭା ସାଂସଦଙ୍କ ପରଲୋକ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ଦେଶର ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି । ତେବେ ଏହି ସମୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ଦୁଃଖ ଖବର । ଲୋକସଭା ସାଂସଦ ତଥା ବିଜେପିର ଜଣେ…

ମେ’ ୧୦ରେ ହେବ ବିଧାନସଭା ନିର୍ବାଚନ, ଫଳାଫଳ ପୂର୍ବରୁ ଜାଣନ୍ତୁ କିଏ ହେବ କର୍ଣ୍ଣାଟକର ରାଜା

ନୂଆଦିଲ୍ଲୀ: କର୍ଣ୍ଣାଟକରେ ବିଧାନସଭା ନିର୍ବାଚନର ତାରିଖ ଆଜି ଘୋଷଣା କରାଯାଇଛି । ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଗୋଟିଏ ପର୍ଯ୍ୟାୟରେ ୧୦ ମେ’ କୁ ମତଦାନ ଆରମ୍ଭ…

ବାଜିଲା ଉପନିର୍ବାଚନ ବିଗୁଲ: ଝାରସୁଗୁଡା ହାତେଇବା ପାଇଁ ଏବେ ତିନି ଦଳ କରିବେ କସରତ

ଭୁବନେଶ୍ୱର: ମେ ୧୩ରେ ହେବ ଝାରସୁଗୁଡା ଉପନିର୍ବାଚନ । ଆଜି ଉପନିର୍ବାଚନ ପାଇଁ ବିଗୁଲ ବାଜିଛି । ତେବେ ମନ୍ତ୍ରୀ ନବ ଦାଶଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡିଥିଲା । ତେବେ ଏହା ପାଇଁ ଆଜି ତାରିଖ ଘୋଷଣା କରାଯାଇଛି ।…

କର୍ଣ୍ଣାଟକ ବିଧାନସଭା ନିର୍ବାଚନ; ତାରିଖ ଘୋଷଣା କଲେ ଇସିଆଇ, ଏହି ଦିନ ହେବ ନିର୍ବାଚନ

ନୂଆଦିଲ୍ଲୀ : ଆସନ୍ତା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ୨୨୪ ବିଧାନସଭା ଆସନ ପାଇଁ ନିର୍ବାଚନ…

ସୋସିଆଲ ମିଡିଆରେ ଡିପି ପରିବର୍ତ୍ତନ କଲେ ମହାରାଷ୍ଟ୍ର ସିଏମ୍ ଏକନାଥ ସିନ୍ଦେ; ଖୁବଶୀଘ୍ର ବାହାରିବ ଗୌରବ ଯାତ୍ରା

ନୂଆଦିଲ୍ଲୀ: ମହାରାଷ୍ଟ୍ର ସିଏମ୍ ଏକନାଥ ସିନ୍ଦେ, ଡେପୁଟି ସିଏମ୍ ଦେବେନ୍ଦ୍ର ଫଡନାଭିସ୍ ଏବଂ ଶିବସେନା-ବିଜେପି ମିଳିତ ମଞ୍ଚର ଅନ୍ୟ ନେତା ମାନେ ବୀର ସାବରକରଙ୍କ ସମର୍ଥନରେ 'ଗୌରବ ଯାତ୍ରା' ପୂର୍ବରୁ ମଙ୍ଗଳବାର ଦିନ…

କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଆଜି ହେବ ତାରିଖ ଘୋଷଣା, ୧୧.୩୦ରେ ECର ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଲୀ: ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରାଯିବ। ଏନେଇ ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଆଜି ସକାଳ ୧୧.୩୦ ସମୟରେ ସେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ଏବଂ ରାଜ୍ୟରେ ହେବାକୁ ଥିବା ନିର୍ବାଚନର…

ଡ୍ରାଇଭିଂ କରି ପୁଣି ବିବାଦରେ ରାହୁଲ ଗାନ୍ଧୀ: ଚାଲାଣ ପଠାଇବାକୁ ପୋଲିସ ନିକଟରେ ଦାବି କଲା ବିଜେପି

ନୂଆଦିଲ୍ଲୀ: ଲୋକସଭା ସଦସ୍ୟତା ଯିବା ପରେ ରାହୁଲ ଗାନ୍ଧୀଙ୍କୁ ରହୁଥିବା ବଙ୍ଗଳା ଛାଡିବାକୁ ନୋଟିସ ଦିଆଯାଇଛି। ଏସବୁ ବିବାଦ ମଧ୍ୟରେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ରାଫିକ ବିବାଦରେ ପଡ଼ିପାରନ୍ତି। ଭାରତୀୟ ଜନତା…

ରାଘବ ଚଡ୍ଡା ଓ ପରିନୀତି ଚୋପଡାଙ୍କୁ ଅଭିନନ୍ଦନ ଜଣାଇଲେ ଆପ ସାଂସଦ, କଲେ ଟ୍ୱିଟ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ପରିନୀତି ଚୋପ୍ରା ବର୍ତ୍ତମାନ ନିଜ ରିଲେସନସିପକୁ ନେଇ ବହୁତ ଖୁସି ଅନୁଭବ କରୁଛନ୍ତି । ପରିନୀତିଙ୍କ ନାମ ଆମ ଆଦମୀ ପାର୍ଟୀର ସାଂସଦ ରାଘବ ଚଡ୍ଡାଙ୍କ ସହ ଯୋଡା ଯାଉଛି । ଖବର ମିଳିଛି ଯେ,…

ସେ ଯଦି ଚାହିଁବେ ମୋ ସହ ରହିବେ.. ରାହୁଲଙ୍କ ସରକାରୀ ବାସଭବନ ଖାଲି କରିବା ନିର୍ଦ୍ଦେଶ ଉପରେ ମୁହଁ ଖୋଲିଲେ ଖଡ଼ଗେ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ବାତିଲ ହେବା ପରେ ଲୋକସଭା କମିଟି ତାଙ୍କୁ ଏକ ମାସ ମଧ୍ୟରେ ବଙ୍ଗଳା ଖାଲି କରିବାକୁ ନୋଟିସ ଦେଇଛନ୍ତି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ରାହୁଲ…