Browsing Category

ରାଜନୀତି

ରାଜନୀତି ଦୁନିଆରେ ଡେବ୍ୟୁ କରିବେ ଶାମୀ! ନିର୍ବାଚନରେ ବିଜେପି ଦେଇପାରେ ପ୍ରାର୍ଥି ଟିକେଟ

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନରେ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି ଷ୍ଟାର ବୋଲର ମହମ୍ମଦ ଶାମୀ । ଏହି ନିର୍ବାଚନ ଜରିଆରେ ଭାରତୀୟ ଜନତା ପାର୍ଟି ତରଫରୁ ସେ ଡେବ୍ୟୁ କରିପାରନ୍ତି ବୋଲି ଅନୁମାନ କରାଯାଉଛି…

ଆଜି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥି ଘୋଷଣା କରିବ ବିଜେପି! ତାଲିକାରେ ୧୫୦ ଆଶାୟୀଙ୍କ ନାମ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଏବେ ନିଜ ଗଡ଼ ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ତେବେ ଏହି ଦୌଡ଼ରେ ବିଜେପି ଖୁବ ଆଗରେ ରହିଛି । ପ୍ରଥମ ପର୍ଯ୍ୟାୟରେ ୧୯୫ ଆସନ ପାଇଁ ପ୍ରାର୍ଥି ଘୋଷଣା କରିଛି ଭାରତୀୟ…

କଂଗ୍ରେସ-ଡ଼ିଏମକେ ମଧ୍ୟରେ ଚୂଡାନ୍ତ ହେଲା ମେଣ୍ଟ: ୨୦୧୯ ଫର୍ମୁଲାକୁ ରିପିଟ୍‌ କଲା ଡିଏମକେ

ଓଡ଼ିଶା ଭାସ୍କର: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଡିଏମକେ ଓ କଂଗ୍ରେସ ମଧ୍ୟରେ ଆସନ ଭାଗବଣ୍ଟାକୁ ନେଇ ନିଷ୍ପତି ଚୂଡ଼ାନ୍ତ ହୋଇଛି। ରାଜ୍ୟର ୪୦ଟି ଆସନ ମଧ୍ୟରୁ ସହଯୋଗୀ କଂଗ୍ରେସ ଦଳ ପାଇଁ ୯ଟି ଆସନ ପ୍ରଦାନ…

ଲୋକସଭା ନିର୍ବାଚନର ଏକ ସପ୍ତାହ ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋଏଲଙ୍କ ଇସ୍ତଫା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଏକ ସପ୍ତାହ ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋଏଲ ଇସ୍ତଫା ଦେଇଛନ୍ତି। ଏବଂ ତାଙ୍କ ଇସ୍ତଫା ରାଷ୍ଟ୍ରପତିଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଜଣାପଡିଛି। ତେବେ ଭାରତର ନିର୍ବାଚନ ଆୟୋଗରେ…

୫-ଟି ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଭିଡିଓ

ଓଡ଼ିଶା ଭାସ୍କର: ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ହୋଇଥିବା ଏକ ବାର୍ତ୍ତାଳାପର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏଥିରେ ୫-ଟି ଅଧ୍ୟକ୍ଷ ଭିକେ…

ଏପ୍ରିଲ ୧୯ ତାରିଖରେ ହେବ ନିର୍ବାଚନ, ୨୨ରେ ଫଳାଫଳ? ଲୋକସଭା ଇଲେକ୍ସନକୁ ନେଇ ଆସିଲା ଚିଠି! ଜାଣନ୍ତୁ ସତ୍ୟତା

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୧୯ ତାରିଖରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି । ଏହାପରେ ୨୨ ତାରିଖରେ ନିର୍ବାଚନର ଫଳାଫଳ ଘୋଣୋ ହେବ ବୋଲି ଏକ ପତ୍ରରେ ଉଲ୍ଲେଖ କରାଯାଇଛି । ଲୋକସଭା ନିର୍ବାଚନ ପୂର୍ବରୁ ଏହାକୁ ନେଇ…

ଦିଲ୍ଲୀରେ ବିଜେପି-ବିଜେଡି ମେଣ୍ଟକୁ ନେଇ କୌଣସି ଆଲୋଚନା ହୋଇନାହିଁ: ବିଜୟପାଲ ସିଂ ତୋମାର

ଓଡ଼ିଶା ଭାସ୍କର: ଗତ ଦୁଇ ଦିନ ତଳେ ବିଜେପି ରାଜ୍ୟ ନେତୃତ୍ୱ ବିଜେଡି ସହ ମେଣ୍ଟ ଆଲୋଚନା ନେଇ ବିଜେପି ଓଡ଼ିଶା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଦିଲ୍ଲୀ ବାସଭବନ ଯାଇଥିବା ଚର୍ଚ୍ଚା ହେଉଥିଲା। ଏବଂ ପରେ ପରେ…

ଲୋକସଭା ନିର୍ବାଚନ: ବିଜେପି-ଟିଡିପି ଡିଲ୍ ଡନ୍‌, ଜାଣନ୍ତୁ କିଏ କେତେ ସିଟ୍‌ରେ ଲଢିବ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କର ଏନଡିଏକୁ ଫେରିବା ପ୍ରାୟ ସ୍ଥିର ହୋଇଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ସିଟ୍…

ଅରୁଣାଚଳ ପ୍ରଦେଶ: ହାର୍ଟ ଆଟାକରେ ବିଜେପି ବିଧାୟକ ଫୋସୁମ ଖିମହୁନଙ୍କ ପରଲୋକ

ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ସେନେଇ ରାଜନୈତିକ ଦଳମାନେ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି । ଏହା ମଧ୍ୟରେ ରାଜନେତାଙ୍କର ଦଳ ବଦଳ ପ୍ରକିୟା ଆରମ୍ଭ ହୋଇଯାଇଛି । ତେବେ ଏହା ମଧ୍ୟରେ ରାଜନୈତିକ…

ସ୍ୱର୍ଣ୍ଣ ବିଜେତା ଦେବେନ୍ଦ୍ର ଝାଝାରିଆ ଭାରତୀୟ ପାରା ଅଲିମ୍ପିକ୍ସ କମିଟିର ଅଧ୍ୟକ୍ଷ ନିଯୁକ୍ତ: ବିଜେପି ଟିକେଟରେ ଲଢ଼ିବେ ଲୋକସଭା ନିର୍ବାଚନ

ନୂଆଦିଲ୍ଲୀ: ଭାରତୀୟ ପାରା ଅଲିମ୍ପିକ୍ସ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ପାରା ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଦେବେନ୍ଦ୍ର ଝାଝାରିଆ । ୪୨ ବର୍ଷୀୟ ଦେବେନ୍ଦ୍ର ପାରା ଜାଭେଲିନ୍ ଥ୍ରୋ’ରେ ଦେଶ ପାଇଁ…